• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kotia

Assembly
Odisha Assembly: ଆନ୍ତଃରାଜ୍ୟ ସୀମା ବିବାଦରେ ଫସିରହିଛନ୍ତି ଓଡ଼ିଶାର ଏହି ୧୪ଟି ଜିଲ୍ଲା

ଓଡ଼ିଶା ସହ ଲାଗିରହିଥିବା ପଡୋଶୀ ରାଜ୍ୟର ସୀମା ବିବାଦ ନେଇ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ। କହିଲେ ପଡ଼ୋଶୀ ରାଜ୍ୟ ସହ ୧୪ଟି ଜିଲ୍ଲାର ସୀମା ବିବାଦ ରହିଛି।

KOTIA BAMBOO
ଜୋର ଜବରଦସ୍ତ ପଶୁଛି ଆନ୍ଧ୍ର, ଜଙ୍ଗଲରୁ କାଟି ନେଉଛି ବାଉଁଶ

ଘଞ୍ଚ ଜଙ୍ଗଲରୁ ବାଉଁଶ କାଟି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ । ଦିନ ଦ୍ବିପ୍ରହରେ ବାଉଁଶ ବୋହି ନେଉଛନ୍ତି । କୋରାପୁଟ ଡିଏଫଓଙ୍କ ହସ୍ତକ୍ଷେପ ପରେ ବନ୍ଦ ହେଲା ବାଉଁଶ କଟା।

Kotia
କୋଟିଆରେ ବାହାରିବ କି ପୁରୁଣା ରୋଗ ? ଓଡ଼ିଶା ନା ଆନ୍ଧ୍ର, କାହା ଖାତାକୁ ଯିବ କୋଟିଆ ଭୋଟ୍

କିଏ ହାତେଇବ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆର ଭୋଟ୍? ଓଡ଼ିଶା ଖାତାରେ ପଡ଼ିବ କେତେ, ଆନ୍ଧ୍ର ଖାତାକୁ ଯିବ କେତେ ? ସୀମା ବିବାଦର ପଶାପାଲିରେ ଥିବା କୋଟିଆରେ ଆରମ୍ଭ ହେଲାଣି ଛକାପଞ୍ଝା, ଜୋର ଧରିଲାଣି ଟଣାଭିଡ଼ା ।

Kotia will vote for which state
ଓଡ଼ିଶା ନା ଆନ୍ଧ୍ର, କାହାକୁ 'କୋଟିଆ' ଭୋଟ୍ ? ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି...

କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ? ଲୋକସଭା ସହ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ । ଉଭୟପଟୁ ଜୋର ଧରିଲାଣି ପ୍ରସ୍ତୁତି ଓ ସଚେତନତା କାର୍ଯ୍ୟକ୍ରମ  ।

Kotia
କୋଟିଆକୁ ନେଇ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ; ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଉଭୟ ଟଣାଓଟରା

କୋଟିଆ ଗ୍ରାମପୁଞ୍ଜରେ ଆଦାନୀ ଗ୍ରୁପ ତିଆରି କରିବ ପମ୍ପ ଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ବିଦ୍ୟୁତ ସରବରାହ କରିବ ଟାଟା ପାୱାର । ପାଖାପାଖି ୫୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ୨୨୦୦ ମେଗାୱାଟର ବିଦ୍ୟୁତ ଉତ୍ପନ୍ନ ହେବା ସୂଚନା ରହିଛି ।

Laccmi bus yet to run in Kotia
ଲକ୍ଷ୍ମୀ ବସ୍‌କୁ ନେଇ ଜୋର ଧରୁଛି ରାଜନୀତି

ଗାଁ କୁ ବ୍ଲକ୍ ଏବଂ ଜିଲ୍ଲା ମୁଖ୍ୟାଳୟ ସହ ଯୋଡିବାକୁ ସରକାର ଆରମ୍ଭ କଲେ ଲକ୍ଷ୍ମୀ ବସ୍ ସେବା । ସ୍ୱତନ୍ତ୍ର ଭାବେ ପଟାଙ୍ଗି ଠାରୁ କୋଟିଆକୁ ଏକ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା ରହିଥିଲାବେଳେ ଏଯାଏଁ କିନ୍ତୁ ବସ ଚାଲିପାରି ନାହିଁ ।

Andhra Pradesh
ଆନ୍ଧ୍ର ପକାଇଛି ମୋବାଇଲ୍ ଟାଓ୍ୱାର୍ ଜାଲ..

ଆନ୍ଧ୍ରର ଡିଜିଟାଲ୍ ଥୋପ.. ନିର୍ବାଚନ ପୂର୍ବରୁ ବିଛାଇଛି ଟାଓ୍ୱାର୍ ଜାଲ.. ଓଡ଼ିଶା ସରକାରର ତର ନାହିଁ.. ଫସିଯିବ କି କୋଟିଆ !

Andhara In KOTIA
ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି, ବିଜୁ ପକ୍କା ଘରକୁ ବି ଛାଡ଼ିଲାନି

ଓଡିଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ପଂଚାୟତର ଗାଁ ଗୁଡିକୁ ନେଇ ସୀମା ବିବାଦ ଚାଲିଥିବାବେଳେ ଉପର ସେମ୍ବିରେ ପୋଷ୍ଟ ଅଫିସ ଖୋଲିବା ସହ ସେହି ଗାଁ ଠିକଣାକୁ ଆନ୍ଧ୍ରରେ ସାମିଲ କରିବାକୁ ଚକ୍ରାନ୍ତ କରିଥିଲା ଆନ୍ଧ୍ର।

Andhra government organises medical camp in Kotia
ପୁଣି କୋଟିଆରେ ପଶିଲା ଆନ୍ଧ୍ର, ଧୂଳିପଦର ପଞ୍ଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର

ସାଲୁର ମଣ୍ଡଳମ୍ ହସ୍ପିଟାଲର ଡାକ୍ତର, ମେଡିକାଲ ଷ୍ଟାଫ୍ ଉପସ୍ଥିତ

Andhra Health Camp In Kotia
ପୁଣି କୋଟିଆରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ, ଧୂଳିପଦର ପଞ୍ଚାୟତରେ ଆନ୍ଧ୍ରର ମେଗା ସ୍ୱାସ୍ଥ୍ୟ ଶିବିର

ଆନ୍ଧ୍ର ପକ୍ଷରୁ ଏଭଳି କ୍ୟାମ୍ପ କରିବା ପ୍ରଥମ ନୁହେଁ। ବିଭିନ୍ନ ସମୟରେ ଅନୁପ୍ରବେଶ କରି ରାଜ୍ୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁଛି।

Kotia Issue
କୋଟିଆ ଉପରୁ ହଟୁନି ଆନ୍ଧ୍ରର ଆଖି; ଷ୍ଟ୍ରବେରୀ ଓ ତେନ୍ତୁଳି ପରେ ଏବେ ଝାଡ଼ୁ ଉପରେ ନଜର

କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର ।

Kotia Issue
କୋଟିଆ ଉପରୁ ହଟୁନି ଆନ୍ଧ୍ରର ଆଖି; ଷ୍ଟ୍ରବେରୀ ଓ ତେନ୍ତୁଳି ପରେ ଏବେ ଝାଡ଼ୁ ଉପରେ ନଜର

କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର ।

KOTIA Issue
କୋଟିଆ ପାଇଁ ବଦଳୁଛି କି ଆନ୍ଧ୍ର ରଣନୀତି ? ନବୀନ ଆମ ବାପା ଭଳି କହିଲେ ଉପମୁଖ୍ୟମନ୍ତ୍ରୀ !

୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା ।

KOTIA Issue
କୋଟିଆ ପାଇଁ ବଦଳୁଛି କି ଆନ୍ଧ୍ର ରଣନୀତି ? ନବୀନ ଆମ ବାପା ଭଳି କହିଲେ ଉପମୁଖ୍ୟମନ୍ତ୍ରୀ !

୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା ।

UTKAL DIVAS
କୋଟିଆରେ ଉତ୍କଳ ଦିବସ ରାଜନୀତି; ଶକ୍ତି ପ୍ରଦର୍ଶନ କଲା ବିଜେପି ଓ ବିଜେଡି

ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର ।

Kotia
ସାରା ରାଜ୍ୟରେ ଉତ୍କଳ ଦିବସ ପାଳିତ, କୋଟିଆରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ

ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

Tiger Terror
ଗାଁରେ ମହାବଳ ବାଘ ଆତଙ୍କ ! ଦୁଃଖ ବୁଝୁନି ବନ ବିଭାଗ

ଆନ୍ଧ୍ର ସୀମା ସେପଟେ ମହାବଳ ବାଘ ବୁଲୁଥିବା ଚର୍ଚ୍ଚା ।

Bishnu Sethi
ପୁଣି ଗୃହରେ ଉଠିଲା କୋଟିଆ ପ୍ରସଙ୍ଗ, ବିଷ୍ଣୁ ସେଠି କହିଲେ ଆମ ସାହିତ୍ୟ-ସଂସ୍କୃତି ସୁରକ୍ଷିତ ନୁହେଁ

ଗୃହରେ ଉଠିଲା ରାଜ୍ୟ ସୀମା ସୁରକ୍ଷା ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ ।

Assembly On Kotia
କି ଅଜବ ଉତ୍ତର ! କୋଟିଆରେ ଯୋଜନା ବାଣ୍ଟୁଛି ଆନ୍ଧ୍ର ହେଲେ ଜାଣିନାହାନ୍ତି ସରକାର ?

ରାଜ୍ୟ ସରକାରଙ୍କ ପାଖରେ ଏଭଳି ଘଟଣାର ଦୃଷ୍ଟିଗୋଚର ହୋଇନି । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Kotia
ପୁଣି ଆନ୍ଧ୍ରର ଚାଲାକି, କୋଟିଆରେ କରୁଛି ମୃତ୍ତିକା ସର୍ବେକ୍ଷଣ !

କୋରାପୁଟ ଜିଲ୍ଲାପରିଷଦ ସଦସ୍ୟ ଟିକାଈ ଗେମେଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

KOTIA
ଅମାନିଆ ଆନ୍ଧ୍ର ! ପୁଣି କୋଟିଆରେ ପଶି କଲା ନିର୍ମାଣ କାମ

କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । 

Chief Secretary
ମନେ ପଡ଼ିଲା କୋଟିଆ କଥା, ସ୍ଥିତି ପରଖିଲେ ମୁଖ୍ୟ ସଚିବ ! ଦେଖିବା ଆଗକୁ କ’ଣ ହେଉଛି..

ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ ।

Kotia
ଆନ୍ଧ୍ର କରୁଛି ମାଷ୍ଟର ପ୍ଲାନ୍‌, ଯେନ ତେନ ପ୍ରକାରେ କୋଟିଆ କବ୍‌ଜା କରିବାକୁ ଲାଗିପଡ଼ିଛି

ନୂଆ ୧୩ଟି ଜିଲ୍ଲା ମଧ୍ୟରୁ ମାନ୍ୟମ୍ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ାକୁ ସ୍ଥାନ ଦେଇଛନ୍ତି ଜଗନ୍ ସରକାର । ପୂର୍ବରୁ ୧୩ଟି ଜିଲ୍ଲା ଥିଲା ଆନ୍ଧ୍ରରେ ।

Voting Begins In Kotia
ଆଜି କୋଟିଆରେ ପଞ୍ଚାୟତ ଭୋଟ୍‌, ଆନ୍ଧ୍ରକୁ ଚେକମେଟ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କୋଟିଆବାସୀ

ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।

Kotia
କୋଟିଆରେ ଆନ୍ଧ୍ର ପ୍ରୀତି ପାଲଟିଛି ପ୍ରମୁଖ ମୁଦ୍ଦା; ଏଣେ ଭୋଟ୍‌ରଙ୍କୁ ମନାଇବାକୁ ଲାଗିପଡିଛନ୍ତି ପ୍ରାର୍ଥୀ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଭିତରେ କୋଟିଆରେ ସରଗରମ ନିର୍ବାଚନୀ ପାଣିପାଗ । କୋଟିଆ କନ୍ଧ ସାହି ହେଉ କି ବଜାର ଘାଟ, ସବୁଠି କାନ୍ଥବାଡ଼ରେ ପ୍ରାର୍ଥୀଙ୍କ ପୋଷ୍ଟର । ଗତବର୍ଷ ଫେବୃଆରୀରେ ଆନ୍ଧ୍ର, କୋଟିଆ ପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରି ପଞ୍ଚାୟତ ନିର୍ବାଚନ କରାଇଥିଲା । ଏଥର ତେଣୁ ଆନ୍ଧ୍ରକୁ ଚେକ୍ ଦେବାକୁ ସବୁ ଦଳ ଅଣ୍ଟା ଭିଡ଼ିଥିଲେ ।