• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Train Accident

Train
Falaknuma Express Train Incident: ଫାଲକନାମା ଏକ୍ସପ୍ରେସ ଟ୍ରେନ ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ଘଟିଲା ଏମିତି, ଭୟଭୀତ ହୋଇଗଲେ ଯାତ୍ରୀ

ଦୁଇଟି ବଗି ସେଠାରେ ଅଲଗା ହୋଇଯାଇଥିବା ବେଳେ ଟ୍ରେନଟି ଆଗକୁ ଚାଲିଯାଇଥିଲା । ସେହି ବଗି ଓ ପାଖ ବଗିରେ ଥିବା ଯାତ୍ରୀମାନେ କେହି କିଛି ବୁଝିପାରିନଥିଲେ । ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହେବା ପରେ କିଛି ବାଟ ରେଳଧାରଣାରେ ଆଗକୁ ଯାଇ ଅଟକିଯାଇଥିଲା । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । କିନ୍ତୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।

ଗୋଟିଏ ଦିନରେ ଚାଲିଗଲେ ବାପା-ପୁଅ
Accident: ଦୁର୍ଘଟଣାରେ ପୁଅର ମୃତ୍ୟୁ ଖବର ଶୁଣି ହସ୍‌ପିଟାଲ୍ ବେଡ୍‌ରେ ଆଖି ବୁଜିଲେ ବାପା

ଗୋଟିଏ ଦିନରେ ଆଗ ପଛ ହୋଇ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ଗ୍ରାମବାସୀଙ୍କ ଦ୍ବାରା ଅଭିମନ୍ୟୁଙ୍କ ଶବ ସତ୍କାର କରାଯାଇ ପିତା କାର୍ଯ୍ୟ ଚାଲିଥିବା ବେଳେ ଦୁର୍ଘଟଣାରେ ମୃତ ପୁଅର ଶବକୁ ଆଣିବାକୁ ବାହାରିଛନ୍ତି ଗ୍ରାମବାସୀ। ସ୍ୱାମୀ ଓ ପୁଅର ମୃତ୍ୟୁରେ ବୃଦ୍ଧା ସୁଜନଙ୍କ ଦୁନିଆ ଯେମିତି ଅନ୍ଧାର ହୋଇଯାଇଛି। ତାଙ୍କର କୋହଭରା ଚିତ୍କାର ଏବେ ଗାଁ ଦାଣ୍ଡ ଫଟାଇ ଦେଉଛି।

Train Accident
Train Mishap In Odisha: ଓଡ଼ିଶାରେ ନିୟମିତ ଅନ୍ତରରେ କାହିଁକି ଘଟୁଛି ରେଳ ଦୁର୍ଘଟଣା?

ଓଡ଼ିଶାରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପଛର କାରଣ କଣ ? କାହିଁକି ନିୟମିତ ବ୍ୟବଧାନରେ ରେଳଯାତ୍ରା ବେଳେ ଅସୁରକ୍ଷିତ ହୋଇପଡୁଛି ଯାତ୍ରୀଙ୍କ ଜୀବନ ? ରେଳ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଟ୍ରେନ୍ ଡିରେଲମେଣ୍ଟ ପଛରେ ରେଳ ଧାରଣା ମରାମତିର ଅଭାବ ଏକ ପ୍ରମୁଖ କାରଣ ।

Kamakhya Express
ପୁଣି ବଡ଼ ଟ୍ରେନ ଦୁର୍ଘଟଣା, କେବେ ଚେତିବ ରେଲୱେ ?

ସବୁ କିଛି ଠିକ୍‌ଠାକ୍‌ ଥିଲା । ଲୋକ ପାଇଲଟ୍‌ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍‌ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍‌ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି ।

Special Train
Kamakhya Express Derail: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା, ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀ

ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳ ନିକଟ ଚୌଦ୍ୱାର ମଙ୍ଗୁଳିକୁ ଯାଇଛି । ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ଏହି ଟ୍ରେନ୍ । ସମସ୍ତ ଯାତ୍ରୀଙ୍କୁ ନେଇ ଟ୍ରେନଟି କାମାକ୍ଷା ଅଭିମୁଖେ ଯାତ୍ରା କରିବ ।

train
କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ

ଟ୍ରାକରୁ ଖସିଲା କାମାକ୍ଷା ଏକ୍ସପ୍ରେସ୍। ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଚୌଦ୍ବାର ନିକଟ ନିର୍ଗୁଣ୍ଡିରେ ଏହି ଦୁର୍ଘଟଣା ଘଟିଛି।

Helpline Number
Kamakhya Express Derails: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ଜଣେ ମୃତ, ଜାରି ହେଲା ହେଲ୍ପଲାଇନ୍ ନମ୍ୱର

କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହେବା ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହେଲ୍ପଲାଇନ୍ ନମ୍ବର ଜାରି କଲା ଇଷ୍ଟକୋଷ୍ଟ ରେଲୱେ ।  - କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮

tapas
ଫୋନ୍‌ ଆସିଲା, ତାପସ ଆଉ ନାହିଁ

#ଫୋନ୍‌_ଆସିଲା, #ତାପସ_ଆଉ_ନାହିଁ ସେ ବହୁତ ଭଲ ଛାତ୍ର ଥିଲେ। ଭଲ ପାଠ ପଢ଼ୁଥିଲେ। କ’ଣ ହେଲା କେଜାଣି। କେମିତି ମୃତ୍ୟୁ ହେଲା କିଛି ଜଣାପଡୁନି। ଆମକୁ ଫୋନ୍‌ ଆସିଲା ସିଏ ଆଉ ନାହିଁ ବୋଲି କହିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ର ତାପସ ରଞ୍ଜନ ନାୟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମାଇଁ।

Train Derails
Train Derails: କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ

ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌ରେ ଟ୍ରେନର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ଲାଇନ୍‌ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।

Train Accident in Balasore
Train Halted in Balasore: ବାଲେଶ୍ୱର ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି-ଚେନ୍ନାଇ ଟ୍ରେନରୁ ଖସି ପଡ଼ିଲା ବ୍ୟାଟେରୀ ବକ୍ସ

ଯାତ୍ରୀବାହୀ ଟ୍ରେନ୍‌ଟି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଟ୍ରେନ୍‌ଟି ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Death
Selfie In Running Train : ଝିଅର ଆସିବା ବାଟକୁ ଅନାଇ ବସିଥିଲା ମା’; ପହଞ୍ଚିଲା ମୃତଦେହ

ଟ୍ରେନରେ ଖୁସି ମଜା ଚାଲିଥିଲା। ଏହି ସମୟରେ ଟାଙ୍ଗରିଆପାଳ - ଶଗଡ଼ ପଟା ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରେ ସାଙ୍ଗମାନଙ୍କ ସହ ସେଲଫି ନେଉଥିଲେ ନମ୍ରତା। ହେଲେ ତାଙ୍କ ଖୁସି ବେଶୀ ସମୟ ରହି ନଥିଲା।

ଗୁଜବ ପଛରେ ଚା’ ବିକାଳି !
Jalgaon Train Accident: ମହାରାଷ୍ଟ୍ର ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଖୁଲାସା, ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲା ଚା' ବିକାଳି !

ଟ୍ରେନ୍‌ରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରସାରିତ ହେବା ପରେ ଶତାଧିକ ଯାତ୍ରୀ ଭୟରେ ପୁଷ୍ପକ ଏକ୍ସପ୍ରେସରେ ଚେନ ପୁଲ୍ କରି ଡେଇଁ ପଡ଼ିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସଂପୃକ୍ତ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ।

Stones thrown at Vande Bharat train
Stones thrown at Train: ଟ୍ରେନ୍‌ ଉପରକୁ ପଥର ଫିଙ୍ଗି ମାରୁଥିଲେ ଚମ୍ପଟ୍; ୨ଜଣଙ୍କୁ ମାଡ଼ି ବସିଲା ପୋଲିସ

କିଛିଦିନ ତଳେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ବେଳେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥର ମାଡ଼ ହୋଇଛି। ସବୁଥର ଆକ୍ରମଣକାରୀ ଖସି ଯାଉଥିବା ବେଳେ ଏଥର କିନ୍ତୁ ପୋଲିସ ହାବୁଡ଼ରେ ପଡିଛି।

Train Accident
Train Accident: ସାଲିମାର-ସିକନ୍ଦରାବାଦ୍ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ

ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।

Accident
ଇଅର ଫୋନ୍‌ ଦେଇ ବସିଥିଲେ, ଧକ୍କା ଦେଲା ଟ୍ରେନ୍‌... ଚାଲିଗଲା ଜୀବନ

ଭାବିଥିଲେ ସେଇ ପଟ୍ରିରେ ଆସୁନାହିଁ ଟ୍ରେନ୍‌ । ଆଉ ଆରମ୍‌ରେ ବସି କାନରେ ଇଅର ଫୋନ୍‌ ଲଗାଇ ମୋବାଇଲ ଦୁନିଆରେ ହଜିଯାଇଥିଲେ ।

train
ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ଟ୍ରାକ୍‌ରୁ ମିଳିଲା କାଠଗଣ୍ଡି

ପୁଣି ଟ୍ରେନ୍‌କୁ ଟାର୍ଗେଟ୍। କିଛି ଦିନର ବ୍ୟବଧାନ ପରେ ଟ୍ରେନ୍‌କୁ ଲାଇନଚ୍ୟୁତ ଉଦ୍ୟମ। ଲକ୍ଷ୍ନୌ ନିକଟ ମାଲିହାବାଦ ରେଳ ଷ୍ଟେସନ ନିକଟରେ ବଡ଼ ଅଘଟଣରୁ ବର୍ତ୍ତିଲା ବରେଲି-ବାରାଣାସୀ ଏକ୍ସପ୍ରେସ।

Elephant
ଟ୍ରେନ୍ ଧକ୍କା ଦେବା ଘଟଣା: ଚିକିତ୍ସା ପାଇଁ ନନ୍ଦନ କାନନ ଆସୁଛି କୁନି ହାତୀ

ରାଉରକେଲାରେ ହାତୀ ପଲଙ୍କୁ ଟ୍ରେନ୍ ଧକ୍କା ଦେବା ଘଟଣାରେ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଉଛି ।

Train Accident
୭୫ କିଲୋମିଟର ସ୍ପିଡ୍‌ରେ ଟ୍ରେନ୍‌କୁ ଧକ୍କା ଦେଲା ଟ୍ରେନ୍‌, ୮ ବଗି ଛିନ୍‌ଛତ୍ର !

ମାଲବାହୀ ଗାଡି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନରେ ପଶି ଏହା ଧକ୍କା ଦେଇଥିବା ରେଲୱେ ପକ୍ଷରୁ କୁହାଯାଇଛି। 

Train Accident
ତାମିଲନାଡ଼ୁରେ ବଡ଼ ଟ୍ରେନ୍ ଦୁର୍ଘଟଣା, ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ମହୀଶୁର-ଦରଭଙ୍ଗା ଏକ୍ସପ୍ରେସ୍

ଟ୍ରାକରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଛି ଯାତ୍ରୀବାହୀ ଏକ୍ସପ୍ରେସ । ଏଥିରେ ଟ୍ରେନର ୫ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହିତ ସେଥିରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।

Train accident
ପୁଣି ଏଡାଗଲା ବଡ଼ ଟ୍ରେନ ଅଘଟଣ; ରେଳ ଧାରଣାରୁ ମିଳିଲା ଗ୍ୟାସ ସିଲିଣ୍ଡର

ଉତ୍ତରପ୍ରଦେଶର ପ୍ରେମପୁର ରେଳଷ୍ଟସନ ନିକଟ ଧାରଣା ଉପରୁ ଗ୍ୟାସ ସିଲିଣ୍ଡର ଠାବ। ଏହା ଦେଖିବା ପରେ ଟ୍ରେନ ଅଟକାଇଲେ ମାଲବାହୀ ଟ୍ରେନର ଲୋକୋ ପାଇଲଟ୍। 

Train Accident Derailment attempt
ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ୭୦ କେଜିର ସିମେଣ୍ଟ ବ୍ଲକକୁ ଧକ୍କା ଦେଲା ମାଲବାହୀ ରେଳ !

ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟାର୍ଗେଟ କରାଯାଇଥିଲା। ଏହାର ଦିନେ ପରେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ।

APM CM Chandrababu Naidu
ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ

ଏକ ନିଶ୍ଚିତ ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ । ରେଲ୍ ବ୍ରିଜ୍ ଉପରେ ରହି ବନ୍ୟା ସ୍ଥିତିର ସମୀକ୍ଷା ବେଳେ ମାଡ଼ିଆସିଲା ଯାତ୍ରୀବାହୀ ଟ୍ରେନ୍।

train accident
ରୋଜଗାରିଆ ପୁଅର ଶେଷ କଲ୍‌

ପୁଅ କଥା ଦେଇଥିଲା। ବୋଉ ଲୋ…କାମ ଅଛି ଟିକେ ଟାଟା ଯାଉଛି। ହେବ ଯଦି ସଞ୍ଜ ବେଳେ ଫେରିବି। ହେଲେ ରାତିରେ ଫୋନ କଲା, ଆଜି ନୁହେଁ କାଲି ଫେରିବି। କିନ୍ତୁ କିଏ ଜାଣିଥିଲା କଥା ଦେଇଥିବା ପୁଅ ଏମିତି ଠକିଦେବ ବୋଲି। କିଏ ଜାଣିଥିଲା, ତାର ସେ ଫୋନ କଲ୍ ଜୀବନର ଶେଷ ଫୋନକଲ ହେଇଯିବ ବୋଲି !

Train Accident
ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ ଟ୍ରାଜେଡି: ମୃତ ଦୁଇଜଣ ହେଲେ ଓଡ଼ିଆ

ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ ।

Train Accident
ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା; ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍  ଲାଇନଚ୍ୟୁତ... 

ଟ୍ରାକରୁ ଖସିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍।