ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦାମ ବଢ଼ୁଥିଲା । ମାତ୍ର ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଦର ସାମାନ୍ୟ ହ୍ରାସ ପାଇଛି।
ଉଜ୍ବଳା ଯୋଜନାରେ ଯୋଡ଼ି ହେବେ ୭୫ ଲକ୍ଷ ନୂଆ ଉପଭୋକ୍ତା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଗୃହିଣୀ ଖୁସ୍ ।
ସବୁବେଳେ ଆପଣଙ୍କ ଘରକୁ ନାଲି ରଙ୍ଗର ଏଲପିଜି ସିଲିଣ୍ଡର ଆସୁଥିବ । ଯାହାକୁ ଆପଣ ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବେ । କିନ୍ତୁ କେବେ ଭାବିଛନ୍ତି ? ଏଲପିଜି ସିଲିଣ୍ଡର ଗୁଡ଼ିକ ସାଧାରଣତଃ ସବୁବେଳେ ନାଲି ରଙ୍ଗର କାହିଁକି ଆସିଥାଏ । ଧଳା, ହଳଦିଆ, ନୀଳ, କଳା ଓ ବାଇଗଣୀ ରଙ୍ଗ ପରି ଅନ୍ୟ ରଙ୍ଗ କାହିଁକି ନୁହେଁ ?
ଆପଣ କେବେ ଚିନ୍ତା କରିଛନ୍ତି କି? ଗୋଟାଳିଆ ଏହି ଲୁହା ସିଲିଣ୍ଡରରେ ଏମିତି ଛିଦ୍ରଗୁଡିକ କାହିଁକି ? ଏହା ପଛରେ ଏମିତି ବୈଜ୍ଞାନିକ କାରଣ ରହିଛି...
ଏବେ ସାରା ଦେଶରେ ତଥା ଆମ ରାଜ୍ୟରେ ଗ୍ୟାସ୍ ଦର ହଜାରେ ଟଙ୍କା ପରେ ରହିଥିବା ବେଳେ ରାଜସ୍ଥାନରେ ଏପ୍ରିଲ୍ରୁ ୫୦୦ ଟଙ୍କାରେ ମିଳିବ ଗ୍ୟାସ ।
ଏହି ଆପ୍ରେ ଆପଣ ଗ୍ୟାସ୍ ବୁକିଂ କଲେ ୫୦ ଟଙ୍କା କମ୍ରେ ମିଳିବ ଗ୍ୟାସ୍। ତେବେ ଜାଣନ୍ତୁ କେମିତି ଓ କେଉଁ ଆପ୍ରେ ବୁକିଂ କରିବେ ଗ୍ୟାସ୍.
ଆପଣ ଯଦି ଏମିତି ଭାବରେ ଗ୍ୟାସ୍ ବୁକିଂ କରିବେ ତେବେ ଆପଣ ୫୦ ଟଙ୍କା ଶସ୍ତାରେ ଗ୍ୟାସ୍ ପାଇପାରିବେ...