• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mid Day Meal

Mid Day Meal
ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୨୫ ପିଲା ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭଦ୍ରକ ବଡ଼ ଶଙ୍କରପୁର ଉର୍ଦ୍ଦୁ ୟୁଜିଏମଇ ସ୍କୁଲରୁ ଆସିଛି ଅଭିଯୋଗ । ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଅସୁସ୍ଥ ୨୫ରୁ ଅଧିକ ପିଲା ।

Mid Day meal
ବାକିରେ ଚାଲୁଛି ମଧ୍ୟାହ୍ନ ଭୋଜନ ! ବହୁ ସ୍କୁଲରେ ଉଧାରରେ ଚାଲିଛି ମିଡ୍‌ଡେ ମିଲ୍

୬ ମାସ ହେଲା ଧାର କରି ଚଳାଉଛନ୍ତି ଶିକ୍ଷକ ଓ SHG ଗ୍ରୁପ୍ । କେନ୍ଦ୍ର ଟଙ୍କା ଦେବାରେ ଢିଲା କରୁଛି, ସେପଟେମ୍ବର ଯାଏଁ ଆସିଛି-ଜିଲ୍ଲାପାଳ  ।

Mid Day Meal
ହୃଦୟବାନ ଚୋର: ଅଧା ଚାଉଳ ନେଲା, ଅଧା ରଖିଦେଲା

ଚୋର ମନରେ ପିଲାଙ୍କ ଲାଗି ଭାରି ଦୟା । ରାତି ଅଧରେ ପଶି ଚାଉଳ ନେଲା... ହେଲେ ପିଲାଙ୍କ ଖାଇବା ଲାଗି କିଛି ଛାଡିଦେଇଗଲା । ପୂର୍ବରୁ ବି ସମାନ ଘଟଣାର ହୋଇଥିଲା ପୁନରାବୃତ୍ତି ।

Dead snake found in mid-day meal
ମଧ୍ୟାହ୍ନ ଭୋଜନରୁ ବାହାରିଲା ବିଷଧର ସାପ, ୧୦୦ ପିଲା ହସ୍ପିଟାଲରେ ଭର୍ତ୍ତି

ସ୍କୁଲରେ ପିଲାଙ୍କୁ ପରିବେଷଣ କରାଯାଉଥିବା ମଧ୍ୟାହ୍ନ ଭୋଜନରେ ବାହାରିଲା ସାପ ।

mid day meal
ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି, ୩୬ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି

ସପୃକ୍ତ NGO ସଂସ୍ଥା ଏନେଇ ଦାୟୀ ଓ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି SDM।

Snake Found In Mid-Day Meal In West Bengal
ମଧ୍ୟାହ୍ନ ଭୋଜନରେ ବାହାରିଲା ସାପ, ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ କେତେବେଳେ ପୋକ ବାହାରିଲାଣି ତ ଆଉ କେତେବେଳେ ଝିଟିପିଟି। ହେଲେ ଏବେ ପୋକ କି଼ ଝିଟିପିଟି ନୁହେଁ ବରଂ ସାପ ବାହାରିଥିବା ଅଭିଯୋଗ ହୋଇଛି।

Mid Day Meal
ନିର୍ବାଚନ ଆଗରୁ ମମତାଙ୍କ ନୂଆ ଚାଲ୍ ! ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ଚିକେନ୍ ଆଉ ଫଳ

ଜାନୁଆରୀରୁ ଆରମ୍ଭ ହୋଇ ଚାରି ମାସ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୩ରୁ ଏପ୍ରିଲ୍‌ ୨୩ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ।

Worm-Infested Rice
ସ୍କୁଲ୍‌ରେ ମିଳୁଛି ମଧ୍ୟାନ୍ନ ଭୋଜନ; ହେଲେ ପିଲା ଘରୁ ଟିଫିନ୍‌ ନେଇ ଆସୁଛନ୍ତି

ଛି ଛି...ଇଏ ଚାଉଳ ସାରା ପୋକ ସାଲୁବାଲୁ। ଯୋଉ ବସ୍ତା ଦେଖିବ ସେଇ ବସ୍ତାରୁ ମେଂଚା ମେଂଚା ପୋକ ବାହରିବ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯାଉଥିଲା ଏମିତି ଖାଦ୍ୟ। କ୍ୟାମେରା ସାମ୍ନାରେ ଧରାପଡିବା ପରେ ଦେଖନ୍ତୁ ସ୍ଥିତି ହେଲା କଣ?

Mid Day Meal
ବଲାଙ୍ଗୀର-କୋରାପୁଟ ପରେ ଏବେ ଗଞ୍ଜାମ-କେନ୍ଦ୍ରାପଡ଼ାରେ ବି ମହାଲୁଟ୍, ସାରା ରାଜ୍ୟକୁ ଲମ୍ବିଛି ଚେର

ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।

Mid Day Meal Scam
MDM ଚାଉଳ ମହାଘୋଟାଲା ପାର୍ଟ-୨ ! ୫ ମାସର ଚାଉଳ କୋଟା ଗାଏବ୍

ବଲାଙ୍ଗିରରେ ବି ମଧ୍ୟାହ୍ନ ଭୋଜନ ଚାଉଳରେ ଦୁର୍ନୀତିର ଗନ୍ଧ । ଗୋଦାମରୁ ଉଠିଛି ହେଲେ ସ୍କୁଲରେ ପହଞ୍ଚିନି ଚାଉଳ ।

Headmaster embezzles Rs 4 lakh
ପିଲାଙ୍କ ନାଁରେ ଟଙ୍କା ଆଉ ଚାଉଳ ଉଠାଇଲେ କିନ୍ତୁ ସାର୍‌ ନିଜେ ଖାଇଦେଲେ

ଏ କେମିତିକା ଶିକ୍ଷକ ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ । ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ । ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ।

Special story
ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

ଜୟପୁରର ବିଭିନ୍ନ ସ୍କୁଲ୍‌ରେ ଏମଡିଏମ୍‌ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା ।

Mid-day Meal
ମଧ୍ୟାହ୍ନ ଭୋଜନ ଖାଇ ୧୦୦ ଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସମସ୍ତ ଛାତ୍ରୀ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି ।

Mid Day Meal
ଏଥର ଦୁର୍ନୀତି ପାଇଁ ନୁହେଁ ବରଂ ଦରଦାମ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନ ମାନର ମଧ୍ୟାହ୍ନ ଭୋଜନ

ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର, ପାଣିରେ ଭାସୁଛି ସୋୟା ବଡି । ତାକୁ ଲଗେଇ ଭାତ ଖାଉଛନ୍ତି ପିଲେ । ନିମ୍ନମାନର ଖାଦ୍ୟ ପରଷିବା ପଛର କାରଣ ଶୁଣିଲେ ମୁଣ୍ଡ ଚକ୍କର କାଟିବ ।

Mid Day Meal
ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ନାହିଁ ! ପିଲା ଖାଉଛନ୍ତି ପାଣିଆ ସୋୟାବଡ଼ି ତରକାରୀ

ଦରଦାମ ବୃଦ୍ଧି ଲାଗି ଏଭଳି ନିମ୍ନମାନର ଖାଦ୍ୟ ପାଉଛନ୍ତି ସ୍କୁଲ୍ ପିଲା । ବର୍ତ୍ତମାନ ତେଲ ଠାରୁ ଆରମ୍ଭ କରି ପନିପରିବା, ଡାଲିଜାତୀୟ ଶସ୍ୟ, ଗ୍ୟାସ୍ ସିଲିଣ୍ଡର, ଲେବର ଚାର୍ଜ ଆକାଶ ଛୁଆଁ ।

school
ମଧ୍ୟାହ୍ନ ଭୋଜନ ଟଙ୍କା ଆତ୍ମସାତ୍ ଅଭିଯୋଗ : ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ

ପୂର୍ବତନ ପ୍ରଧାନ ଶିକ୍ଷକ ଟଙ୍କା ହେରଫେର କରିଥିବା ଅଭିଯୋଗରେ ସ୍କୁଲ ସାମ୍ନାରେ ଧାରଣା ଦିଆଯାଇଛି ।

Mid Day Meal
ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା। ଏପ୍ରିଲ୍‌ରେ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର ଚିଠି ।

Locals Allege Corruption In Mid-Day Meal In Jajpur
ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା; ପୋକ ଲାଗି ନଷ୍ଟ ହେଲାଣି ସ୍ମାର୍ଟ ସ୍କୁଲର ଚାଉଳ

ଯାଜପୁରର ପ୍ରହ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସ୍ମାର୍ଟ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଥିବା ବସ୍ତାବସ୍ତା ଚାଉଳରେ ଅଛି ସାଲୁବାଲୁ ପୋକ ।

karnatak
ମଧ୍ୟାହ୍ନ ଭୋଜନ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ ! ପରସା ଯାଇଥିବା ଖାଦ୍ୟରୁ ମିଳିଲା ମଲା ଝିଟିପିଟି

କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୮୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।