ଭେଣ୍ଡିଆ ପୁଅର ଦୁଇଟି ଯାକ କିଡନୀ ଖରାପ। ଘର ଚଳେଇବା ପାଇଁ ହୋଟେଲରେ କାମ କରୁଛନ୍ତି ବାପା। ଯେତିକି ଯାହା ରୋଜଗାର ହେଲା ସେତିକିରେ ଚଳେ ପରିବାର। ଦିନେ କାମ କଲେ ଆରଦିନକୁ ଘରେ ଚୁଲି ଜଳିବ। ପୁଅକୁ ଔଷଧ ଦେବାକୁ ବାପା ଟଙ୍କା ଆଣିବ ବା କେଉଁଠୁ?
Published: Rajalaxmi Sahoo
Last updated: 18 February 2023, 12:56 PM IST
ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ ଆପ୍ୟାୟିତ କରିଛନ୍ତି ।