• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

VIVO
ମୋବାଇଲ କମ୍ପାନୀ VIVO ଅଫିସ୍‌ରେ ରେଡ୍‌ !

ଆର୍ଥିକ ହେରଫେର ମାମଲାରେ ଇଡିର ରେଡ୍ । ଆୟକର ଓ ସିବିଆଇ ବି ଚଳାଇଛନ୍ତି ତଦନ୍ତ ।

Daitari Panda
ଯାତ୍ରା ଖଳନାୟକ ଦୈତାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ, ୧୫ ଲକ୍ଷ ନେଲେ କିନ୍ତୁ ଆସୁନାହାନ୍ତି

ଏହି ଟଙ୍କା ନେବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଦୈତାରୀ ପଣ୍ଡା ।

Suicide case of Boyfriend of Rashmirekha
ଅସହ୍ୟ ହେଲା କି ବିଚ୍ଛେଦ; ହାରିଦେଲେ ଜୀବନ

ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। ଘୋର ଅବସାଦରେ ପୁଅ ଥିଲା ବୋଲି କହିଛନ୍ତି ସନ୍ତୋଷଙ୍କ ମାଆ।

ATM Loot
୫୭ ଲକ୍ଷ ଟଙ୍କା ଧରି ATM ଭ୍ୟାନ୍‌ ଡ୍ରାଇଭର ଛୁ

ଟଙ୍କା ଭର୍ତ୍ତି ATM ଭ୍ୟାନ୍‌କୁ ନେଇ ଫେରାର ହେଲା ଡ୍ରାଇଭର। ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫେରାର ସୂଚନା।

Land fraud in Bolangir Tehsildar Suspended
ଜମି କେଳେଙ୍କାରୀ ମାମଲା: ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ସସ୍‌ପେଣ୍ତ

ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସସ୍‌ପେଣ୍ତ ହେଲେ ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ।

Bhubaneswar MCA girl student suicide: Police arrests boyfriend
ସୁଇସାଇଡ୍‌ କଲା ଗର୍ଲଫ୍ରେଣ୍ଡ୍‌, ବନ୍ଧା ହେଲା ବୟଫ୍ରେଣ୍ଡ୍‌

ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡଙ୍କୁ ପୋଲିସ ଗିରଫ କରିଛି।  ୨୦୧୪ ମସିହାରୁ ସତ୍ୟପ୍ରକାଶ ଓ ଆଶ୍ରିତା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।

Odia TV Actress Rashmirekhas Boyfriend Commits Suicide
‘ରଶ୍ମିରେଖା ମୋତେ ଡାକୁଛି, ମୁଁ ତା’ ପାଖକୁ ଯିବି’

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି। ସନ୍ତୋଷ ନିଜ ବେଡ୍ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି। 

Basic Science College Ragging
ଆଉ ଏକ ରାଗିଂ ! ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ଼ ମାରିଲେ ୩ ସିନିୟର..

କଲେଜର ୩ ସିନିଅର ଛାତ୍ର ରାଗିଂ କରୁଥିବା ଅଭିଯୋଗ କରିଛନ୍ତି

Ragging
ANM ସେଣ୍ଟରରେ ରାଗିଂ, ୩ ମାସ ହେଲା ସିନିୟର ଛାତ୍ରୀ ଦେଉଥିଲେ ନିର୍ଯାତନା !

ଆଣ୍ଟିଂ ରାଗିଂ ସ୍କ୍ୱାର୍ଡ ଓ ସିଡିଏମଓଙ୍କୁ ଅଭିଯୋଗ କଲେ ଛାତ୍ରୀ । ସିଡିଏମଓଙ୍କ ନେତୃତ୍ୱରେ ଟିମ୍ କରୁଛି ତଦନ୍ତ ।

Rashmirekha
Breaking News: ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା

କିଛି ଦିନ ତଳେ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜେରାର ସମ୍ମୁଖିନ ହୋଇଥିଲେ ସନ୍ତୋଷ ପାତ୍ର ।

Ragging
ରାଗିଂରେ କେମିତି ଲାଗିବ ଲଗାମ ? ୩ ମାସରେ ଗଲାଣି ୩ ଜୀବନ

ରାଗିଂ ହେଲେ ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ କହିଲେ ଶିକ୍ଷାବିତ୍ ।

deadbody
ଛାତ୍ରୀ ମୃତ୍ୟୁ ଘଟଣାକୁ ଚାପିବା ପାଇଁ କଲେଜ କର୍ତ୍ତୃପକ୍ଷ ଦେଉଥିଲେ ଟଙ୍କା !

କଲେଜ କର୍ତ୍ତୁପକ୍ଷ ମାମଲା ଚପାଇ ଦେବା ଘଟଣାକୁ ଖଣ୍ଡନ କରିଛନ୍ତି ।

Online game
ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌ ! ୧୦ ହଜାର ଟଙ୍କା ପାଇଁ ଯୁବକଙ୍କ ଆତ୍ମହତ୍ୟା

ମାଆଙ୍କ ନାଁରେ ଶେଷ ଚିଠି ଲେଖି ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Suicide
ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍‌ ଜବତ

ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହ ଜବତ କରି ପୋଲିସର ଛାନ୍‌ଭିନ୍ । ମୃତ ଛାତ୍ରୀ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ।

Ruchika Mohanty
ରୁଚିକାଙ୍କୁ ନ୍ୟାୟ ଦାବିରେ ତେଜୁଛି ଆନ୍ଦୋଳନ, ଧାରଣାରେ ବସିଛନ୍ତି ପରିବାର ଓ ଛାତ୍ର ସଂଗଠନ

ସିବିଆଇ ତଦନ୍ତ ଦାବିରେ ବିଧାନସଭାରେ ହୋ-ହାଲ୍ଲା । କାହିଁକି ଚିହ୍ନଟ ହୋଇପାରୁନାହାନ୍ତି ୩ ସିନିୟର ?

Ruchika Mohanty
ରୁଚିକାଙ୍କୁ ନ୍ୟାୟ ଦାବିରେ ତେଜୁଛି ଆନ୍ଦୋଳନ

ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ତେଜିଲା ଆନ୍ଦୋଳନ..ଗୋଟିଏ ପଟେ ବିଜେବି କଲେଜ ସାମ୍ନାରେ ରୁଚିକାଙ୍କ ପରିବାର ଓ ବିଭିନ୍ନ ଛାତ୍ର ସଂଗଠନର ଅହୋରାତ୍ର ଧାରଣା, ଅନ୍ୟପଟେ ଏ ପ୍ରସଙ୍ଗରେ ଆଜି ଅଚଳ ହୋଇଛି ବିଧାନସଭା

Crime Against Women
ଓଡ଼ିଶାରେ କେତେ ସୁରକ୍ଷିତ ନାରୀ?

ଓଡ଼ିଶାରେ ପ୍ରତିଦିନ ୮ରୁ ଅଧିକ ମହିଳା ଓ ପାଖାପାଖି ୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ସେହିପରି ନିଖୋଜ ମହିଳାଙ୍କ ସଂଖ୍ୟା ବି ବଢୁଛି । ଦୁଷ୍କର୍ମ ଓ ନାରୀ ନିଖୋଜ ନେଇ ବିଧାନସଭାରେ ସରକାରଙ୍କ ଉତ୍ତର ପରେ ଏହାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି ।

Crime Against Women
ଓଡ଼ିଶାରେ କେତେ ସୁରକ୍ଷିତ ନାରୀ ? ୮ରୁ ଅଧିକ ମହିଳା ଓ ପାଖାପାଖି ୫ ନାବାଳିକା ଦୁଷ୍କର୍ମର ଶିକାର

୩ ବର୍ଷରେ ନିଖୋଜ ୨୫ ହଜାର ୯୭୩ ମହିଳା । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ତଥ୍ୟରେ ବର୍ଷିଲେ ବିରୋଧୀ ।

Online game
ଅନ୍‌ଲାଇନ୍‌ ଗେମ୍‌ ନେଲା ଜୀବନ! ଲକ୍ଷାଧିକ ଟଙ୍କା ହାରିବା ପରେ ଆତ୍ମହତ୍ୟା

ମୋବାଇଲ ଗେମ୍‌ରେ ଲକ୍ଷାଧିକ ଟଙ୍କା ହରାଇ ଜୀବନ ହାରିଦେଲେ ଯୁବକ ।

Mamita Meher Murder Case
ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେ ସମ୍ପୃକ୍ତ

ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେଙ୍କ ସମ୍ପୃକ୍ତି ଥିଲା।  ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତ ନଥିବା ତଦନ୍ତରୁ ଜଣାପଡ଼ିଛି।

Odisha Sees Over 15 Thousand Rape Cases In 3 Years
ଓଡ଼ିଶାରେ ବଢ଼ି ଚାଲିଛି ଦୁଷ୍କର୍ମ ମାମଲା: ୩ ବର୍ଷରେ ୧୦,୦୦୦ କେସ୍‌

୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି।

 BJB College
ବିଜେବି କଲେଜ ଛାତ୍ରୀ ମୃତ୍ୟୁ ମାମଲା, CBI ତଦନ୍ତ ଦାବି କଲେ ରୁଚିକାଙ୍କ ବାପା

ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନର ଧାରଣା । ଗେଟ୍ ଆଗରେ ଧାରଣାରେ ବସିଲେ ନବ ନିର୍ମାଣ ଛାତ୍ର ସଂଗଠନ ।

Ruchika Mohanty
ବିଜେବି ଛାତ୍ରୀ ଆତ୍ମହତ୍ୟାକୁ ନେଇ ବଢୁଛି ସସ୍‌ପେନ୍ସ, ସୁଇସାଇଡ୍ ନୋଟ୍‌ରେ ଥିବା ୩ ସିନିୟର କିଏ ?

ରୁଚିକା ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟୁଇଟ୍ କରି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।

BJB College Girl Student Commits Suicide
ଜୀବନ ହାରିଲେ ବିଜେବି କଲେଜ ଛାତ୍ରୀ, ସୁଇସାଇଡ୍‌ ପଛରେ ୩ ସିନିୟର !

କିଏ ସେହି ୩ ସିନିୟର, ଯେଉଁମାନଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବିଜେବି କଲେଜ ଛାତ୍ରୀ । ସିନିୟରଙ୍କ ମାନସିକ ନିର୍ଯାତନା ସହି ନପାରି ଜୀବନ ହାରୁଥିବା ସୁଇସାଇଡ୍ ନୋଟ୍‌ରେ ଛାତ୍ରୀ ଜଣକ ଉଲ୍ଲେଖ କରିଛନ୍ତି।