• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Apana Eka Nuhanty

Apana Eka Nuhanty
ସ୍ୱାମୀ ଶଯ୍ୟାଶାୟୀ, କୋଳରେ ଛୁଆ

ଟଙ୍କା ଟିଏ ବି ଇନକମ୍ ନାହିଁ.. ହେଲେ ସ୍ୱାମୀଙ୍କୁ ବଞ୍ଚାଇ ରଖିବାକୁ ପ୍ରତିଦିନ ଅକ୍ସିଜେନ୍ ପିଛା ୧୫ ଶହ ଟଙ୍କା ଆଉ ମାସକୁ ୪ ହଜାର ଟଙ୍କାର ମେଡିସିନ୍.. କୋଳରେ କୁନି ଛୁଆ.. ଅସହାୟତାର ଲୁହ ଝରାଇ ସହାୟତା ପାଇଁ ଗୁହାରି କରୁଛି ସ୍ତ୍ରୀ..

special story
ସାହାଯ୍ୟ କଲେ ଶୁଭପ୍ରିୟା ଚାଲିବ

ବର୍ଷେ କି ଦୁଇ ବର୍ଷ ନୁହେଁ...୧୨ ବର୍ଷ ହେଲାଣି ଶୋଇଛି କୁନି ଝିଅ । ଡାକ୍ତରଙ୍କ ପାଖରେ ଚିକିତ୍ସା କରି କରି ଥକିପଡ଼ିଲେଣି । ଝିଅ ଭଲ ହେଉନି କି ଚାଲିପାରୁନି

Mother cries for financial help for treatment of son with kidney failure
ପୁଅ କିଡନୀ ରୋଗରେ, ବାପା ହୋଟେଲ୍‌ରେ...

ଭେଣ୍ଡିଆ ପୁଅର ଦୁଇଟି ଯାକ କିଡନୀ ଖରାପ। ଘର ଚଳେଇବା ପାଇଁ ହୋଟେଲରେ କାମ କରୁଛନ୍ତି ବାପା। ଯେତିକି ଯାହା ରୋଜଗାର ହେଲା ସେତିକିରେ ଚଳେ ପରିବାର। ଦିନେ କାମ କଲେ ଆରଦିନକୁ ଘରେ ଚୁଲି ଜଳିବ। ପୁଅକୁ ଔଷଧ ଦେବାକୁ ବାପା ଟଙ୍କା ଆଣିବ ବା କେଉଁଠୁ?

Apana Eka Nuhanty
ସୁନା ଝିଅ ଆଖିଲେ ଲୁହ

ବାପା ଟ୍ରଲି ଟାଣି ଟାଣି ଝିଅକୁ ପଢେଇଲେ ଇଞ୍ଜିନିୟରିଂ.. ଝିଅ ପାଠ ପଢି ଚାକିରି କରିବ.. ବାପାର ନାଁ ରଖିବ.. ଆଖିରେ ଆଖିଏ ସ୍ୱପ୍ନ ଥିଲା.. ହେଲେ ଅଚାନକ ପାଠପଢାରେ ଲାଗିଲା ବ୍ରେକ୍..

Apana Eka Nuhanty
‘ମୋତେ ଭଲ କରିଦିଅ..ମୁଁ ପାଠ ପଢିବି..

ବହୁତ କଷ୍ଟ ଲାଗୁଛି.. ଭଲ ପାଠ ପଢିବି ବୋଲି ଭାବୁଥିଲି.. ମୁଁ କିଛି ବି କରିପାରୁନି.. ମୋର କେବଳ ଡାହାଣ ହାତ ଚାଲୁଛି, ବାକି ପୂରା ଶରୀର ଲକ୍ ହେଇଯାଇଛି..

Apana Eka Nuhanty
ମୋ ପରିବାରକୁ ଉଦ୍ଧାର କର...

ସ୍ୱାମୀ ରୋଗାଗ୍ରସ୍ତ। କୋଳରେ ଦୁଇଦୁଇଟି ଛୁଆ। ଘର ଅବସ୍ଥା ଭଲ ନାହିଁ। ସ୍ତ୍ରୀ ଆଖିରେ ଧାରଧାର ଲୁହ

Apana Eka Nuhanty
ଆଉ କେତେ ଦୁଃଖ ଦେବ ହେ ଠାକୁରେ…

ଘରର ରୋଜଗାରିଆ ପୁଅକୁ ରୋଗ ଘାରିଛି। ଭଙ୍ଗା ଘରେ ସପରିବାର ରହୁଛନ୍ତି। କେତେବେଳେ ଘର ଭାଙ୍ଗିଯିବ ତାର କିଛି ହିସାବ ନାହିଁ। ବର୍ଷା ହେଲେ ଛନକା… ଏ ପରିବାର କଣ ସରକାରୀ ସୁବିଧା ପାଇବା ପାଇଁ ହକଦାର ନୁହଁନ୍ତି?

Apana Eka Nuhanty- Youth undergoing unbearable pain for abnormal muscle growth on tongue
ବଢିବାରେ ଲାଗିଛି ଜିଭର ମାଂସ...ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୁକ

ସମୟ ଗଡୁଛି, ଯନ୍ତ୍ରଣା ବଢୁଛି ଆଉ ରୋଗ ବି ମାଡୁଛି। ଜିଭରେ ଭୟଙ୍କର ଭାବରେ ବଢୁଛି ମାଂସ ପିଣ୍ଡୁଳା...ଖାଇପାରୁନାହାନ୍ତି କି ଭଲରେ କଥା ବି କହିପାରୁନାହାନ୍ତି। ବାପା କାମ କଲେ ଘର ଚଳିବ..ସେଇଠି ପୁଅର ମେଡିକାଲ ଖର୍ଚ୍ଚ ପାଇଁ ଟଙ୍କା ଆସିବ କେଉଁଠୁ? ସରକାର ମତେ ଭଲ କରିଦିଅନ୍ତୁ ବୋଲି ହାତ ଯୋଡି ବିନତି କରୁଛନ୍ତି ସୁକଦେବ

Apana Eka Nuhanty
ରୋଗରେ ପଡ଼ିଛି ରାଣୀ...ସାହାଯ୍ୟ ପାଇଁ କାନ୍ଦୁଛି ମାଆ....

୪ ବର୍ଷ ହେଲାଣି ମୁଁ ମାଆ ଡାକ ଶୁଣିନି। ରାଣୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆପଣ ସାହାଯ୍ୟ କଲେ କଥା କହିବ ରାଣୀ...ମାଆ ଡାକ ଶୁଣିବେ ରଶ୍ମିତା...

Apana Eka Nuhanti On OTV
ପାଖରେ ଟଙ୍କା ନାହିଁ, ମେଡ଼ିକାଲ ଯାଇପାରୁନାହାନ୍ତି

କଲେଜ୍‌ରେ ପାଠ ପଢୁ ପଢୁ ମାଡ଼ିବସିଲା ରୋଗ। ବିଛଣାରେ ଶଯ୍ୟାଶାୟୀ ନରେଶ...ବାପା-ମାଆ ଦିନରେ କାମକୁ ଗଲେ ରାତିରେ ଘରେ ଚୁଲି ଜଳେ...ଆଉ ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି କାନ୍ଦିକାନ୍ଦି ନୟାନ୍ତ ହେଲେଣି ବାପା-ମାଆ। କେମିତି ପୁଅର ଚିକିତ୍ସା ହେବ ସେନେଇ ଚିନ୍ତାରେ ପୂରା ପରିବାର

Apana Eka Nuhanty- Meritorious Girl From Nuapada Works As Labourer To Feed Family
ଦ୍ୱିତୀୟ ବିବାହ ପରେ ଦୁଇ ଝିଅଙ୍କୁ ଚାହିଁଲାନି ବାପା, ବୁଢୀ ଆଇ ପାଇଁ କୁଲି କାମ କରୁଛି କୁନି ଝିଅ

ଦ୍ୱିତୀୟ ବିବାହ ପରେ ଦୁଇ ଝିଅଙ୍କୁ ଚାହିଁଲାନି ବାପା। ଅଧାରୁ ପାଠ ଛାଡ଼ି ଏବେ କୁଲି କାମ କରୁଛି ନାବାଳିକା ଝିଅ। ପୁଣି ମୁଣ୍ଡରେ ବୁଢୀ ଆଇର ଦାୟିତ୍ୱ। ନା ସରକାରୀ ଚାଉଳ ମିଳୁଛି ନା କିଛି ସୁବିଧା ସୁଯୋଗ ମିଳୁଛି...ଭୋକ ଉପାସରେ କଟୁଛି ଦିନ

Apana Eka Nuhanty- Sonepur Man Seeks Govt Aid For Prosthetic Leg
ଜୀବନରେ ଝଡ଼ ଆଣିଦେଲା ଦୁର୍ଘଟଣା: ଗୋଡ଼ ତ ଗଲା, ପରିବାର ଭୋକରେ ରହିଲା

ଯିଏ ଦିନେ ପରିବାର ଚଳାଉଥିଲେ, ସେ ନିଜେ ଚଳିବା କଷ୍ଟକର ହୋଇପଡ଼ିଛି। ଦୁର୍ଘଟଣାରେ ଗୋଡ ହରାଇ ଖଟିଆ ଉପରେ ପଡ଼ି ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି ଚାଣ୍ଡାଳ...ସହାୟତା ମିଳିଲେ ଲାଗିପାରନ୍ତି କୁତ୍ରିମ ଗୋଡ଼

Apana Eka Nuhanty Ep 368 13 Dec 2017 || ଯୋଜନ ଦୂରରେ ଯୋଜନା

Immensely popular show in Rural Odisha, this show proves that Media has a responsibility towards the society and if the right steps are taken a lot can

Apana Eka Nuhanty Ep 438 | 01 May 2019 | ଗରିବୀ ବନ୍ଧୁଙ୍କ ଜୀବନ କାହାଣୀ | କୁନି ଛୁଆର ଦୁଃଖଭରା ଜୀବନ

Apana Eka Nuhanty Ep 439 | 15 May 2019 | କୁନି ଝିଅ ସୁପ୍ରଭା ଓ ଜ୍ୟୋତ୍ସ୍ନାଙ୍କର କରୁଣ ଜୀବନ କାହାଣୀ

Apana Eka Nuhanty Ep 440 | 22 May | ବିଘ୍ନେଶ୍ୱର ଓ ବିଭୀଷଣଙ୍କ ଜୀବନ କାହାଣୀ | ଚିକିସ୍ଛା ରେ ଅର୍ଥ ବାଧକ

Apana Eka Nuhanty Ep 441 | 29 May | କୃଷ୍ଣର ଦୁଃଖଭରା ଜୀବନ | ଅସହାୟ ସଉରୀ ଓ ରମାର ପରିବାର କାହାଣୀ

Apana Eka Nuhanty Ep 442 | 05 June | ଅନିମେଶ ଦୁଃଖଭରା କାହାଣୀ | ଟଙ୍କା ପାଇଁ  ପ୍ରମୋଦଙ୍କ  ଲଢେଇ

Apana Eka Nuhanty Ep 443 | 12 June | ତ୍ରିଲୋଚନଙ୍କ ଦୁଃଖଦ କାହାଣୀ | ଅସହାୟ ବେଣୁଧର | ତିଳତମାଙ୍କ ଜୀବନ କାହାଣୀ

Apana Eka Nuhanty Ep 445 | 26 June | ସୁକାନ୍ତିଙ୍କ ସଂଘର୍ଷମୟ କାହାଣୀ | ନିରୁପାୟ ଦୀପକ

Apana Eka Nuhanty Ep 446 | 03 July | ଅସହାୟ ବ୍ରଜେଶ୍ବରୀ ଦୁଃଖଭରା ଜୀବନ | ଦେବଯାନୀ ଓ ଲିପ୍ସାର ଜୀବନ କାହାଣୀ

Apana Eka Nuhanty Ep 447 | 10 July | ଦୁଃଖରେ ଦୀନବନ୍ଧୁ | ଗଣେଶ ଓ କୁନି ଝିଅ ଲେସଲି ଚିକିସ୍ଛା ରେ ଅର୍ଥ ବାଧକ

Apana Eka Nuhanty Ep 449 | 24 July 2019 | ଅସହାୟ ପରିବାର କାହାଣୀ | କେନ୍ଦୁପତ୍ର ତୋଳାଳୀଙ୍କ ଜୀବନ

Apana Eka Nuhanty Ep 450 | 31 July 2019 | ଦିବ୍ୟାଙ୍ଗ ମହିଳାର ଅସହାୟ ଜୀବନ | ରାଧିକାର ଜୀବନ କାହାଣୀ

Apana Eka Nuhanty Ep 451 | 07 Aug 2019 | 3 ବର୍ଷପରେ ବି ତମ୍ବୁତଳେ ଜୟନ୍ତୀ ସିଂଙ୍କ ପରିବାର