ମା’ ବଦଳରେ ଯଦି ବାପା ଗର୍ଭରେ ପିଲା ବଢ଼େ ? ତା’ହେଲେ ଆପଣ କ’ଣ କହିବେ ? ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କେରଳର କୋଝିକୋଡରେ ଏଭଳି ଅଭୂତପୂର୍ବ ଘଟଣା ଘଟିଛି।
ଜାତୀୟ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ପୃଥିବୀର କକ୍ଷପଥ ବାହାରେ ୧୨ ନୂତନ ଚନ୍ଦ୍ର ଆବିଷ୍କାର କରାଯାଇଛି ।
ବୈଜ୍ଞାନିକ ମାନେ ସୁଇସାଇଡ୍ ପ୍ଲାଣ୍ଟକୁ ନେଇ ବଡ଼ ତଥ୍ୟ ମଧ୍ୟ ରଖିଛନ୍ତି ।
ପୁଣି ଥରେ ହଂକଂ ସରକାର ପକ୍ଷରୁ ନିବେଶକ ତଥା ବଡ଼ ବଡ଼ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରାଯାଇଛି ।
ବିମାନରେ ଟିକେଟ କରିବାକୁ ପଡ଼ିବ ବୋଲି ନିଜ କୁନି ଛୁଆକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ।
ଟନେଲ ମାଧ୍ୟମରେ ସେମାନେ ଅଳଙ୍କାର ଦୋକାନ ଭିତରକୁ ଯାଇ ଚୋରି କରିବାର ପ୍ଲାନ୍ କରିଥିଲେ । ହେଲେ ସବୁ ପ୍ଲାନ୍ ଫ୍ଲପ୍ ହୋଇଗଲା ।
ଏହି ପୁରା ପରିବାର ଗାଁର ପ୍ରାୟ ଦୁଇ ଏକର ଜାଗାରେ ବସବାସ କରନ୍ତି ।
ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଆସିଛନ୍ତି।
ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ କରିଛନ୍ତି କିଚେନ୍ ଗର୍ଡେନ ଠାରୁ ଆରମ୍ଭ କରି ଅନେକ କିଛି... ଦେଖିଲେ ଆପଣଙ୍କ ଆଖି ଲାଗିଯିବ
ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି। ପୁରା ଗାଁ ଆତଙ୍କିତ
ଭାରତୀୟ ସଂସ୍କୃତି ଓ ପରଂପରାକୁ ବଞ୍ଚାଇ ରଖିବା ସହ ବିଦ୍ୟାର୍ଥୀଙ୍କୁ ଶାସ୍ତ୍ର ସହ ଶସ୍ତ୍ର ଶିକ୍ଷା ଦିଆଯାଉଛି
ଏ ପ୍ରକାର ଫୁଲକୋବି ଦେଖିଲେ ଖୁସି ହୋଇଯିବେ ନିଶ୍ଚୟ
ନୂଆ ଜୀବନ ଦେଲା ମୂଷା । ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲେ ୫ ଜଣ । କ’ଣ ଥିଲା ପୂରା ଘଟଣା ?
ପବନ୍ ୱେଡସ୍ କ୍ରିଷ୍ଟନ୍ । ପ୍ରେମ ପାଇଁ ସୀମା ସରହଦ ଡେଇଁଲେ । ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ଏବେ ଏକାଠି ହେଲେ ପ୍ରେମପକ୍ଷୀ ।
ସ୍ୱାଭିମାନ ଅଞ୍ଚଳରେ ସ୍ୱଇଚ୍ଛା ଓ ଉଦ୍ୟମରେ ପିଲାଙ୍କୁ ପାଠ ପଢ଼ାନ୍ତି ଯମୁନା ଦିଦି
କେବେ ସୁଟ୍ ବୁଟ୍ ପିନ୍ଧା ହାକିମ ବାବୁ ତ ପୁଣି କେତେ ବେଳେ ଅଞ୍ଚଳର ମଙ୍ଗଳ କାମନା କରି ଘଟ ବୁଡାଇ ପୂଜାରେ ବସୁଛନ୍ତି। ସାଧାରଣ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ସହିତ ଅଞ୍ଚଳର ମଙ୍ଗଳ କାମନା ବି କରୁଛନ୍ତି..
ସ୍ୱାଭିମାନ ଅଂଚଳର ଅଲୋଡା ଘୋଡା, ଜଙ୍ଗଲରେ କଟୁଛି ଦିନରାତି ! ଯେତେବେଳେ ବିଛିନ୍ନାଞ୍ଚଳ ଥିଲା, ସେତେବେଳେ ମୋର ଭାରି ଆଦର ଥିଲା। ଆଜି ଯେତେବେଳେ ସ୍ୱାଭିମାନ ଅଂଚଳ ହେଇଗଲା, ଗଡୁଛି ଅଟୋ ରିକ୍ସା, ବସ୍-ଟ୍ରକ୍। ସେଥିପାଇଁ ମୁଁ ଆଜି ଅଲୋଡା।
ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ
ଏଣେ ଖଣ୍ଡଗିରି ମାଘ ମେଳା ପାଇଁ ପହଞ୍ଚିଲେଣି ଶତାଧିକ ସାଧୁ ସନ୍ଥ, ଚର୍ଚ୍ଚାରେ ନାଗାବାବା...ଅଖଣ୍ଡ ନାମଯଜ୍ଞରେ କଂପିବ ଚଉଦିଗ...
ମାତ୍ର ୩୫ ବର୍ଷ ବୟସରେ ବିଧାତା ତାଙ୍କୁ ପଙ୍ଗୁ କରିଦେଇଛନ୍ତି
ଜଣେ ଦିବ୍ୟାଙ୍ଗ ଝିଅଙ୍କ ଚମକ । ଏତେ ସୁମଧୁର ଗୀତ ଗାଉଛନ୍ତି ଯେ, ଯିଏ ଶୁଣୁଛି ସେ ମନ୍ତ୍ରମୁଗ୍ଧ ହେଉଛି...
୧୩୫ଟି ଦେଶର ୨୫ରୁ ଅଧିକ ଭାଷାର ଖବରକାଗଜ ସଂଗ୍ରହ, ମହାତ୍ମାଗାନ୍ଧିଙ୍କ ପ୍ରକାଶିତ ହରିଜନ ଖବରକାଗଜ ଉପଲବ୍ଧ
ପୋଲିସ ଆସି ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ । ଅନୁଗୁଳ ବଅଁରପାଳ ବ୍ଲକ ସାନ୍ତରାପୁର ପଂଚାୟତର ଘଟଣା ।
୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ ।
ରେସ୍ରେ ପ୍ରଦୀପ ଜେନା, ପ୍ରଦୀପ୍ତ ମହାପାତ୍ର, ତୁହିନକାନ୍ତ ଓ ରାଜେଶ ବର୍ମା ।