• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Stray Dog
ସାବଧାନ ! ମାତିଛନ୍ତି ବୁଲା କୁକୁର, କୁନି ଛୁଆଙ୍କୁ ବାହାରେ ଖେଳିବାକୁ ଛାଡ଼ିଲେ ରଖନ୍ତୁ ନଜର

ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ।

Pradeep jena
ପ୍ରଦୀପ କୁମାର ଜେନା ଏଣିକି ବାବୁ ନମ୍ବର ୱାନ୍

ବିଧିବଦ୍ଧ ଭାବେ ଗ୍ରହଣ କରିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ।

Pradeep jena
ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ୧୦ ବଡ଼ ଚ୍ୟାଲେଞ୍ଜ !

ଶ୍ରୀମନ୍ଦିରରୁ ଆଶିଷ ନେବା ପରେ ଦାୟିତ୍ୱ ଗ୍ରହଣ କଲେ ବାବୁ ନମ୍ବର ୱାନ୍ ତଥା ମୁଖ୍ୟ ସଚିବ ପ୍ରଦୀପ ଜେନା ।

Litisha Mangat Panda
ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଶିଖାଇଲେ ୟୁଥ୍ ଆଇକନ୍‌ ଲିତିଶା ମଙ୍ଗତ

ଏଥିରେ ରାଜ୍ୟର ବିଶିଷ୍ଟ ମହିଳା ଓ ଯୁବତୀ ମାନଙ୍କ ସଫଳତାର ଯାତ୍ରା ସଂପର୍କରେ ଆଲୋଚନା କରାଯାଇଥିଲା ।

Elephant Poaching
ହାତୀଙ୍କ ଅଭୟାରଣ୍ୟ କୁଲଡିହାରେ ହାତୀ ମଡ଼କ

ଗଲା କିଛି ଦିନ ଧରି ଚିକିତ୍ସାଧୀନ ଥିବା ଅନ୍ୟ ଏକ ମାଈ ହାତୀ ବି ଗତକାଲି ଆଖି ବୁଜିଛି ।

Elephant Poaching
ହାତୀ ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗିବ କି ଓଡ଼ିଶା ? କିଏ ମାରୁଛି, କେମିତି ମରୁଛନ୍ତି ?

ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାର ପାଇଁ ମାତ୍ର ୬ ହାତୀ ମରିଛନ୍ତି । ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ଚକିତ ପରିବେଶବିତ ।

Stray Dog
ହସ୍ପିଟାଲରେ ପଶି ମା’ କୋଳରୁ ମାସକର ଛୁଆକୁ ନେଇଗଲା ବୁଲା କୁକୁର

ଦୁଇଟି ବୁଲା କୁକୁର ମେଡିକାଲ ଭିତରେ ପଶିଲେ ଆଉ ସେଥିରୁ ଗୋଟିଏ କୁକୁର ମାସକର ଛୁଆକୁ ଦାନ୍ତରେ କାମୁଡ଼ି ନେଇ ବାହାରକୁ ଚାଲିଗଲା । ଏହି ପୁରା ଘଟଣା ମେଡିକାଲରେ ଲାଗିଥିବା ବିଭିନ୍ନ ସିସିଟିଭିରେ କଏଦ ହୋଇଛି ।

Viral Video
Viral Video: ଗାଡ଼ିରେ VIP ନମ୍ବର ! ଧନୀ ବୋଲି ଜଣାପଡ଼ୁଛନ୍ତି, ହେଲେ କରୁଛନ୍ତି ଚୋରି...

ଗୋଟିଏ କି ଯୋଡ଼ିଏ ନୁହେଁ ୧୦ରୁ ଅଧିକ ଫୁଲ୍ କୁଣ୍ଡ ସେମାନେ ନିଜ ଗାଡ଼ିରେ ଭର୍ତ୍ତି କଲେ । ଗାଡ଼ିର ନମ୍ବର ପ୍ଲେଟ୍‌ରୁ ଜଣାପଡ଼ୁଛି ଏହା କୌଣସି ଜଣେ VIP ଲୋକଙ୍କ ଗାଡ଼ି ।

Mother Killed
‘ତୁ ଭଲ ଅଛୁ ତ, ଝିଅ କହିଲା ହଁ’...ବାସ୍,ଏତିକି କଥା ପରେ ଆଖି ବୁଜିଦେଲା ମା’

ଖବର ପାଇ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।

Teacher Protest
ଶିକ୍ଷକ ଓ ଅଧ୍ୟାପକଙ୍କ ପରୀକ୍ଷା ବର୍ଜନ ନିଷ୍ପତ୍ତି, ହାତ ଟେକିଦେଲେ ଗଣଶିକ୍ଷା ମନ୍ତ୍ରୀ...

ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହରିବାକୁ ମନ୍ତ୍ରୀଙ୍କ ନିବେଦନ । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ନିବେଦନ ।

Tiger
ଓଡ଼ିଶାରେ ମହାବଳ ବାଘ, ଡେବ୍ରିଗଡ଼ ଓ ଘଟଗାଁ ରେଞ୍ଜରୁ ଆସିଲା ଫଟୋ

ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା ।

UK Couple reach Bhadrak after watching Odia Youtuber’s snake catching trick
ୟୁଟ୍ୟୁବ୍‌ରେ ଜଣେ ସାପ ଧରିବା କୌଶଳ ଦେଖି ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ଦମ୍ପତି…

ୟୁଟ୍ୟୁବ୍‌ରେ ଜଣେ ସାପ ଧରିବା କୌଶଳ ଦେଖି ବ୍ରିଟେନ୍‌ରୁ ଓଡ଼ିଶା ଆସିଛନ୍ତି ଏହି ଦମ୍ପତି । ଭଦ୍ରକରେ ରହୁଥିବା ସାପଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି ଏହି ଦମ୍ପତି । ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ଗତ ଶୁକ୍ରବାର ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି...

HighCourt on Constable
ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ ! ଅପରାଧିକ ମାମଲାର ତଦନ୍ତ କରିପାରିବେନି କନଷ୍ଟେବଲ

କୃତିତ୍ୱ ହାସଲ କରିଥିବା କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ପାଇଁ ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ ।

EV Charging Station
ବର୍ଷକ ଭିତରେ ଖୋଲିବ ଆଉ ୧୦୦ EV ଚାର୍ଜିଂ ଷ୍ଟେସନ୍‌

କମ୍ପାନୀ ଖୁବଶୀଘ୍ର ବାଲେଶ୍ୱର ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ ।

  • Saturday, 25 February 2023
  • EV
Tracking Device
ଆଶ୍ୱସ୍ତି ! ୩ ମାସ ଭିତରେ ଗାଡ଼ିରେ ଲଗାନ୍ତୁ ଟ୍ରାକିଂ ଡିଭାଇସ୍ ଆଉ ପ୍ୟାନିକ୍‌ ବଟନ୍‌

ପୁରୁଣା ଯାନବାହନଗୁଡ଼ିକ କ୍ଷେତ୍ରରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ଅବଧିକୁ ୨୦୨୩ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି ।

Dhana Mandi
ମଣ୍ଡିରୁ ଧାନ ଉଠିବା ପୂର୍ବରୁ ଉଠିଗଲେ ଚାଷୀ

ଟାର୍ଗେଟ୍ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ କୁଆଡ଼େ ଧାନ କିଣୁ ନଥିଲେ ।

santoshi mata temple
ପତ୍ନୀ ପ୍ରେମର ଅନନ୍ୟ ନିଦର୍ଶନ

ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।

Dhana Mandi
ଧାନ ଉଠିଲାନି ବୋଲି ଜୀବନ ହାରିଦେଲେ ଚାଷୀ, ତା’ପରେ ଉଠିଲା ଧାନ..!

ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ ।

Scraping
ରାଜ୍ୟରେ ସ୍କ୍ରାପ୍‌ ହେବ ୨୦ ଲକ୍ଷ ୩୯ ହଜାର ୫୦୦ ଗାଡ଼ି

 ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

  • Thursday, 23 February 2023
lpg cylinders
ଆପଣ ଜାଣନ୍ତିକି ଏଲପିଜି ସିଲିଣ୍ଡରର ରଙ୍ଗ ନାଲି କାହିଁକି ?

ସବୁବେଳେ ଆପଣଙ୍କ ଘରକୁ ନାଲି ରଙ୍ଗର ଏଲପିଜି ସିଲିଣ୍ଡର ଆସୁଥିବ । ଯାହାକୁ ଆପଣ ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବେ । କିନ୍ତୁ କେବେ ଭାବିଛନ୍ତି ? ଏଲପିଜି ସିଲିଣ୍ଡର ଗୁଡ଼ିକ ସାଧାରଣତଃ ସବୁବେଳେ ନାଲି ରଙ୍ଗର କାହିଁକି ଆସିଥାଏ । ଧଳା, ହଳଦିଆ, ନୀଳ, କଳା ଓ ବାଇଗଣୀ ରଙ୍ଗ ପରି ଅନ୍ୟ ରଙ୍ଗ କାହିଁକି ନୁହେଁ ?

College-going son goes missing, worried family members keep waiting for his return
୧୭ ଦିନ ହେଲା ଧନ ତତେ ଦେଖିନି....ତୁ ଫେରିଆରେ....

୧୭ ଦିନ ହେଲାଣି ଘରୁ ପଳାଇଛି ଭେଣ୍ଡିଆ ପୁଅ । ଖୋଜି ଖୋଜି ପୂରା ପରିବାର ନୟାନ୍ତ ହେଲାଣି...ପୁଅକୁ ପାଉନାହାନ୍ତି। ବଣରୁ ସାଇକେଲ ପାଇବା ପରେ ଘର ଦୁଆରେ କାନ୍ଦୁଛି ମାଆ

IAS Love Story
ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲାଙ୍ଗିରର ଜିଲ୍ଲାପାଳ ଓ ସମ୍ବଲପୁର ଜିଲ୍ଲାପାଳ

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଞ୍ଚଳ ଓ ଅନନ୍ୟା ନିଜେ ଗହଣା ଦୋକାନକୁ ଯାଇ ସୁନାଗହଣା ବି କିଣିଥିଲେ ।

Organ Donation
ସାନ ସିନା, ଦାନ ତା ମହାନ ! ବାପାଙ୍କୁ ଯକୃତ ଦେଇ ଦେଲା ନୂଆ ଜୀବନ

ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।

Gopal Das
ଓଡ଼ିଶା ପୋଲିସରେ ଆଉ କେତେ ଗୋପାଳ ? ଖୋଜିବା ଅଭିଯାନ ଆରମ୍ଭ..

ଡ୍ୟୁଟି ଚାପରେ ଥିବା ପୋଲିସକୁ ଫଳ ଦେବ ତ ଫିଟନେସ୍ ଫଣ୍ଡା ? ସବୁ କର୍ମଚାରୀଙ୍କ ସୁସ୍ଥ ମନ ଓ ଶରୀର ପାଇଁ ରାଜ୍ୟ ପୋଲିସର ଉଦ୍ୟମ ।

Dipak Kumar
ଦିନେ ଅର୍ଥାଭାବରୁ ଦିପକ ପାଠ ପଢ଼ିପାରିନଥିଲେ, ଏବେ ପିଲାଙ୍କୁ ମାଗଣା ପଢ଼ାଉଛନ୍ତି

ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।

  • Sunday, 19 February 2023