Advertisment

ବାପା-ପିଲା ସମସ୍ତେ ଦୃଷ୍ଟିବାଧିତ...କେମିତି ଚଳିବ ପରିବାର?

ଘରର ମେରୁଦଣ୍ଡ ଭଳି ବସିଛନ୍ତି ହେଲେ ପାଦେ ଚାଲିବାକୁ ଅନ୍ୟର ଆଶ୍ରା ନେଉଛନ୍ତି। କାମ କରୁ କରୁ ଆଖିରେ ପଶିଗଲା ରଡ୍‌। ଏବେ ସବୁକିଛି ଅନ୍ଧାର ଦିଶୁଛି। ପିଲାମାନେ ବି ଦୃଷ୍ଟିବାଧିତ। ଏମିତି ସ୍ଥିତିରେ କେମିତି ଗଡ଼ିବ ସଂସାର ରଥ?

author-image
Rajalaxmi Sahoo

ଘରର ମେରୁଦଣ୍ଡ ଭଳି ବସିଛନ୍ତି ହେଲେ ପାଦେ ଚାଲିବାକୁ ଅନ୍ୟର ଆଶ୍ରା ନେଉଛନ୍ତି। କାମ କରୁ କରୁ ଆଖିରେ ପଶିଗଲା ରଡ୍‌। ଏବେ ସବୁକିଛି ଅନ୍ଧାର ଦିଶୁଛି। ପିଲାମାନେ ବି ଦୃଷ୍ଟିବାଧିତ। ଏମିତି ସ୍ଥିତିରେ କେମିତି ଗଡ଼ିବ  ସଂସାର ରଥ?

Advertisment
Apana Eka Nuhanti
Advertisment
Advertisment