• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 2019 Pulwama Attack

Tragedy on Valentines Day Remembering Pulwama Attack
ପ୍ରେମ ଦିବସରେ ରକ୍ତର ହୋଲି

ସେଦିନ ଭୟଙ୍କର ବିସ୍ଫୋରଣରେ ଥରି ଯାଇଥିଲା ପୁଲଓ୍ବାମା। ପ୍ରେମ ଦିବସରେ ପାକସ୍ତାନୀ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି। ସେ କଥା ମନେ ପଡିଲେ ଥରି ଯାଉଛି ଛାତି। ରାଗରେ ଦେହର ରକ୍ତ ହୋଇଯାଉଛି ଗରମ ।

Saheed
ପୁଲୱାମା ଘଟଣାକୁ ୪ ବର୍ଷ ବିତିଲା : ଏବେ ବି ଶହୀଦଙ୍କୁ ମିଳିପାରିଲାନି ସମ୍ମାନ

ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍‌ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା

Pulwama
ପୁଲୱାମା ଘଟଣାକୁ ୪ ବର୍ଷ : ସେଦିନ ଗୋଲାପ ନୁହେଁ ରକ୍ତରେ ଲାଲ୍‌ ହୋଇଥିଲା ଭାରତ

ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା

3 years of Pulwama Attack
ପୁଲୱାମା ଘଟଣାକୁ ପୂରିଲା ୩ ବର୍ଷ, ପ୍ରେମର ଦିବସରେ ଗୋଲାପ ନୁହେଁ ରକ୍ତର ହୋଲି ଖେଲିଥିଲେ ଆତଙ୍କୀ

ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା