ଆନ୍ଧ୍ର ସୀମା ସେପଟେ ମହାବଳ ବାଘ ବୁଲୁଥିବା ଚର୍ଚ୍ଚା ।
ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଛି। ବହୁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବା ପରେ ସୁରକ୍ଷତି ସ୍ଥାନକୁ ଯିବାକୁ ସମୟ ପାଇନଥିଲେ ଲୋକେ।