• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kashipur

Special story
କାଶୀପୁର ହଇଜାରେ ଆଜି ଆଉ ୨ ମୃତ : ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ହାଡ଼ିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଆକ୍ରାନ୍ତ ଓ ଟିକିରି ପଞ୍ଚାୟତ ଜାମୁଗୁଡ଼ରେ ଆଉ ଜଣେ ମହିଳା ଆକ୍ରାନ୍ତ ମୃତ ।

Vibrio Cholerae
ଡରାଇଲାଣି ଝାଡ଼ା ବାନ୍ତି ! ଗୋଟିଏ ପରେ ଗୋଟିଏ ନେଉଛି ଜୀବନ..

ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।

Special story
କାଶୀପୁରରେ ହଇଜା ଆତଙ୍କ :  ମୋଟ ୧୦୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ  

୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କୋଲେରା ବୀଜାଣୁ

Vibrio Cholerae
ହଇଜା କବଳରେ କାଶୀପୁର ! ଶହେ ପାର୍ ଝାଡ଼ାବାନ୍ତି ସଂକ୍ରମିତଙ୍କ ସଂଖ୍ୟା, ଗଲାଣି ୭ ଜୀବନ

୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।

narasingha
କାଶୀପୁରରେ ଝାଡ଼ାବାନ୍ତି ନା ହଇଜା ? କମ୍ପିଲା ବିଧାନସଭା, ନରସିଂହ କହିଲେ ସରକାର ସ୍ପଷ୍ଟ କରନ୍ତୁ

କାଶୀପୁର ଘଟଣାକୁ ନେଇ କଂଗ୍ରେସର ଉଦବେଗ୍ । ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରଙ୍କ ଟାଗେର୍ଟ ।

Vibrio Cholerae
କାଶୀପୁର ଝାଡ଼ାବାନ୍ତି ହେଉଛି ମାରାତ୍ମକ ‘ଭିବ୍ରିଓ କଲେରା’: CDMO

ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

Special story
କାଶୀପୁରରେ ବ୍ୟାପି ଚାଲିଛି ଝାଡ଼ାବାନ୍ତି : ଆଉ ୨ ଜଣଙ୍କ ଜୀବନ ଗଲା, ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଏବେବି ଚିକିତ୍ସିତ ହେଉଛନ୍ତି ୬୦ରୁ ଅଧିକ ଆକ୍ରାନ୍ତ, ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଲେ ଜିଲ୍ଲାପାଳ