ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ । ଭାଷାରେ ପ୍ରକାଶ କରିହେବ ନାହିଁ ଏ ବନ୍ଧୁତା ।
କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି
ହସ୍ତତନ୍ତ ଓ ହସ୍ତଶିଳ୍ପରେ ଗବେଷଣା କରି ନୂଆ ନୂଆ ଜିନିଷ ତିଆରି କରିବା ତାଙ୍କ ଲକ୍ଷ୍ୟ.. ହ୍ୟାଣ୍ଡଲୁମରେ ଇଣ୍ଡୋ ଫ୍ୟାଶନ ଡିଜାଇନ କରି ଯୁବପିଢିଙ୍କୁ ଆକୃଷ୍ଟ କରିପାରିଛନ୍ତି.. ଘରଣୀରୁ ବିଭାବରୀ ପ୍ରାଇଭେଟ୍ ଲିମିଟେଡର ମାଲିକାଣୀ ହେବା ଯାଏ ତାଙ୍କ କାହାଣୀ ଜାଣନ୍ତୁ..
ମଣ୍ଡିରେ ଧାନ ବିକ୍ରୀ ହେଉନି। ଯେଉଁଥି ପାଇଁ ମୁଁ ଗଂଜେଇ ଚାଷ କରିବାକୁ ଚାହୁଁଛି। ଜିଲ୍ଲାପାଳଙ୍କଠାରୁ ଏମିତି ଅନୁମତି ଚାହିଁଲେ ବଲାଙ୍ଗିର ଭାଲୁଡୁଙ୍ଗୁରୀ ଗାଁର ଚାଷୀ ନୀଳାମ୍ୱର ବିଶ୍ୱାଳ...
ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।
ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି ।
ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍ଷ୍ଟଲେସନ୍ ଯୋଜନା ।
କଟକ ନିଶ୍ଚିନ୍ତକୋଇଲିର ସାନରାଉତପତି ଗାଁରେ ରହିଛି ବ୍ରିଟିଶ୍ ଅମଳର ଡାକ ବଙ୍ଗଳା, ଏବେ ଏହା ଭୂତ ଘର
ଚର୍ଚ୍ଚାରେ କେନ୍ଦୁଝର ବନ ବିଭାଗ । ତଳିଆ କର୍ମଚାରୀଙ୍କୁ ଦେଲା ଶ୍ରେଷ୍ଠ ସମ୍ମାନ।
ଝିଅ ବାହାଘର ଠିକ ହୋଇଗଲେ ବାପାମାଆଙ୍କ ଚିନ୍ତା ବଢିଯାଏ। ଶାଶୁଘର ପାଇଁ ଘରକରଣା ଜିନିଷ କେଉଁଠୁ କିଣିବେ। ଏ ଚିନ୍ତାକୁ କମାଇବା ପାଇଁ ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁରେ ବସୁଛି ବାହାଘର ହାଟ। ବାସନ-କୁସନଠାରୁ ଆରମ୍ଭ କରି ଶିଳଚକି ସବୁ କିଛି ମିଳୁଛି
ସ୍ୱାର୍ଥପର ମଣିଷରେ ଆଜି ବି ଏମିତି ହୁଏ । ଏଠି ପର କରି ଦିଅନ୍ତି ପୁଅ ଝିଅ, ଆଉ ମା ଶୀତ କାକରରେ ପଡ଼ି ମରୁଥାଏ...
ଦିନେ ଏମାନେ ଥିଲେ ପକ୍ଷୀ ଶିକାରୀ ହେଲେ ଆଜି ସେମାନଙ୍କ ସୁରକ୍ଷାଦାତା
ଗଛ ବାହାଘର, ଦୁଇ ସାଙ୍ଗ ହେଲେ ଦୁଇ ସମୁଦି
ନିଳାମ୍ବୁ ଚିଲିକାର ନିରୀହ ଅତିଥିଙ୍କ ସୁରକ୍ଷା ପାଇଁ ନେଇଛନ୍ତି ବଜ୍ର ଶପଥ । ବନ ବିଭାଗ ପାଇଁ ସାଜିଛନ୍ତି ଆଖି-କାନ... ।
ପ୍ରତି ଓଡ଼ିଆଙ୍କ ଘରର କଥାକୁ ନେଇ ଚର୍ଚ୍ଚା କରିବେ ଶାଶୁ ଓ ବୋହୂ
ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ । ଦିବ୍ୟାଙ୍ଗ ବାପା ଓ ଦୃଷ୍ଟିବାଧିତ ମା’ ପାଇଁ ସାହାରା ସାଜିଛି ୧୪ ବର୍ଷିୟ ରାକେଶ।
ଭାଉଜଙ୍କୁ ବିବାହ କରି ଉଜୁଡ଼ି ଯାଇଥିବା ପରିବାକୁ ସଜାଡ଼ି ଦେଲେ ଯୁବକ । ସମାଜକୁ ଦେଲେ ପରିବର୍ତ୍ତନର ବାର୍ତ୍ତା ।
ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ ।
ବିନା ପ୍ରଦୂଷଣରେ ଅଳିଆ ଉଠାଇବା ପାଇଁ ହୋଇଥିଲା ବ୍ୟବସ୍ଥା ।
ନିଶ୍ଚିହ୍ନ ହେବାରେ ଲାଗିଛି ଝାଉଁବଣ, ବିପଦରେ ଜୀବନ ଜୀବିକା, ପଯର୍ୟଟନ ।
ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ବର୍ଷକରେ ଭୁବନେଶ୍ୱରରେ ବଢିଛନ୍ତି ୧୬୦୦% । MPL ଗେମିଂ ରିପୋର୍ଟକୁ ନେଇ ଚିନ୍ତାରେ ଅଭିଭାବକ ।
ଭାରତୀୟ ଯବାନଙ୍କ ବୀରତ୍ୱକୁ ନେଇ କ୍ୟାଲେର୍ଡର ଜାରି କରିଛି NSG
ସତେ ଯେମିତି ଡକାଡକି ହୋଇ ଚାଲିଗଲେ ଦୁଇ ଯାଆଁଳା ଭାଇ ।
ମକର ସଂକ୍ରାନ୍ତି ଯୋଗୁଁ ବାଲୁଗାଁରେ ଜମିଛି ଭକ୍ତଙ୍କ ଭିଡ଼ ।