• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Prerana

Prerana
ଅଭାବୀଙ୍କ ଅଭାବ ଦୂର କରୁଛନ୍ତି ବନପ୍ରିୟା

ସମାଜ ସେବା ବନପ୍ରିୟାଙ୍କର ପିଲାବେଳର ନିଶା । ସମାଜ ପାଇଁ ବାପା ଓ ଶ୍ୱଶୁର ବନପ୍ରିୟା ନାୟକଙ୍କ ପାଇଁ ପ୍ରେରଣା ।

Gitanjali Mohanty
ପ୍ରେରଣାର ଅନ୍ୟ ନାଁ ଗୀତାଞ୍ଜଳି ମହାନ୍ତି

ପ୍ରେରଣାର ଅନ୍ୟ ନାଁ ଗୀତାଞ୍ଜଳି ମହାନ୍ତି

Success story of ramakant tyagi passed psc exam 3 times
Success Story: ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ; ୩ ଥର PSC ପରୀକ୍ଷା ପାଶ୍‌ କଲେଣି ରମାକାନ୍ତ

ରମାକାନ୍ତ ତ୍ୟାଗୀ ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ। ଏହା ପରେ ମଧ୍ୟ ସେ ତାଙ୍କ ଧୈର୍ଯ୍ୟ ନ ହରାଇ ପାଠ ପଢା ଜାରି ରଖିଥିଲେ। ସେ ୩ ଥର ମଧ୍ୟପ୍ରଦେଶ PSC ଲିଖିତ ପରୀକ୍ଷା ପାଶ୍‌ କରିଛନ୍ତି।

Prerana
ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଏବେ ଅନ୍ୟଙ୍କ ପାଇଁ ସେ ପ୍ରେରଣା

ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଏବେ ଅନ୍ୟଙ୍କ ପାଇଁ ସେ ପ୍ରେରଣା

Prerana
ସୁନା ଝିଅର ରେଶମୀ କାମ… ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ

କେନ୍ଦୁଝରର ବଣମଲ୍ଲୀ ରାଜ୍ୟ ସାରା ମହ ମହ ବାସୁଛି.. ସୁନା ଝିଅ କୁନି ଦେହୁରୀ ରେଶମ ସୂତା କାରିଗରୀର କଳାକୁ ନେଇ ୫୦୦ ମହିଳାଙ୍କୁ କଲେଣି ସ୍ୱାବଲମ୍ବୀ

Bharat singh wrote his own destiny not with his hands but with feet
Success Story: ଦୁର୍ଘଟଣା ନେଇଗଲା ହାତ; ପାଦରେ ଲେଖି ହୋଇଗଲେ କୃଷି ପର୍ଯ୍ୟବେକ୍ଷକ

ରାସ୍ତା ଯେତେ କଷ୍ଟସାଧ୍ୟ ହେଉନା କାହିଁକି, ପ୍ରତିଭା ନିଶ୍ଚିତ ଭାବରେ ଏହାକୁ ଅତିକ୍ରମ କରି ଆଗକୁ ବଢି ଚାଲେ। ଏକ ଦୁର୍ଘଟଣାରେ ଭରତ ସିଂହ ହରେଇଲେ ହାତ। ଅଧ୍ୟୟନ ପାଇଁ ସାହାରା ହେଲା ପାଦ। ହେଇଗଲେ କୃଷି ପର୍ଯ୍ୟବେକ୍ଷକ। ପାରା ଅଲିମ୍ପିକ୍ସରେ ବ୍ରୋଞ୍ଜ୍‌ ପଦକ ମଧ୍ୟ ଜିତିଛନ୍ତି।

Prerana | Fashion designer Choudhry Jyoshna Das promoting handloom fashion
ଡିମାଣ୍ଡରେ ଜ୍ୟୋତ୍ସ୍ନାଙ୍କ ‘ବିଭାବରୀ’

ହସ୍ତତନ୍ତ ଓ ହସ୍ତଶିଳ୍ପରେ ଗବେଷଣା କରି ନୂଆ ନୂଆ ଜିନିଷ ତିଆରି କରିବା ତାଙ୍କ ଲକ୍ଷ୍ୟ.. ହ୍ୟାଣ୍ଡଲୁମରେ ଇଣ୍ଡୋ ଫ୍ୟାଶନ ଡିଜାଇନ କରି ଯୁବପିଢିଙ୍କୁ ଆକୃଷ୍ଟ କରିପାରିଛନ୍ତି.. ଘରଣୀରୁ ବିଭାବରୀ ପ୍ରାଇଭେଟ୍ ଲିମିଟେଡର ମାଲିକାଣୀ ହେବା ଯାଏ ତାଙ୍କ କାହାଣୀ ଜାଣନ୍ତୁ..

A Forest Has Been Named After A Daily Wager Woman In Odisha
ଦିନ ମଜୁରିଆଙ୍କ ନାମରେ ନାମିତ ହେଲା ସରକାରୀ ଜଙ୍ଗଲ

ତାଙ୍କର ଚେଷ୍ଟା ଓ ପରିଶ୍ରମ ଏକ ବନ୍ଧ୍ୟା ଜମିକୁ ଜଙ୍ଗଲରେ ପରିଣତ କରିଛି। ଜମି ରକ୍ଷକ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସେ ଏହାର ଚିତ୍ରକୁ ବଦଳେଇ ଦେଇଛନ୍ତି। ଆଜି ସେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ସେ ହେଲେ ଓଡିଶାର ସରୋଜିନୀ ମହନ୍ତ। ଆସନ୍ତୁ ଜାଣିବା ସେ ଏହାକୁ କିପରି ସମ୍ଭବ କଲେ।

Prerana
ମୋ କଳା ହିଁ ଦେଇଛି ମୋତେ ପରିଚୟ

ଯେତେ ବେଳେ ମନରେ ସାଧନା ଆଉ ନିଷ୍ଠା ଆସେ ସେତେବେଳେ ସବୁ କିଛି ହାତ ପାହାନ୍ତାକୁ ଆପେ ଆପେ ଚାଲିଆସେ । ଏ ଯୁବତୀ ହେଉଛନ୍ତି ତାର ଏକ ଉଦାହରଣ.. ଏବେ ତାଙ୍କ ଡିଜାଇନ୍ କିଣିବାକୁ ଲାଗୁଛି ଲମ୍ୱା ଲାଇନ୍

Success story of IAS Anju Sharma
ଦଶମ ଓ ଦ୍ୱାଦଶରେ ଫେଲ୍ ହୋଇ ବି ପ୍ରଥମ ପ୍ରୟାସରେ ହୋଇଗଲେ IAS

ପରିଶ୍ରମ କରୁଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ବି ହାର୍ ମାନେନା ବୋଲି ପ୍ରମାଣିତ କରିଛନ୍ତି IAS ଅଞ୍ଜୁ ଶର୍ମା। ଦଶମ ଦ୍ୱାଦଶରେ ଫେଲ୍ ହୋଇବି ହାରିଯାଇ ନଥିଲେ ସେ। ପରିଶ୍ରମକୁ କରିଥିଲେ ଦୁଇଗୁଣ। ମାତ୍ର ୨୨ ବର୍ଷରେ ହୋଇଗଲେ IAS ଅଫିସର୍।

Top 10 Business Coaches In India
ଦେଶର ୧୦ ଜଣ ସର୍ବଶ୍ରେଷ୍ଠ ପ୍ରେରଣାଦାୟୀ ବକ୍ତା; ଜାଣନ୍ତୁ ସେମାନଙ୍କୁ

ବୃତ୍ତିଗତ ପରାମର୍ଶଦାତା ହେଉଛନ୍ତି ସେମାନେ ଯେଉଁମାନେ ଉଭୟ ନୂଆ ଏବଂ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ଏକ ରୋଡ୍ ମାପ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଭାରତର ସର୍ବଶ୍ରେଷ୍ଠ ୧୦ ଜଣ ବ୍ୟବସାୟୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକ ବ୍ୟବସାୟକୁ ସଠିକ ଦର୍ଶନ ଏବଂ ଦିଗ ଦେଇଛନ୍ତି।

The struggle life of Bamboo and cane Artist Kadambari Mallick
ନିଜ ଗୋଡରେ ଠିଆ ହେବାରେ ଇଛା କାଦମ୍ବରୀଙ୍କୁ ଦେଇଛି ନୂଆ ପରିଚୟ

ମନରେ ଅସୁମାରୀ ସ୍ୱପ୍ନ ଓ ଦୃଢ ଇଛାଶକ୍ତି ତାଙ୍କୁ କରିଛି ସ୍ୱାବଲମ୍ବୀ। ତାଙ୍କ ହାତ ସ୍ପର୍ଶରେ ରୂପନେଉଛି ସୂକ୍ଷ୍ମ କାରିଗରୀ। ଏସବୁ କେବଳ ସମ୍ଭବ ହୋଇପାରିଛି କାଦମ୍ବରୀ ମଲ୍ଲିକଙ୍କ ଉଦ୍ୟମ ଯୋଗୁ। ଏହି ବାଉଁଶ ଏବଂ ବେତରେ ନିଜର କଳା ଓ କୌଶଳକୁ ଉପଯୋଗ କରି ଅନେକ ମହିଳାଙ୍କୁ ଆଜି ରୋଜଗାରକ୍ଷମ କରାଇ ପାରିଛନ୍ତି ସେ।

The stugglefull life of Rupashree Mohapatra
ବିଲୁପ୍ତ କଳାର ପୁନରୁଦ୍ଧାର ପାଇଁ ରୂପଶ୍ରୀଙ୍କ ସଂଘର୍ଷର କାହାଣୀ

ନାରୀ ଆଜି ସଫଳତାର ଶୀର୍ଷରେ। ନିଜର ପରିଶ୍ରମ ଏବଂ ଉଦ୍ୟମ ବଳରେ ସେ ଆଜି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି। ଆମ ଭିତରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରଂପରାକୁ ଆଗକୁ ନେବା ସହିତ ବିଶ୍ୱବନ୍ଦିତ ହୋଇପାରିଛନ୍ତି। ସେମିତି ଏକ ମହତ ଉଦ୍ଦେଶ୍ୟ ସହିତ ଆଗକୁ ବଢିଛନ୍ତି ରୂପଶ୍ରୀ ମହାପାତ୍ର।

The Inspiring story of Badminton referee and coach Rita Das
ଜାତୀୟସ୍ତରର ଅମ୍ପାୟାର୍ ଏବଂ କୋଚ୍ ରୀତାଙ୍କ ସଂଘର୍ଷର କାହାଣୀ

ନାରୀ ଆଜି ପଛରେ ନୁହେଁ। ନିଜ ଉଦ୍ୟମରେ କିଏ ପ୍ରଶାସିକା ବନିଥାଏ ତ ଆଉ କିଏ ଉଦ୍ୟୋଗ ଆରମ୍ଭ କରି ନିଜକୁ ସ୍ୱାବଲମ୍ବୀ କରିବା ସହିତ ଅନ୍ୟକୁ ବି ସ୍ୱାବଲମ୍ବୀ କରାଇଥାଏ। ପୁଣି କିଏ ନିଜର ପ୍ରତିଭାର ବିକାଶ କରିବା ସହିତ ଅଭିଜ୍ଞତାକୁ କାମରେ ଲଗାଇଥାଏ। ସେଭଳି ଜଣେ ନାରୀ ହେଲେ ରୀତା ଦାଶ। ଆସନ୍ତୁ ଜାଣିନେବା ତାଙ୍କ ସଂଘର୍ଷର କାହାଣୀ।

special report
ପ୍ରେରଣା ମହିମା ମେହରା

ଆଦିବାସୀ ଇଲାକାରୁ ଆସି ସହରରେ ବଂଚିବା ପାଇଁ କରୁଥିଲେ ସଂଘର୍ଷ

The struggling lady Subharani Das
ସ୍ୱାବଲମ୍ବୀ ନାରୀ ଶୁଭାରାଣୀଙ୍କ ସଂଘର୍ଷମୟ ଜୀବନ

ଆମ ଭିତରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କେବଳ ଅହରହ ସଂଘର୍ଷ କରି ଜୀବନକୁ ଆଗକୁ ବଢାଇଥାନ୍ତି, କିଛି ଭିନ୍ନ କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥାନ୍ତି। ସେମିତି ଜଣେ ନାରୀ ହେଲେ ଶୁଭାରାଣୀ ଦାଶ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ

Prerana | Meet Kalyani who transforms passion for art into profession
ସଂଘର୍ଷରୁ ସଫଳତା, କଲ୍ୟାଣୀଙ୍କ ଜୀବନ କାହାଣୀ

ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର କରିବାକୁ ବାଟ ଦେଖାଉଥିବା କଲ୍ୟାଣୀ ସତରେ ଉଦାହରଣ।

 PT Usha from sports field to rajyashabha
ଖେଳ ଦୁନିଆରୁ ରାଜ୍ୟସଭା, କେମିତି ଥିଲା ପିଟି ଉଷାଙ୍କ ଜୀବନ

ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପିଟି ଉଷା। ଖେଳ ଦୁନିଆ ପାଇଁ ତାଙ୍କର ଅବଦାନ ତାଙ୍କୁ ଆଜି ଏଠାରେ ପହଞ୍ଚାଇ ପାରିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ପୂରା କାହାଣୀ।

Prerana
ସୂର୍ଯ୍ୟ ଉଇଁଲେ ଏମାନେ ମୂଲ ଲାଗିବା ପାଇଁ ବାହାରୁଥିଲେ...ଏବେ ମୁଢି ବିକି ଭଲ ଦୁଇ ପଇସା ରୋଜଗାର କଲେ

ପୂର୍ବରୁ ମାଆମାନେ ହାତରେ ମୁଢି ଭାଜୁଥିଲେ, ଏବେ ମେସିନ୍‌ରେ ଭାଜୁଛନ୍ତି। ପ୍ରତି ଉତ୍ସବରେ ମୁଢି ପାଇଁ ଲାଗୁଛି ସ୍ୱତନ୍ତ୍ର ଷ୍ଟଲ। ପରିବାର ଚଳାଇବା ପାଇଁ ଦିନେ ଏମାନେ ଅନ୍ଧାରରୁ ଉଠି ମୂଲ ଲାଗିବା ପାଇଁ ଅନ୍ୟତ୍ର ଯାଉଥିଲେ ହେଲେ ଏବେ ହାତ ପାଆନ୍ତାରେ କାମ ପାଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

Prerana – Meet Kadambari Mallik who sets an example of becoming self reliant
୨୦୦୮ ମସିହାରେ କାଦମ୍ବରୀଙ୍କ ଜୀବନ ବଦଳିଥିଲା....ଜାଣନ୍ତୁ କେମିତି?

ରୋଜଗାରର ବାଟ ଦେଖାଇଲା ବାଉଁଶ ବେତ। ବିଭିନ୍ନ ସାମଗ୍ରୀ ତିଆରି କରି ଭଲ ଦୁଇ ପଇସା ନିଜେ ରୋଜଗାର କରୁଛନ୍ତି ଆଉ ଅନ୍ୟକୁ ରୋଜଗାରର ରାସ୍ତା ବି ଦେଖାଇଛନ୍ତି...

Prerana | Kadambari Mallick sets example of self-reliance
ବାଉଁଶ ବେତରେ ସୁନ୍ଦର ସୁନ୍ଦର ସାମଗ୍ରୀ କରିବାରେ ଏମାନେ ମାହିର...

ବାଉଁଶ ବେତ ବଞ୍ଚିବାର ଏମାନଙ୍କୁ ଦେଖାଇଛି ବାଟ। ପରିବେଶର ସାମଗ୍ରୀରେ ସ୍ୱାବଲମ୍ବୀ ହେବାର ନିଶା ୟାଙ୍କୁ ଘାରିଛି। ପରିବାର ଚଳାଉଛନ୍ତି, ପିଲାଙ୍କ କଥା ବୁଝୁଛନ୍ତି। ଆଉ ଏହାରି ମଧ୍ୟରେ ଭଲ ଦୁଇ ପଇସା ରୋଜଗାର ବି କରିପାରୁଛନ୍ତି...ଦେଖନ୍ତୁ କେମିତି ତିଆରି ଚାଲିଛି ଏଇ ସୁନ୍ଦର ସୁନ୍ଦର ସାମଗ୍ରୀ

 Prerana
ଶ୍ରୀମନ୍ଦିର ଭିତରେ ମାହାରୀ ନାଚିବାର ପ୍ରଥମ ଅନୁଭୂତି ରୂପଶ୍ରୀଙ୍କର ଥିଲା କେମିତି?

ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍‌ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ

Man loses money through mobile app
ଶ୍ରୀମନ୍ଦିର ଭିତରେ ମାହାରୀ ନାଚିବାର ପ୍ରଥମ ଅନୁଭୂତି ରୂପଶ୍ରୀଙ୍କର ଥିଲା କେମିତି?

ଚାରି ଚାରି ଜଣ ଦେବଦାସୀଙ୍କ ପାଖରୁ ଶିକ୍ଷା କରିଛନ୍ତି ନୃତ୍ୟ। ନାଚ ଶିଖୁ ଶିଖୁ ମାହାରୀ ନୃତ୍ୟ କରିବି ବୋଲି ଗୁରୁ କହିଥିଲେ। ମାହାରୀରୁ ଅର୍ଥ ହେଉଛି ମହାନ୍‌ ନାରୀ...ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ। ପରମ୍ପରାକୁ ଆଗେଇ ନେବାର ପ୍ରୟାସ କରୁଛନ୍ତି ରୂପଶ୍ରୀ

Prerana॥Success story of Badminton referee and coach Rita Das inspires many
ଇଚ୍ଛା ଥିଲେ ସବୁ ସମ୍ଭବ: ସ୍ୱାମୀଙ୍କ ପ୍ରେରଣା ପାଇ ଆଜି ସେ ଓଡ଼ିଶାର ପ୍ରଥମ ମହିଳା ଅମ୍‌ପେୟାର ହେଲେ...

ବାପାଙ୍କ ସାହସ, ସ୍ୱାମୀଙ୍କ ଉତ୍ସାହ। ନୂଆ ଦୁନିଆ ଗଢିତୋଳିଛି ରୀତାଙ୍କ ପାଇଁ। ନିଜର ଇଚ୍ଛାଶକ୍ତି ଓ ଦୃଢ ମନୋବଳ ପାଇଁ ଆଜି ସିଏ ହୋଇଛନ୍ତି ପ୍ରଥମ ମହିଳା ଅମ୍‌ପେୟାର। ଦେଖନ୍ତୁ କେମିତି ଥିଲା ଏହି ଯାତ୍ରା...

Prerana
ସ୍ୱାମୀଙ୍କ ଉତ୍ସାହ, ବାପାଙ୍କ ପ୍ରେରଣା ପାଇଁ ରୀତା ଆଜି ସମସ୍ତଙ୍କ ପାଇଁ ପ୍ରେରଣା...

ପିଲାବେଳୁ ବ୍ୟାଡ୍‌ମିଣ୍ଟନ ଖେଳପ୍ରତି ଦୁର୍ବଳତା ଥିଲା। ବାପାଙ୍କ ସର୍ପୋଟ୍‌ ମିଳିବା ପରେ ଆଜି ଦେଶର ପ୍ରତି ଖେଳପ୍ରେମୀଙ୍କ ପ୍ରିୟ ହୋଇପାରିଛନ୍ତି ରୀତା ସାହୁ। ପିଲାଙ୍କୁ ଦେଉଛନ୍ତି ଟ୍ରେନିଂ...ଆଜି ସମାଜ ପାଇଁ ସାଜିଛନ୍ତି ପ୍ରେରଣା