ରାଜନୈତିକ ଦଳଙ୍କ ନିର୍ବାଚନୀ ପାଣ୍ଠି ଉପରେ 'ସୁପ୍ରିମ୍' ପ୍ରହାର । ଇଲେକ୍ଟୋରାଲ ବଣ୍ଡକୁ ବେଆଇନ ଦର୍ଶାଇ ବନ୍ଦ କଲେ ସୁପ୍ରିମକୋର୍ଟ ଇତିହାସ ପାଲଟିଲା ପଲିଟିକାଲ୍ ପାର୍ଟିଙ୍କ ଆୟର ଏହି ପ୍ରମୁଖ ଉତ୍ସ ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଘନଉଛି ବିବାଦ। ଭିନ୍ନଭିନ୍ନ ତଥ୍ୟ ଦେଇ ଗୋଲଗୋଲ ବୁଲାଉଛି କି କ୍ରାଇମବ୍ରାଂଚ? ଭିତରି କଥା ଲୁଚାଇବାକୁ ଉଦ୍ୟମ ହେଉନାହିଁ ତ?
RTI ଆବେଦନ ଆଧାରରେ ଗୃହ ମନ୍ତ୍ରାଳୟ ଚିଠି ପାଇନଥିବା ଜଣାଇଥିଲା।
ବସ୍ର ଯେଉଁ ନମ୍ବର ଦିଆଯାଇଛି, ବାସ୍ତବରେ ସେଇଟା ହେଉଛି ଗୋଟିଏ ପଲସର ମୋଟର ସାଇକେଲ୍ର।