ପ୍ରେମିକାର ଭାଇ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।
ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା ।
ବ୍ଲାକ୍ମେଲ୍ କ୍ୱିନ୍ ଅର୍ଚ୍ଚନାର ନାଗଫାସରେ ରାଜ୍ୟର ୨୫ ହାଇପ୍ରୋଫାଇଲ ନେତା ! ତା ଜାଲରେ ଫସିଛନ୍ତି ପ୍ରାୟ ୧୮ ବିଧାୟକ ! ରାଜ୍ୟର ବହୁ ବଡ଼ବଡ଼ିଆ ନେତା ଓ ଭିଭିଆଇପିଙ୍କୁ ନିଜ ହନିଟ୍ରାପରେ ଫସାଇ ଚର୍ଚ୍ଚାକୁ ଆସିଥିବା ଅର୍ଚ୍ଚନା ନାଗ ସମ୍ପର୍କରେ ଦୈନିକ ଆସୁଛି ନୂଆ ଓ ରୋଚକ ତଥ୍ୟ ।
ରହୁଥିଲେ ପଳାଶୁଣିର ଆଲିସାନ ବଙ୍ଗଳାରେ । ତାଙ୍କ ବେପାର ଚାଲୁଥିଲା ଜାଗମରାସ୍ଥିତ ଭଡ଼ାଘରେ । ଯେଉଁଠି ଅର୍ଚ୍ଚନା ଖୋଲିଥିଲେ ଗୁପ୍ତ ରଙ୍ଗଶାଳା । ଖଣ୍ଡଗିରି ଥାନା ଜାଗମରା ସ୍ଥିତ ଏକ ଘରକୁ ଭଡ଼ା ସୂତ୍ରରେ ନେଇ ସେଇଠି ହିଁ ଅର୍ଚ୍ଚନା ଚଳାଇଥିଲେ ତାଙ୍କ ସେକ୍ସଟୋରେସନ୍ ସାମ୍ରାଜ୍ୟ ।
ଅର୍ଚ୍ଚନାର ଜାଗମରା ଭଡ଼ାଘର ରଙ୍ଗଶାଳା । ଫସେଇବାକୁ ସ୍ପାଏ କ୍ୟାମେରାରେ ସୁଟ୍ ହେଉଥିଲା ଭିଡିଓ ।
ବିଜେଡିର ବହୁ ଯୁବ ନେତୃତ୍ୱ ବି ଅର୍ଚ୍ଚନାଙ୍କ ଘରକୁ ରୀତିମତ ଯାଆସ କରୁଥିଲେ । ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଡ୍ରଗ୍ସ କାରବାର ଭଳି ସାଂଘାତିକ ଅପରାଧରେ ସଂପୃକ୍ତ ଥିବା କହିଛନ୍ତି ବାବୁ ସିଂ ।
ଶାସକ ଦଳର ବହୁ ନେତା, ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ବୋଲି କଂଗ୍ରେସ କହିଛି ।
୧୮ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି କୁହାଯାଉଛି ।
ଲେଡି ବ୍ଲାକ୍ମେଲରଙ୍କୁ ନେଇ ବିବାଦରେ ବିଜେଡ଼ି ନେତାମନ୍ତ୍ରୀ । ଅର୍ଚ୍ଚନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା ।
ସମ୍ପତ୍ତି ଲାଭ ଆଶାରେ ଦୁଇ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା । ନରବଳି ପରେ ମାଂସ ରାନ୍ଧି ଖାଇଛନ୍ତି ଅନ୍ଧବିଶ୍ୱାସୀ ଦଂପତ୍ତି ।
ଯଦି ଆମେ ଦସ୍ତାବିଜ ସବୁ ଦେଖିବା ତେବେ, ଜମିର ମାଲିକାନା ରହିଛି ଚିଟଫଣ୍ଡ କମ୍ପାନୀ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାଁରେ । ଜାତୀୟ ରାଜପଥ କଡ଼ରେ ଥିବା ୨ ଏକର ଜମିକୁ କୋଟିଏ ଟଙ୍କାରେ ବିକ୍ରି କରିଛି କମ୍ପାନୀ ।
RBIଠୁ ମିଳିଛି ୫ବର୍ଷର ନେଣଦେଣ ତଥ୍ୟ: ଭୁବନେଶ୍ୱର ଡିସିପି
ସର୍ବସମ୍ମୁଖରେ ଜୁନିୟର ଗଳାରେ ମଙ୍ଗଳସୂତ୍ର ବାନ୍ଧିଥିବା ନାବାଳକ ଗିରଫ ।
ପୁଣି ଥରେ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ତନାଘନା ।
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ।
ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।
ଲୁଟ୍ ଗହଣା ଜବତ ପରେ ଏହାକୁ ନଦେଇ ନିଜ ପାଖରେ ରଖିଦେଲା ପୋଲିସ୍। ମନମୁଣ୍ଡା ପୋଲିସ୍ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।
ଠକଙ୍କଠାରୁ ଟଙ୍କା ତ ଆଦାୟ ହୋଇଛି ହେଲେ କାହିଁକି ଟଙ୍କା ଫେରସ୍ତ ପାଉ ନାହାନ୍ତି ଜମାକାରୀ ?
ଖୋଲୁଛି ଅର୍ଚ୍ଚନା ନାଗର ପାପ ପେଡ଼ି ! ଭିଡ଼ିଓ କନଫରେନ୍ସିଂରେ ହାଜର, ଲାଗିଛି ୧୬ ଦଫା ।
ଗୁରୁତର ଅବସ୍ଥାରେ ନାବାଳକକୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଛି ।
ସାବଧାନ ! ଅନଲାଇନ୍ରେ କଲ୍ କରି ଯୁବପିଢିଙ୍କୁ ଫସାଉଛନ୍ତି ମାୟାବିନୀ। କଲ୍ ରିସିଭ୍ କଲା ମାତ୍ରେ ଖୋଲି ଦେଉଛନ୍ତି ପୂରା ପୋଷାକ।
ସୁରକ୍ଷା ଦୃଷ୍ଟିରୁ ଭିସିରେ ଚାଲିଛି ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ।
ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଏଭଳି କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।
ତଦନ୍ତରେ ପୋଲିସ ବିଫଳ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ କାହିଁକି ଖୁଲାସା କରୁନି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ।