• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Divyang Girl

Divyang girl
ସୁନୀତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ

ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସକ୍ଷମ। ଦିବ୍ୟାଙ୍ଗ ହେଲେ ମଧ୍ୟ ପାଠ ପଢାର ଇଛା ଶକ୍ତି ଆଜି ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ । ଦୁଇ ଗୋଡ ନ ଥାଉ ପଛେ ଦୌଡ଼ିବାର ଅଛି ଇଛା । ମୁଁ ପାଠ ପଢିବି ସଫଳ ହେବି। ସମସ୍ତଙ୍କ ପାଇଁ ପ୍ରେରଣା ସାଜିବି। ଦିବ୍ୟାଙ୍ଗ ହେଲେ ବି କାହା ଉପରେ ନିର୍ଭର କରିବି ନାହିଁ । ନିଜେ ପାଠ ପଢା ଜାରି ରଖିବା ସହ ଛୋଟ ଛୋଟ ପିଲାଙ୍କୁ ପଢାଇ ନିଜର ପାଠ ପଢା ଖର୍ଚ୍ଚ ସହ ଅନ୍ୟାନ୍ୟ ଖର୍ଚ୍ଚ ବି ବହନ କରୁଛନ୍ତି ।

Divyang Girl
କୌଶଲ୍ୟା ମୁଣ୍ଡରେ ବୋଝର ପାହାଡ଼; ବୟସ ବଢିବା ସହ ବଢୁଛି ମୁଣ୍ଡର ଆକାର

ଜୀବନର ଅର୍ଥ ବୋଧେ ଯନ୍ତ୍ରଣା । ଆଉ ଏହି ଯନ୍ତ୍ରଣା ସହ ଆମକୁ ଜିଇଁବାକୁ ପଡ଼ିବ । କୌଶଲ୍ୟା କିନ୍ତୁ ଏହି ଯନ୍ତ୍ରଣାକୁ ପ୍ରତି ସେକେଣ୍ଡରେ ପ୍ରତି ମୁହୁର୍ତ୍ତରେ ଅନୁଭବ କରୁଛନ୍ତି । ଅନୁଭବ ତ କେଳ କରୁନାହାନ୍ତି ବରଂ ନିଇତି ମରି ମରି ବଞ୍ଚିବାକୁ ପଡ଼ୁଛି । କନ୍ଧମାଳ ବାଲିଗୁଡ଼ାର ଏହି ୨୧ ବର୍ଷୀୟା ଝିଅର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ..

Divyang girl
ୟୁଟ୍ୟୁବ୍‌ରୁ ପଢି ୪୨୦ ରଖିଲେ ଦିବ୍ୟାଙ୍ଗ ଯୁବତୀ...ସ୍ୱପ୍ନ ଅଛି ଶିକ୍ଷୟିତ୍ରୀ ହେବେ

ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ସଙ୍ଗୀତା । ଜନ୍ମରୁ ଦୃଷ୍ଟିବାଧିତ ଥିବା ପରେ ବି ହାର୍‌ ମାନିନାହାନ୍ତି ବରଂ ୟୁଟ୍ୟୁବରୁ ପାଠ ପଢି ଯୁକ୍ତ-୨ରେ ରଖିଛନ୍ତି ୪୨୦ ନମ୍ବର । ଏବେ ପାଠ ପଢାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ସଂକଟ । ସରକାର ଯଦି ସାହାଯ୍ୟ କରନ୍ତେ...

Meritorious divyang girl dreams to become IAS officer in Cuttack
ସୁଭଦ୍ରାକୁ ଦଇବ ନା ହାତ ଦେଇଛି ନା ଦେଇଛି ଗୋଡ଼ ତଥାପି ସେ ସକ୍ଷମ

ଦିବ୍ୟାଙ୍ଗ ହେଲେ ବି ସେ କାହାଠୁ କମ୍ ନୁହନ୍ତି । ନିଜ ଦୃଢ଼ଇଚ୍ଛା ଶକ୍ତି ଆଗରେ ସମସ୍ତଙ୍କୁ ପଛରେ ପକେଇ ବଞ୍ଚିବାର ରାହା ଆପଣେଇଛନ୍ତି ଦଶମ ଶ୍ରେଣୀ ରେ ପାଠ ପଢୁଥିବା ସୁଭଦ୍ରା....

Divyang girl
ଦିବ୍ୟାଙ୍ଗ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ : ଖେଳିବା ଲାଗି କିଣିଦେଲେ ୩.୫ ଲକ୍ଷ ଟଙ୍କାର ସାମଗ୍ରୀ

ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍‌ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ

Divyang girl helps another divyang, gifts her fencing kit in Bhadrak
ଦିବ୍ୟାଙ୍ଗ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ : ଖେଳିବା ଲାଗି କିଣିଦେଲେ ୩.୫ ଲକ୍ଷ ଟଙ୍କାର ସାମଗ୍ରୀ

ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍‌ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ

Woman seeks govt help , divyang girl
ପେଟରେ ପିଲା ଥିଲା, ସ୍ୱାମୀ ଛାଡ଼ିଦେଲା...୨୫ ବର୍ଷ ହେଲାଣି ଦିବ୍ୟାଙ୍ଗ ଝିଅକୁ ନେଇ କଟୁଛି ଦିନ

ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।

Divyang girl
ଆଠଗଡ଼ରୁ ଯାଇ ବର୍ଲିନରେ ହେଲେ ପଦକ ବିଜେତା

ଦୃଢ ଇଚ୍ଛାଶକ୍ତିରେ ସବୁ ଅସମ୍ଭବ ସମ୍ଭବ । କମାଲ କରିଦେଲେ ଆଠଗଡ଼ର ଦିବ୍ୟାଙ୍ଗ ଝିଅ କଳ୍ପନା । ଆଠଗଡ଼ରୁ ଯାଇ ଜର୍ମାନର ବର୍ଲିନରେ ହେଲେ ପଦକ ବିଜେତା ।

Social activist
ଜଣେ ଯୁବତୀଙ୍କ ଲାଗି ବଦଳାଇ ଦେଲେ ୪୨ ବର୍ଷର ନିଷ୍ପତ୍ତି

ଦିନେ ଶପଥ ନେଇଥିଲେ କେବେ ବାହା ହେବେନି କି ଜୋତା ପିନ୍ଧିବେନି । ହେଲେ କେବଳ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଲାଗି ବଦଳାଇ ଦେଲେ ନିଷ୍ପତ୍ତି... ଜୟନ୍ତୀଙ୍କ ହାତ ଧରିଲେ ଜୟନ୍ତୀ, ୭ ଜନ୍ମର ସାଥୀ ହେବାକୁ ଶପଥ କଲେ।

divyang girl
ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ମାଆ କାମବାଲି, ବାପା ଶ୍ରମିକ । ଝିଅକୁ ଦିଶୁନି...ହେଲେ କଣ୍ଠରେ ବିଜେ କରିଛନ୍ତି ସରସ୍ୱତୀ । ତାଙ୍କ ଗୀତ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା ।

divyang girl
ନବମ ଛାତ୍ରୀ ଦେଲେ ମାଟ୍ରିକ୍ ପରୀକ୍ଷା

ଗୋଟିଏ ପରୀକ୍ଷା ସଜାଡିବ ଦୁଇ ଜଣଙ୍କ ଭାଗ୍ୟ। ପାସ ହେଲେ ଜଣେ କଲେଜ୍ ଯିବେ ଆଉ ଅନ୍ୟ ଜଣଙ୍କ ଆତ୍ମ ବିଶ୍ୱାସ ଦୃଢ ହେବ। କିନ୍ତୁ ଏବେ ଉଭୟେ ସମାଜ ପାଇଁ ପ୍ରେରଣା ସାଜିଛନ୍ତି।

Dibyanga Girl
ବାପା-ମାଆ ଛାଡ଼ି ପଳେଇଲେ...ପାମ୍ପଡ ବିକି ନାତୁଣୀ ମୁହଁରେ ଆହାର ଦେଉଛି ଆଈ

ସୁଲୋଚନାଙ୍କ ଦୁଃଖ ଏତିକିରେ ସରିନି...ପୁଅ ଆତ୍ମହତ୍ୟା କରିଦେଲା, ବୋହୂ ଘର ଛାଡି ପଳେଇଲା। ସ୍ୱାମୀ ବି କ୍ୟାନସରରେ ଆଖି ବୁଜିଲେ। ଆଉ ଏତିକି ଦୁଃଖ ଦେଇ ଭଗବାନ ଖୁସି ହେଲେନି ଯେ ଝିଅକୁ ବି ନେଇଗଲେ। ଏବେ ଏକା ଏକା ବଞ୍ଚିବା ସହିତ ଏଇ ରୋଗୀଣା ନାତୁଣୀର କରୁଛନ୍ତି ଦେଖାଶୁଣା । ଏଇ ବୟସରେ ଆଉ ଖଟିପାରୁନାହାନ୍ତି। ତେଣୁ ନିଜର ଅସହାୟତା କଥା କହୁ କହୁ କ୍ୟାମେରା ସାମ୍ନାରେ ସେ କାନ୍ଦି ପକାଇଛନ୍ତି।

Woman seeks financial assistance
ରୁବି ମୋ ଜୀବନ.. ତା’ଛଡା ମୋର ଆଉ କେହି ନାହିଁ..

ଗୋଟିଏ ଫ୍ରେମରେ ଦୁଇଟି କାହାଣୀ.. ମାଆକୁ ହରାଇ ଜଣେ ବେସାହାରା, ଆଉ ଜଣେ ଛୁଆଙ୍କୁ ହରାଇ ଅସହାୟ ମାଆ..

Divyang visits sub-collector’s office
କଲେକ୍ଟର ବାବୁ.. ମୋ ଗୁହାରି ଶୁଣ..

ହାତରେ ଦରଖାସ୍ତ ଧରି ଯେତେବେଳେ ଜିଲ୍ଲାପାଳଙ୍କ ଅଫିସ ପହଞ୍ଚିଲେ ଦିବ୍ୟାଙ୍ଗ ବାମନ ଯୁବତୀ.. ସମସ୍ତେ ଅବାକ ହୋଇଗଲେ..

divyang girl
ଦେଖି ପାରୁନାହାନ୍ତି, ହେଲେ କଣ୍ଠରେ ଅଛି ଯାଦୁ ! ମନଭାଙ୍ଗିଙ୍କ ଚମତ୍କାର ସ୍ୱରକୁ ନେଇ ଚାରିଆଡେ ଚର୍ଚ୍ଚା

ଜଣେ ଦିବ୍ୟାଙ୍ଗ ଝିଅଙ୍କ ଚମକ । ଏତେ ସୁମଧୁର ଗୀତ ଗାଉଛନ୍ତି ଯେ, ଯିଏ ଶୁଣୁଛି ସେ ମନ୍ତ୍ରମୁଗ୍ଧ ହେଉଛି...

Payal Nag
ହାତ ନାହିଁ କି ପାଦ ନାହିଁ....ହେଲେ କାହାରିଠାରୁ କମ୍‌ ନାହିଁ

ହାତ ନାହିଁ, ଗୋଡ ନାହିଁ । ହେଲେ କାହାରିଠୁ କମ୍ ନୁହେଁ । ବଲାଙ୍ଗିର ଜିଲ୍ଲାର ପାୟଲ ନାଗ, ଦାଦନ ଦୁଃଖର ଅନନ୍ୟ ଉଦାହରଣ । ସଂଘର୍ଷ ଭିତରେ ଚଢୁଛନ୍ତି ସଫଳତାର ସିଡ଼ି । ଖାଇବା ଛଡା ପାଟିରେ ଲେଖିବା ଓ ଜୀବନ୍ତ ଚିତ୍ର ବି ଆଙ୍କୁଛନ୍ତି । ଭଲ ଗୀତ ଗାଉଛନ୍ତି, ସୁନ୍ଦର ନୃତ୍ୟ କରୁଛନ୍ତି ।

Apana Eka Nuhanti । Kandhamal Divyang Girl Yet To Get Govt Help
ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଚାଲିଗଲା ମାଆ, ଭୋକ ଉପସାରେ କଟୁଛି ଦିନ...

ଦୁଇ ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଚାଲିଗଲା ମାଆ। ୪ ବର୍ଷ ହେଲାଣି ବାପା ମରିଗଲେଣି....ଭୋକ ଉପାସରେ କଟୁଛି ଦିନ। ଦିନେ ଖାଇଲେ ଦୁଇଦିନ ମିଳୁନି....କବାଟ ନାହିଁ କି ଝରକା ନାହିଁ ତଥାପି ଏଇ ଘରେ ରହୁଛନ୍ତି ଦୁଇ ଭଉଣୀ…ସାହାଯ୍ୟ ଅପେକ୍ଷାରେ ଏମାନେ

 Soro Divyang Girl
ଦିବ୍ୟାଙ୍ଗ ଝିଅଟିର ଚିଠିର ଜବାବ ଦେଲେନି ମୁଖ୍ୟମନ୍ତ୍ରୀ

ଘରଟିଏ ପାଇଁ ଗୁହାରି କରିଥିଲେ, ହେଲେ ମୁଖ୍ୟମନ୍ତ୍ରୀ ଶୁଣିଲେନି ଗୁହାରି । ଝିଅ ମଧୁମିତାଙ୍କ କାନକୁ ନା କିଛି ଶୁବିଛି ନା କିଛି କହି ପାରୁଛନ୍ତି । ଦିବ୍ୟାଙ୍ଗ ଝିଅଟି ମୁଖ୍ୟମନ୍ତ୍ରୀଙ୍କୁ ଘରଟିଏ ପାଇଁ ଅନେକ ଥର ଚିଠି ଲେଖିଥିଲେ ବି ଏଯାଏଁ ସରକାର ପକ୍ଷରୁ ମିଳିନାହିଁ କୌଣସି ସୁବିଧା ।