• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Aska

Aska
ଆମେ ଛାଡ଼ିବୁନୁ ଗାଁରେଇ ପୂରେଇ ଦେବୁନୁ

ଆମେ ସବର୍ଣ୍ଣ, ଅସବର୍ଣ୍ଣ ପରିବାରକୁ ଗାଁ ଭିତରେ ପୂରାଇ ଦେବୁନି। ଆମେ ଜାଗା ଦେବୁନୁ। ଏଭଳି କିଛି ଜିଦ୍‌ରେ ଅଡି ବସିଛନ୍ତି ଗାଁ ଲୋକେ। ସମସ୍ତେ ଏକାଠି ହୋଇ ପ୍ରଶାସନର ପ୍ରୟାସକୁ ରୋକିବାକୁ କରିଛନ୍ତି ଚେଷ୍ଟା।

aska
Dalit Family: ୨୫ ବର୍ଷ ପରେ ଗାଁକୁ ଫେରିବେ ୫୦ ଦଳିତ ପରିବାର

ଭିଟାମାଟିକୁ ଫେରିବେ ୨୫ ବର୍ଷ ଧରି ଗାଁରୁ ବିତାଡ଼ିତ ହୋଇଥିବା ଗଞ୍ଜାମ ଜିଲ୍ଲା ଆସ୍କା ବାଲିଛାଇ ଗାଁର ୫୦ ଦଳିତ ପରିବାର । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି । ଗାଁର ଉଭୟ ଗୋଷ୍ଠୀର ଲୋକଙ୍କୁ ଆସିକା ବ୍ଲକ ଅଫିସକୁ ଡ଼କାଯାଇ ଏକ ବୈଠକ କରି ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର. ବି.ଡି.ଓ ଥାନା ଅଧିକାରୀ ମିଳିତ ଭାବେ ବୁଝାଇଛନ୍ତି ।

New Heritage Village
New Heritage Village: ମିଳିବ ହେରିଟେଜ୍ ଭିଲେଜର ମାନ୍ୟତା, ଗାଁ ଲୋକଙ୍କ ଖୁସି କହିଲେ ନସରେ

ଗଞ୍ଜାମ ଜିଲ୍ଲାର ଏଇ ଗାଁ ହେବାକୁ ଯାଉଛି ହେରିଟେଜ ଭିଲେଜ ବା ଐତିହ୍ୟ ଗାଁ । ଏହି ଗାଁକୁ ମିଳିବ ନୂଆ ପରିଚୟ । ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହେବେ ପିତ୍ତଳ କାମକୁ କୌଳିକ ବୃତ୍ତି କରି ଚଳୁଥିବା ଗ୍ରାମବାସୀ ।

Struggle Of Adi Nayak
Struggle Of Adi Nayak: ପାପୁଲି ନାହିଁ, କିନ୍ତୁ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି ଆଦି ନାୟକ; କେବେ ମିଳିବ ସରକାରୀ ସହାୟତା?

ନିଜର ପୁଞ୍ଜି ବୋଲି କିଛି ନାହିଁ । କେବଳ ମିଳୁଛି ଭିନ୍ନକ୍ଷମ ଭତ୍ତା । ତାହା ପୁଣି ମାତ୍ର ବାର ଶହ ଟଙ୍କା । ଏଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର । ତେଣୁ ଯେତେ କଷ୍ଟ ହେଲେବି ଆଦି ଏବେ ଅନ୍ୟମାନଙ୍କ ଭଳି ଭାଗ୍ୟ ଏବଂ ପରିସ୍ଥିତିକୁ ଦୋଷ ନଦେଇ କଠିନରୁ କଠିନ ପରିଶ୍ରମ କରିବା ଜାରି ରଖିଛନ୍ତି ।

 Ex-Army Jawan Seeks Justice
 Ex-Army Jawan Seeks Justice: ବାଃ ବାଃରେ ବ୍ୟବସ୍ଥା; ବୟସର ଅପରାହ୍ଣରେ ନ୍ୟାୟ ମାଗୁଛନ୍ତି ଯବାନ

ଦୀର୍ଘ ୪୩ ବର୍ଷର ସଂଘର୍ଷ ପରେ ବି ସେ ଆଜି ଥକି ପଡ଼ିନାହାନ୍ତି । ନିଜ ପାଇଁ ନ୍ୟାୟର ଲଢ଼େଇ ଲଢ଼ି ଚାଲିଛନ୍ତି । କୋର୍ଟ କଚେରୀ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ କଥା ହୋଇଥିଲେ ମଧ୍ୟ ଏ ଯାଏଁ ତାଙ୍କୁ ନ୍ୟାୟ ମିଳିପାରିନି l

 Lord hanuman
କୋଟିଏ ରୁଦ୍ରାକ୍ଷରେ ହନୁମାନ, ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା

କୋଟିଏ ରୁଦ୍ରାକ୍ଷରେ ପ୍ରସ୍ତୁତ ହୋଇଛନ୍ତି ହନୁମାନ । ଏହାସହ ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା । ଦେଶର କୋଣ ଅନୁକୋଣରୁ ଆସିଛି ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲିଖିତ ଏହି ରାମନାମ ପତ୍ରିକା । ଏ ହେଉଛି ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମର ଦୃଶ୍ୟ । ଏଠି ନିଆରା ଢଙ୍ଗରେ ପାଳନ ହେଉଛି ହନୁମାନ ଜୟନ୍ତୀ ।

Road Accident
ପିକଅପ୍‌ ଭ୍ୟାନ୍‌କୁ ଧକ୍କାଦେଲା ବସ୍‌; ୩ଜଣଙ୍କ ମୃତ୍ୟୁ

ବସ୍‌ ଧକ୍କାରେ ପିକଅପ୍‌ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍‌ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Son Bitten His Mother
ଭତ୍ତା ଟଙ୍କା ଦେଲାନି ମାଆ, ନିସ୍ତୁକ ମାଡ଼ ମାରିଲା କୁଳାଙ୍ଗାର ପୁଅ

ଏହି ଘଟଣା ପରେ ଛଳ ଛଳ ଆଖିରେ ନିଜର ଦୁଃଖ ବଖାଣିଛନ୍ତି ୭୦ ବର୍ଷୀୟ ବୃଦ୍ଧା ଜଣଙ୍କ। ସେ କହିଛନ୍ତି, ମୁଁ କିଛି ଭୁଲ କରିନି, ତଥାପି ମୋତେ ସାନ ପୁଅ ପ୍ରମୋଦ ବହୁତ ମାରିଲା

Yojna
ମୂଳରୁ ପୋଖରୀ ନାହିଁ...ପୁନରୁଦ୍ଧାର ନାଁରେ ବିଲ୍‌ ହେଲା ୮ ଲକ୍ଷ

ପଡିଆକୁ କରିଦେଲେ ପୋଖରୀ, ଲୁଟି ନେଲେ ୮ ଲକ୍ଷ ଟଙ୍କା । ସତ ଜାଣିବା ପରେ ଗାଁ ଲୋକ କଲେ ବିରୋଧ।

renovation of ‘non-existing’ pond
ମୂଳରୁ ପୋଖରୀ ନାହିଁ...ପୁନରୁଦ୍ଧାର ନାଁରେ ବିଲ୍‌ ହେଲା ୮ ଲକ୍ଷ

ପଡିଆକୁ କରିଦେଲେ ପୋଖରୀ, ଲୁଟି ନେଲେ ୮ ଲକ୍ଷ ଟଙ୍କା । ସତ ଜାଣିବା ପରେ ଗାଁ ଲୋକ କଲେ ବିରୋଧ

Spinning mill
ଆସିକା ସୂତାକଳ; କର୍ପୁର ଉଡ଼ିଯାଇଛି କନା ପଡ଼ିଛି ,ଭାଗ୍ୟକୁ ଆଦରି ମରି ମରି ବଞ୍ଚୁଛନ୍ତି ଶ୍ରମିକ

ସୂତାକଳ ବନ୍ଦ ହୋଇଯାଇଛି ବକେୟା କିନ୍ତୁ ମିଳିନି। ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ବର୍ଷ ବର୍ଷ ଧରି କାମ କରି ପରିବାର ଚଳାଉଥିବା ଶ୍ରମିକ ।

deadbody
ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

ପାରିବାରିକ କଳହରୁ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଆସିକା ଥାନା ପୋଲିସର ତଦନ୍ତ ।

Dilapidated Condition Of School Building Poses Threat For Students In Aska
ଏ କି ସ୍କୁଲ? ପିଲାଙ୍କ ଉପରେ ଭୁଶୁଡ଼ି ପଡ଼ିବ ଛାତ?

ଏ କେମିତିକା ସ୍କୁଲ? ପାଦେ ପାଦେ ରହିଛି ବିପଦ...ଛାତ ଫାଟି ଆଁ କଲାଣି। ଗୋଟିଏ ଶ୍ରେଣୀରେ ପଢୁଛନ୍ତି ଦୁଇ ଦୁଇ ଶ୍ରେଣୀର ପିଲା। ଝରକା ଟିଣ ଭାଙ୍ଗି ବଙ୍କା ହେଲାଣି...ଆଉ ଏମିତି ବିପଦରେ ପଢୁଛନ୍ତି ପିଲା। ସ୍କୁଲ ଅବସ୍ଥା ଦେଖି ବାପା-ମା ବି ପିଲାଙ୍କୁ ଛାଡ଼ିବାକୁ ନାରାଜ। ହେଲେ ଚେଇଁ ଶୋଇଛି ପ୍ରଶାସନ

Tapaswini
ସବୁ ଲେଡ଼ିଜ୍‌ ଏକାଠି ହୁଅ, ତା’ଘରେ ପଶ...ହାବୁଡ଼ରେ ପଡ଼ିବ ତ...

ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ

Teacher Crisis Hunts Education At Aska Smart School
ଏଠି ୧୦ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଟିଚର୍

ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟହାଇସ୍କୁଲରେ ରୂପାନ୍ତରିତ କରାଯାଇଛି.. ଅତ୍ୟାଧୁନିକ ବିଜ୍ଞାନ ପ୍ରୟୋଗଶାଳା ସହ ଇ-ଲାଇବ୍ରେରୀ, କାନ୍ଥ-ବାଡ଼ରେ ସୁନ୍ଦର ଚିତ୍ର,ରମଣୀୟ ପରିବେଶ ସାଙ୍ଗକୁ ଆହୁରି କେତେକଣ.. ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷକ ନିଯୁକ୍ତି କଥା କିନ୍ତୁ ଭୁଲିଗଲେ ସରକାର..ଏହି ସ୍ମାର୍ଟ ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପ୍ରାଇମେରୀ ଶିକ୍ଷକ..ଓଡ଼ିଶା ସରକାରଙ୍କ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଏଭଲି ବିକଳ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖାରିଆ ପଞ୍ଚାୟତ ହୁମୁକି ଗାଁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ..