ଷ୍ଟିଭ ଜବ୍ସ ଏହି ଚିଠିକୁ ତାଙ୍କ ୧୯ତମ ଜନ୍ମଦିନର ପାଳର ଦିନକ ପୂର୍ବରୁ ବାଲ୍ୟ ବନ୍ଧୁ ଟିମ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ଏତେ କମ ବୟସରେ ସେ କେତେ ଆଧ୍ୟାତ୍ମବାଦୀ ଥିଲେ ଏବଂ କେତେ ଆତ୍ମବିଶ୍ଳେଷଣ କରୁଥିଲେ ଏହି ଚିଠିରୁ ତାହାର ଝଲକ ଦେଖିବାକୁ ମିଳେ । ଷ୍ଟିଭ ଜବ୍ସ ଜୈନ ବୌଦ୍ଧ ଧର୍ମ ଉପରେ ଖୁବ ବିଶ୍ୱାସ ରଖୁଥିଲେ ଏବଂ ସେ କୁମ୍ଭମେଳାରେ ଯୋଗ ଦେବା ପାଇଁ ଭାରତ ଯିବାକୁ ଚାହୁଁଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।
ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଭାରତୀୟ ପୁରାଣରେ ବନ୍ଧୁତ୍ୱର ଅନେକ ଉଦାହରଣ ରହିଛି। ତେବେ ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ, ଆସନ୍ତୁ ଜାଣିବା ପୁରାଣର କେଉଁ ସବୁ ଚରିତ୍ର ବନ୍ଧୁତାର ଉଦାହରଣ ଦିଅନ୍ତି।
କୁହାଯାଏ 'କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ'। କାରଣ କୁକୁର ପ୍ରେମୀଙ୍କ ପାଇଁ ଆଜିକାଲି କୁକୁର କେବଳ ଗୃହପାଳିତ ପଶୁ ନୁହେଁ ବରଂ ପରିବାରର ଜଣେ ସଦସ୍ୟ। ଆପଣ ଜାଣିଛନ୍ତି କି ଏହି କଥା ପ୍ରଥମେ କିଏ କହିଥିଲେ। ଆସନ୍ତୁ ଜାଣିବା…
କୌଣସି ବି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ନିହାତି ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।
ଅନେକ ସାଙ୍ଗ ବହୁ ବିପଦ ହୋଇଥାନ୍ତି। ତେଣୁ ଏମାନଙ୍କୁ ଯଥା ସମ୍ଭବ ନିଜ ଜୀବରୁ ଦୂରେଇ ଦେବା ଉଚିତ। ଯଦି ଆପଣ ପ୍ରାରମ୍ଭିକ ଦିନରେ କିଛି ଜିନିଷ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆପଣ ସହଜରେ ପ୍ରକୃତ ଏବଂ ନକଲି ବନ୍ଧୁମାନଙ୍କୁ ଚିହ୍ନଟ କରିପାରିବେ ଏବଂ ପ୍ରତାରଣାରୁ ରକ୍ଷା ପାଇପାରିବେ।
ବାସଗୃହ, ବାୟୁ, ଜଳ ଏବଂ ଖାଦ୍ୟ ପରେ ମଣିଷର ଆହୁରି ଏକ ବଡ ଆବଶ୍ୟକତା ହେଉଛି ସମ୍ପର୍କ। ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଯଦି ଆପଣଙ୍କର ଜଣେ ଭଲ ବନ୍ଧୁ ଅଛନ୍ତି, ତେବେ ଆପଣଙ୍କର ଜୀବନକାଳ ପ୍ରାୟ ୭ ବର୍ଷ ବଢିଯିବ। ତେବେ ବନ୍ଧୁମାନଙ୍କ ପରିସରରେ କେଉଁ ପ୍ରକାରର ଲୋକ ରହିବା ଜରୁରୀ ତାହା ଜାଣିବା ଜରୁରୀ।
ଦୁଇଟି ହାତୀ ମଧ୍ୟ ପରସ୍ପର ଭିତରେ ବନ୍ଧୁତା ସ୍ଥାପନ କରନ୍ତି। ଏକାଠି ରହନ୍ତି। ପରସ୍ପର ସୁଖଦୁଃଖ ବି ବାଣ୍ଟନ୍ତି। ତାମାଲନାଡୁର ମୁଦୁମଲାଇ ହାତୀ ଶିବିରରେ ଥିବା ୭୫ ବର୍ଷୀୟ ଭାମା ଏବଂ ୬୫ବର୍ଷୀୟ କାମାଚିଙ୍କ ବନ୍ଧୁତା ଏହାର ଉଦାହରଣ।
ଦୁଃଖ ଦେଇଛି ଭାରତ ବିଭାଜନ । ସେ ସମୟରେ ଅନେକଙ୍କୁ ନିଜର ଭିଟାମାଟି ଛାଡ଼ି ଯିବାକୁ ପଡ଼ିଛି । ଅନେକ ଯନ୍ତ୍ରଣାର କାହାଣୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସାକ୍ଷୀ ହୋଇରହିଛି । ଆଜି ବି ଭାବିଲେ ଦେହ ଶିତେଇ ଉଠେ ।
କୌଣସି ବ୍ୟକ୍ତି ନିଜ ବନ୍ଧୁଠାରୁ ଅଲଗା ହେବାକୁ ଚାହାନ୍ତି ନାହିଁ। କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ ଭଲ ବନ୍ଧୁ ବି ପର ହୋଇଯାଏ। ଏଭଳି ପରିସ୍ଥିତିକୁ ଏଡେଇବା ପାଇଁ କେତେକ ଦିଗ ପ୍ରତି ଧ୍ୟାନଦେବା ଜରୁରୀ। ଆସନ୍ତୁ ସେ ବିଷୟରେ ଜାଣିନେବା।
ସେ ଜଣେ ରିକ୍ସାବାଲା ହେଉ କି ଜଣେ ମାଲିକ, ସେ ଜଣେ ପିଅନ ହେଉ କି ଆଇଏଏସ୍ ଅଫିସର ନିଜ ସୁଖ ଦୁଃଖକୁ ବାଣ୍ଟିବା ନେଇ ଜଣେ ଭଲ ବନ୍ଧୁ ଦରକାର କରନ୍ତି। ଏଥିରୁ ସିନେମା ଶିଳ୍ପ ବା ବଞ୍ଚିବ କିପରି। ଆମେ ପ୍ରାୟତଃ ଅନେକ ବଲିଉଡ୍ ଅଭିନେତ୍ରୀଙ୍କୁ ପ୍ରକୃତ ବନ୍ଧୁ ପରି ପରସ୍ପରକୁ ସମର୍ଥନ କରୁଥିବା ଦେଖୁ।
ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ । ଭାଷାରେ ପ୍ରକାଶ କରିହେବ ନାହିଁ ଏ ବନ୍ଧୁତା ।
ଦୁଇ ସାଙ୍ଗ ପିଲାଦିନୁ କବାଡ଼ି ଖେଳୁଥିଲେ। ସେଥିରେ ନାଁ ମଧ୍ୟ କରିଛନ୍ତି। ଏବେ ଜଣେ ଓଡ଼ିଶା କବାଡି ଟିମ୍ ର କୋଚ। ଆଉ ଜଣେ ଭାରତୀୟ ସେନାରେ ଯବାନ୍।
ଜନ୍ମଦିନ ପାଳନ ପାଇଁ ଘରକୁ ଫେରୁଥିଲେ ଦୁଇବନ୍ଧୁ। ଦୁର୍ଘଟଣା ଘଟିବାରୁ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ଚାଲିଗଲେ।