୨୦୦ କେଜି ଓଜନରଏକ ସାର୍କ ମାଛ ୨୯ ହଜାର ଟଙ୍କାରେ ନିଲାମ ହୋଇଛି। ବାଲେଶ୍ୱରର ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏହି ସାର୍କ ପ୍ରଜାତିର ମାଛ ମତ୍ସହଜୀବୀଙ୍କ ଜାଲରେ ଧରା ପଡିଥିଲା ।
Published: Satyendu Shekher Mishra
Last updated: 19 February 2023, 04:21 PM IST
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।