ବିଧାନସଭାରେ ମହିଳା ବିରୋଧୀ ଅପରାଧକୁ ନେଇ ଆସିଛି ଚଞ୍ଚଲ୍ୟକର ତଥ୍ୟ। ଗତ ୪ ବର୍ଷରେ ୩୬ ହଜାର ୪୨୦ ଜଣ ମହିଳା ଓ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏହା ତୁଳନାରେ ଉଦ୍ଧାର ସଂଖ୍ୟା ଖୁବ୍ କମ୍।
ଘରୋଇ ମେଡିକାଲରେ ଅଙ୍ଗ ତସ୍କରୀର ସାଂଘାତିକ ଅଭିଯୋଗ । କନ୍ଧମାଳ ବାଲିଗୁଡ଼ା ଥାନା ଟିକରବାଜୁ ଗାଁରେ ଘଟିଛି ଏଭଳି କିଛି ଘଟଣା ।
ଘଟଣାସ୍ଥଳଠୁ କିଛି ଦୂରରେ ଯୁବତୀଙ୍କ ପୋଡ଼ା ପୋଷାକ ଓ ଏକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ହତ୍ୟା କରିବା ପରେ, ଯୁବତୀଙ୍କୁ ୩୧ ଖଣ୍ଡ କରାଯାଇଥିବା ଏବଂ ପ୍ରମାଣ ନଷ୍ଟ କରିବାକୁ ଲୁଣ ଦେଇ ମାଟିରେ ପୋତାଯାଇଥିବା ଫରେନ୍ସିକ ତଦନ୍ତରୁ ଜଣାପଡ଼ିଛି ।
ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟିଏ ଆଖିକୁ ବିଲକୁଲ ଦେଖାଯାଉନି ।