ଯାହାର ଦେଖାରଖା କରୁଥିଲେ, ସେ ହିଁ ନେଇଗଲା ପ୍ରାଣ । ଦିନେ ସେଇ ସିଂହର ସେ ଅତି ପ୍ରିୟ ଥିଲେ, ଖାଇବାକୁ ଦେଉଥିଲେ ତା’ର ଯତ୍ନ ନେଉଥିଲେ । ଶେଷରେ ସେ ହିଁ ସାଜିଲା କାଳ । ଖାଇବାକୁ ଦେବା ସମୟରେ କଲା ଆକ୍ରମଣ, ଚାଲିଗଲା ପ୍ରାଣ ।
ସିଂହଟି ତାଙ୍କୁ ଘୋଷାଡ଼ି ଆଣିଥିଲା। ଏହାପରେ ତଳେ ପକାଇ ଖିନିଭିନ କରି ମାରି ଦେଇଥିଲା।
ସେପଟେ ନୂଆପଡ଼ା ସୁନାବେଡ଼ାରେ ବାଘଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ସିଂହମାନଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶମାନେ ଦୌଡି ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଛନ୍ତି । କିଛି ଦର୍ଶକ ନିଜ ପିଲାମାନଙ୍କୁ ଜାବୁଡ଼ି ଧରି ବାହାରିଯିବାକୁ ଉଦ୍ୟମ କରୁଥିବାବେଳେ ଚତ୍କାର ମଧ୍ୟ ଶୁଣିବାକୁ ମିଳୁଛି ।
କ୍ୟାଟ୍ ଫ୍ୟାମିଲିରେ ବାଘର ଶରୀର ସବୁଠାରୁ ବଡ଼ ହୋଇଥାଏ । ବାଘ ଶରୀରରେ ଥିବା କଳା ଦାଗ ଯୋଗୁଁ ତାକୁ ସହଜରେ ଚିହ୍ନି ହୋଇପାରେ । ସିଂହ ତୁଳନାରେ ବାଘ ଅଧିକ ଲମ୍ବା ଏବଂ ଅଧିକ ମୋଟା ବା ସୁସ୍ଥ ଦେଖାଯାଆନ୍ତି ।
ଅମରେଲି ଜିଲ୍ଲା ରାଜୁଲା ତହସିଲ ଅଂଚଳର ରାମପଡ଼ାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସିଂହ ପାଟି ଖୋଲି କାମୁଡ଼ିବା ବେଳକୁ ବ୍ୟକ୍ତି ଜଣକ ହାତ ବାହାର କରି ଆଣୁଥିଲେ । ହେଲେ ହଠାତ୍..
ଚର୍ଚ୍ଚାରେ ନନ୍ଦକାନନ ପ୍ରାଣୀ ଉଦ୍ୟାନର ଆନିମଲ କିପର ପ୍ରଶାନ୍ତ ଗୌଡ଼ । ୬ ମାସ ପୂର୍ବେ ସିଂହି ବିଜଲୀ ୩ ଛୁଆ ଜନ୍ମ ଦେଇଥିଲା । ୨ ଛୁଆ ମୃତ ଜନ୍ମ ହୋଇଥିବା ବେଳେ ଏକ ମାତ୍ର କୁନି ମାଈ ସିଂହ ବର୍ଷାକୁ ସିଂହି ବିଜଲୀ ଗ୍ରହଣ କରିନଥିଲା ।