ଭୁବନେଶ୍ବର AIIMSରେ CBI ରେଡ୍ । ଏମ୍ସରେ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ବଡ ଘୋଟାଲା ହୋଇଥିବା ଅଭିଯୋଗରେ ରେଡ୍ ଚାଲିଛି ।
ଓଡ଼ିଶା ସରକାର, ପୋଲିସ ଉପରେ ଭରସା ଅଛି, ନ୍ୟାୟ ମିଳିବ । ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ ହେଲେ, ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା ।
ଏମ୍ସ ଆପଣଙ୍କ ପାଇଁ ନିଯୁକ୍ତି ସୁଯୋଗ ନେଇଆସିଛି। ପ୍ରଫେସର୍ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଡକ୍ଟର ଟିଟିୟାଲଙ୍କ ବିଦାୟର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭାଇରାଲ୍ ଭିଡିଓରେ ପଦ୍ମଶ୍ରୀ ପୁରସ୍କାର ବିଜେତା ଟିଟିୟାଲ ଡାକ୍ତରଖାନାରେ ତାଙ୍କ ସହକର୍ମୀଙ୍କ ମଧ୍ୟରେ ଚାଲୁଥିବା ଦେଖିବାକୁ ମିଳେ।
ମନମୋହନ ସିଂହଙ୍କ ମୃତ୍ୟୁ ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ଥିବା ନୋଟ୍ କିଣିବା ପାଇଁ ଆଗ୍ରହ ଦେଖାଦେଇଛି। ବଢିଯାଇଛି ନୋଟ୍ର ମୂଲ୍ୟ। ଜାଣନ୍ତୁ ନୋଟ୍ର ମୂଲ୍ୟ…
ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇବେ । ଗତକାଲି ରାତିରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି ପ୍ରମୁଖ ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ ।
SCBରେ ୯ ଏକମୋ ମେସିନ ସତ୍ତ୍ବେ କାହିଁକି ନଗଣ୍ୟ ସଫଳତା ହାର ?
ପ୍ରାୟ ଦୁଇଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ହୃତପିଣ୍ଡ ଜମାରୁ କାମ କରୁ ନଥିଲା ।
ଓଡ଼ିଶାର ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।
ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟର ଦ୍ବିତୀୟ AIIMS ସମ୍ବଲପୁରରେ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଭୁବନେଶ୍ବର ଏମସ ପାଇଁ ନୂଆ ଯୋଜନା । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଷଷ୍ଠ ପୂଣ୍ୟ ତିଥି ଅବସରରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର ।
ସୂଚନା ଅନୁସାରେ ଯେ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ AIIMS ର ଜିରିଆଟ୍ରିକ୍ ବିଭାଗ (ବୃଦ୍ଧମାନଙ୍କୁ ଚିକିତ୍ସା କରୁଥିବା ବିଭାଗ) ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା ।
ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ । ଦିଲ୍ଲୀ ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଛି । ସେପଟେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ଆସିଲା ଆଇପିଏସ୍ ଆଶିଷ ସିଂଙ୍କ ମେଡିକାଲ୍ ରିପୋର୍ଟ । ଶାରିରୀକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ରିପୋର୍ଟ ଦେଇଛି ଭୁବନେଶ୍ବର ଏମ୍ସର ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ।
ହସ୍ପିଟାଲ ଗାର୍ଡ ହୁଇସିଲ୍ ଫୁଙ୍କି ଷ୍ଟ୍ରେଚର ହଟାଇବା ପରେ ଅଭିଯୁକ୍ତଙ୍କୁ ଧରି ପୋଲିସ୍ ସେଠାରୁ ଚାଲି ଯାଇଥିଲା। ଏପରି ଏକ ଘଟଣା ଋଷିକେଶର AIIMSରେ ଦେଖିବାକୁ ମିଳିଛି।
ଟ୍ୟୁମର ଅପରେସନ୍ ଡାକ୍ତରଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ଚାରିଆଡ଼େ ବ୍ଲଡ ଭେସେଲ ମାଡ଼ି ରହିଥିବାରୁ ଅପରେସନ ବିପଦପୂର୍ଣ୍ଣ ହେବାର ଯଥେଷ୍ଟ ଆଶଙ୍କା ଥିଲା ।
ଏମ୍ସ ଇତିହାସରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ୍) ପ୍ରତିରୋପଣ କରାଯାଇଛି ।
ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ହସ ଫୁଟାଇଛନ୍ତି ଡାକ୍ତର ।
ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ ।
ଦିଲ୍ଲୀ ଏମ୍ସରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନିମୋନିଆରେ ପୀଡ଼ିତ ଅନେକ ଶିଶୁଙ୍କ ରିପୋର୍ଟ ଆସିଥିବା ଜଣା ପଡ଼ିଛି । କିନ୍ତୁ ଏହା ନିକଟରେ ଦେଖା ଦେଇଥିବା ଚାଇନାରେ ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହା ଯାଇଛି ।
ଖୁବଶୀଘ୍ର AIIMS ଟ୍ରାଭେଲ ହେଲ୍ଥ କ୍ଲିନିକ୍ ଅନଲାଇନ ଜରିଆରେ ମଧ୍ୟ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବ। ଏମିତିକି ଆଗକୁ ଏନେଇ ଟ୍ରାଭେଲ୍ ହେଲ୍ଥ ଆପ୍ ମଧ୍ୟ ପ୍ରଚଳନ କରିବ AIIMS ଭୁବନେଶ୍ୱର।
ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏମ୍ସରେ ହୋଇଛି ସଫଳ ଆଲୋଗ୍ରାଫ୍ଟ ଟ୍ରାନ୍ସପ୍ଲାଣ୍ଟ।
ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା...