ଶକ୍ତି ଓ ଶୌର୍ଯ୍ୟର ନୂଆ ଇତିହାସ ଦେଖିଲା ୭୪ତମ ଗଣତନ୍ତ୍ର ଦିବସ । ଓଡ଼ିଆ ମହାମହିମଙ୍କ ଆଗରେ ଜଲଓ୍ୱା ଦେଖାଇଲେ ବହୁ ଓଡ଼ିଆ ପ୍ରତିଭା ।
୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ ।
ପୁରୀ ସମୁଦ୍ର କୂଳରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଦେଖାଇଛନ୍ତି ଦେଶପ୍ରୀତିର ଝଲକ୍ ।
ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ‘ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି। ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଭାରତ।’
୧୯୫୦ ମସିହା ଆଜିର ଦିନରେ ଆମ ଦେଶ ମହାନ ଭାରତ ବର୍ଷ ନିଜର ସମ୍ବିଧାନ ପ୍ରଣୟନ କରିଥିଲା। ଏହି ଦିନକୁ ମନେ ପକାଇ ସାରା ଦେଶ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳୁଛି।
ପ୍ରତ୍ୟେକ ଥର ଗଣତନ୍ତ୍ର ଦିବସ ଆସେ ଆଉ ଏହାକୁ ପାଳନ ମଧ୍ୟ କରାଯାଏ। ଏହାରି ଭିତରେ ଅନେକଙ୍କ ମନରେ ଏମିତି ପ୍ରଶ୍ନ ମଧ୍ୟ ଉଙ୍କିମାରେ ଯେ କେବଳ ୨୬ ଜାନୁଆରୀକୁ କାହିଁକି ଗଣତନ୍ତ୍ର ଦିବସ ପାଳନ ଭାବେ କରାଯାଏ। ଯଦି ଆପଣଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସୁଛି ତେବେ ଜାଣି ନିଅନ୍ତୁ…
ନୃଶଂସ ଫିରିଙ୍ଗିଙ୍କ ଅକଥନୀୟ ଅତ୍ୟାଚାର କଷଣ ଯୋଗୁଁ କିଏ ଅନ୍ଧ ପାଲଟିଗଲା, ପୁଣି କିଏ ପାଗଳ ହୋଇଗଲା ତ ପୁଣି କିଏ ନିଖୋଜ ।
ଏଥର ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତିର ଝଲକ୍ । ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ।
ପରେଡରେ କେବଳ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାମିଲ କରିବ ସ୍ଥଳସେନା । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ହେବ ପ୍ରତିଫଳନ ।
ବୀରତ୍ୱ ଓ ଶୌର୍ଯ୍ୟର ପ୍ରଦର୍ଶନ କରିବ ସେନା । ଆଉ ଗୋଟିଏ ଦିନ ପରେ ୭୪ତମ ସାଧାରଣତନ୍ତ୍ର ଦିବସ ।
ମଣ୍ଡିରୁ ଧାନ ନଉଠିବା ନେଇ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି ଚାଷୀ ଆନ୍ଦୋଳନ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାରୋହରେ ଯୋଗ ଦେଇଥିଲେ ।
ସାରା ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ତେବେ ବିହାରରୁ ଏକ ଦୁଃଖଦ ଖବର ଆସିଛି। ବିହାରର ବକ୍ସର ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ବେଳେ ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଜଣେ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି।
କଟକ ବାରବାଟୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
କୋଭିଡ୍ କଟକଣା ଭିତରେ ଦେଶରେ ପାଳନ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି
ସାଧାରଣତନ୍ତ୍ର ଦିବସର ଅବସରରେ ଭୁବନେଶ୍ୱରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ରାଜଧାନୀରେ ଆୟୋଜିତ ହୋଇଛି ଅଭ୍ୟାସ ପରେଡ୍ ।
ଭୁବନେଶ୍ୱର: ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ। ଏହି ଦିନ ଟି ସାରା ଦେଶରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା କେବଳ ଏହାନୁହେଁ ବରଂ ସେହି ଦିନଠାରୁ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ୧୯୫୦ ମସିହା ଜାନୁଆରୀ ୨୬ରୁ ପ୍ରଥମେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । କିନ୍ତୁ ଏହା ରାଜପଥରେ […]