• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଲକାନଗିରିରେ ବିବାଦୀୟ ସାରଥୀ ବାବା ଓରଫ ସନ୍ତୋଷ ରାଉଳର ପାଦୁକା ଶୋଭାଯାତ୍ରା । ଘଣ୍ଟ, ହୁଳହୁଳି ଓ ବାଜାରେ ଏହି ପାଦୁକାକୁ ସ୍ୱାଗତ କରାଯିବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବହୁ ସଂଖ୍ୟକ ଆଦିବାସୀ ଲୋକ । ସାରଥୀ ଅନୁଗାମୀ ଏହି ପାଦୁକାକୁ ସାରା ଜିଲ୍ଲାରେ ପରିକ୍ରମା କରାଯିବ ବୋଲି କହିଛନ୍ତି । ବିଭିନ୍ନ ମାମଲାରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳ ଦୀର୍ଘଦିନ ଧରି ଜେଲ୍‌ରେ ରହିଥିଲା । ପରେ ଏବେ ଜାମିନ୍‌ରେ ବାହାରିଛି । ଏମିତିକି କେନ୍ଦ୍ରାପଡ଼ା ର ବାରିମୂଳ ଆଶ୍ରମରେ ପ୍ରବେଶ ସହ କୌଣସି ସ୍ଥାନରେ ପ୍ରବଚନ କାର୍ଯ୍ୟକ୍ରମ କରିପାରିବ ନାହିଁ ବୋଲି ସାରଥୀକୁ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି ।

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ସାରଥୀଙ୍କ ଆଶ୍ରମ, ଭାଇରାଲ୍ ହେଉଛି ଅନୁଗାମୀଙ୍କ ପୂଜାର୍ଚ୍ଚନା ଭିଡିଓ