• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Shark Fish
ମାଲାମାଲ୍ କଲା ୨୦୦ କିଲୋଗ୍ରାମର ସାର୍କ !

୨୦୦ କେଜି ଓଜନରଏକ ସାର୍କ ମାଛ

  • Sunday, 19 February 2023
World's Most Dangerous Tribes
ଏ କେମିତିକା ପରମ୍ପରା... ବାପା ହୁଏ ଝିଅର ସ୍ୱାମୀ !

ଆଜ୍ଞା ହଁ ଏମିତି ଏକ ଜନଜାତି ରହିଛି । ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାଆନ୍ତି । ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାଆନ୍ତି ।

Man in Sonepur throws daughter’s body in forest over fear of getting ostracised
ଜନ୍ମ କଲା ଝିଅକୁ ଜଙ୍ଗଲରେ ଫୋପାଡିଦେଲା ବାପା...

ଯେଉଁ ଝିଅକୁ ଜନ୍ମ କରିଥିଲା...ଗାଁ ଲୋକଙ୍କୁ ଡରି ଦେହାନ୍ତ ପରେ ଜଙ୍ଗଲରେ ଫୋପାଡି ଦେଲା। ଏତିକିରେ ଶାନ୍ତି ମିଳିଲାନି ଯେ ଶବ ଉପରେ ଢାଙ୍କି ଦେଲା କାଠ ସାଙ୍ଗକୁ ପତ୍ର

Mother cries for financial help for treatment of son with kidney failure
ପୁଅ କିଡନୀ ରୋଗରେ, ବାପା ହୋଟେଲ୍‌ରେ...

ଭେଣ୍ଡିଆ ପୁଅର ଦୁଇଟି ଯାକ କିଡନୀ ଖରାପ। ଘର ଚଳେଇବା ପାଇଁ ହୋଟେଲରେ କାମ କରୁଛନ୍ତି ବାପା। ଯେତିକି ଯାହା ରୋଜଗାର ହେଲା ସେତିକିରେ ଚଳେ ପରିବାର। ଦିନେ କାମ କଲେ ଆରଦିନକୁ ଘରେ ଚୁଲି ଜଳିବ। ପୁଅକୁ ଔଷଧ ଦେବାକୁ ବାପା ଟଙ୍କା ଆଣିବ ବା କେଉଁଠୁ?

Contact Lense
କେତେ ମାରାତ୍ମକ ! କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୋଇଲେ, ସକାଳକୁ ଆଖି ନାହିଁ..

ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟିଏ ଆଖିକୁ ବିଲକୁଲ ଦେଖାଯାଉନି ।

Why do railway tracks have crushed stones alongside them ?
ରେଲୱେ ଟ୍ରାକ୍‌ରେ କାହିଁକି ବିଛାଯାଏ ପଥର?

ଜାଣିଛନ୍ତି କି? ରେଲୱେ ଟ୍ରାକ୍‌ରେ କାହିଁକି ବିଛାଯାଏ ଏତେମାତ୍ରାରେ ପଥର? ଜାଣନ୍ତୁ କଣ ରହିଛି କାରଣ...

  • Friday, 17 February 2023
Awas yojana is a failure here – A report
ବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଡିଗଲା...ଘର ମିଳିଲାନି

ବାଃ ବାଃରେ ବ୍ୟବସ୍ଥା । ସରକାରୀ ଘର ଖଣ୍ଡିଏ ପାଇବାକୁ ବଡବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଣ୍ଡିଗଲା ହେଲେ ଘର ଖଣ୍ଡିଏ ପାଇଲେନି। ଢୁ ଢୁ ବର୍ଷା ହେଉ କି ଧୁ ଧୁ ଖରା ହେଉ...ଭଙ୍ଗା ଦଦରା ଘରେ ବିତୁଛି ଜୀବନ

  • Friday, 17 February 2023
Women seeks financial assistance to take care of family in Bhubaneswar
ବାପା-ପିଲା ସମସ୍ତେ ଦୃଷ୍ଟିବାଧିତ...କେମିତି ଚଳିବ ପରିବାର?

ଘରର ମେରୁଦଣ୍ଡ ଭଳି ବସିଛନ୍ତି ହେଲେ ପାଦେ ଚାଲିବାକୁ ଅନ୍ୟର ଆଶ୍ରା ନେଉଛନ୍ତି। କାମ କରୁ କରୁ ଆଖିରେ ପଶିଗଲା ରଡ୍‌। ଏବେ ସବୁକିଛି ଅନ୍ଧାର ଦିଶୁଛି। ପିଲାମାନେ ବି ଦୃଷ୍ଟିବାଧିତ। ଏମିତି ସ୍ଥିତିରେ କେମିତି ଗଡ଼ିବ ସଂସାର ରଥ?

medical college
କେମିତି ଚାଲିଛି ନୂଆ ମେଡିକାଲ୍ କଲେଜ୍ ?

ଏସବୁ ପ୍ରଶ୍ନର ଉତ୍ତର RTI ତଥ୍ୟରୁ ମିଳିଛି ।

Lion On Street
Viral Video: ଗାଁ ଭିତରେ ବୁଲୁଛନ୍ତି ଗଣ୍ଡା ଗଣ୍ଡା ସିଂହ, ଦେଖନ୍ତୁ...

ଅମରେଲି ଜିଲ୍ଲା ରାଜୁଲା ତହସିଲ ଅଂଚଳର ରାମପଡ଼ାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Saheed
ପୁଲୱାମା ଘଟଣାକୁ ୪ ବର୍ଷ ବିତିଲା : ଏବେ ବି ଶହୀଦଙ୍କୁ ମିଳିପାରିଲାନି ସମ୍ମାନ

ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍‌ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା

Vani Vihar
ଉତ୍କଳ ବିଶ୍ୱବିଦ୍ୟାଳୟ VC କହିଲେ, ‘JNUରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’

ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ନେଇ ଚର୍ଚ୍ଚାରେ ବାଣୀବିହାର ।

Sarathi Baba
ଅନୁଗାମୀଙ୍କ ଜରିଆରେ ପୁଣି ପୂର୍ବ ମୁଦ୍ରାକୁ ଫେରୁଛନ୍ତି କି ସାରଥୀ ?

ବାଲେଶ୍ୱରର ଔପଦା ଏବଂ ମାଲକାନଗିରିରେ ମାତିଲେ ସାରଥୀ ପ୍ରେମୀ ।

Aiims
ଭୁବନେଶ୍ୱର ଏମ୍‌ସକୁ ବିରଳ ଅସ୍ତ୍ରୋପଚାର ପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିୟ ମଧ୍ୟ ଏମସ ଅସ୍ତ୍ରୋପଚାର ସଫଳତା ନେଇ ପ୍ରଂଶସା କରିଥିଲେ ।

Sarathi
ପୁଣି ଚର୍ଚ୍ଚାରେ ବାବା ସାରଥୀ ! ପାଦୁକା ରଖି ପୂଜା କଲେ ଅନୁଗାମୀ

କେନ୍ଦ୍ରାପଡ଼ାର ବାରିମୂଳ ଆଶ୍ରମରେ ପ୍ରବେଶ ସହ କୌଣସି ସ୍ଥାନରେ ପ୍ରବଚନ କାର୍ଯ୍ୟକ୍ରମ କରିପାରିବ ନାହିଁ ବୋଲି ସାରଥୀକୁ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି ।

PMAY
ଘର ଦେଲାନି ପ୍ରଶାସନ ! ଦେବଦୂତ ସାଜିଲେ ତିବ୍ଦତୀୟ ଶରଣାର୍ଥୀ

ତିନି ଦିବ୍ୟାଙ୍କ ଶିଶୁଙ୍କ ସହ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଥିଲେ ପରିବାର । କୋଠା ଘର କରି ରହିବାକୁ ଦେଲେ ତିବ୍ଦତୀୟ ଶରଣାର୍ଥୀ ।

OHRC
ବରିଷ୍ଠ ଥାଇ କନିଷ୍ଠଙ୍କୁ ଚୌକି ! ଆତ୍ମସମ୍ମାନକୁ ବାଧିଛି କହିଲେ ଜଷ୍ଟିସ ରଘୁବୀର ଦାସ

OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।

Droupadi Murmu
ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ବେଳେ କୁନି କୁନି ପିଲାଙ୍କୁ ଭେଟିଲେ ରାଷ୍ଟ୍ରପତି, ଗୋଲାପ ନେଲେ ଚକୋଲେଟ୍‌ ଦେଲେ

ପିଲାଙ୍କୁ ନାଁ ପଚାରିବା ସହ କେଉଁ ଶ୍ରେଣୀରେ ପଢୁଛନ୍ତି ପଚାରିଥିଲେ।

President Droupadi Murmu
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବଖାଣିଲେ ଅନୁଭୂତି, ଶୁଣନ୍ତୁ...

ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ।

President Draupadi Murmu
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Orphan siblings seek financial assistant to take care of themselves in Mohana
ଜନ୍ମ କରିନାହାନ୍ତି, ମାଆ ପରି ପାଳୁଛନ୍ତି...

ବାପା-ମାଆ ଚାଲିଯିବା ପରେ କୁନି ଭାଇର ମାଆ ପରି ଯତ୍ନ ନେଉଛନ୍ତି ଶ୍ରୀୟା। ସକାଳୁ ରାତି ପର୍ଯ୍ୟନ୍ତ ଖୋଇବାଠୁ, ଶୋଇବା...ସବୁ କାମ କରିବା ସହିତ ପିଣ୍ଡାରେ ବସି ପଢାଉଛନ୍ତି ପାଠ। ସାହାଯ୍ୟ ମିଳିଲେ ପାଠ ପଢିବେ ବୋଲି କହୁଛନ୍ତି ଭାଇ-ଭଉଣୀ

Monkey menace haunts locals in Deogarh
ଘର ଭିତରେ ମାଙ୍କଡ ରହୁଛନ୍ତି, ବାହାରେ ମଣିଷ...

ଏ କି ଅବସ୍ଥା !! ଘର ଭିତରକୁ ଜୋର ଜବରଦସ୍ତ ପଶୁଛନ୍ତି ମାଙ୍କଡ। ଭୟରେ ବାହାରେ ରହୁଛନ୍ତି ମଣିଷ । ଯଦି ଏକା ଘରୁ କୁଆଡେ ବାହାରିବ, ତେବେ ଗୋଡେଇ ଗୋଡେଇ ମାଙ୍କଡ ପଲ ଏମିତି କାମୁଡୁଛନ୍ତି...

Terracotta turns profitable for Nilagiri women
କପ୍‌ କହୁଛି କାହାଣୀ

କାହାଣୀ କହୁଛି କପ୍‌। ମାଟିରେ ଜିନିଷ ସବୁକୁ ଏମିତି ଗଢୁଛନ୍ତି ଯେ ନଦେଖିଲେ ବିଶ୍ୱାସ ହେବନି...ଏବେ ମାସକୁ ରୋଜଗାର ହଜାର ହଜାର