ଭାଇରାଲ୍ ଗାର୍ଲ ଭାବରେ ପ୍ରସିଦ୍ଧ ମୋନାଲିସା ନିକଟରେ ତାଙ୍କର ପ୍ରଥମ ମ୍ୟୁଜିକ୍ ଭିଡିଓର ସୁଟିଂ ଶେଷ କରିଛନ୍ତି। ଏଥିରେ ତାଙ୍କ ସହିତ ଅଭିନେତା ଉତ୍କର୍ଷ ସିଂହ ମଧ୍ୟ ନଜର ଆସିବେ। ଏହି ମ୍ୟୁଜିକ୍ ଭିଡିଓର ପ୍ରଥମ ଲୁକ୍ରେ, ମୋନାଲିସା ସୁଟ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି।
ଏବେ ପୁଣି ଥରେ ମୋନାଲିସା ପାପାରାଜୀଙ୍କ କ୍ୟାମେରାରେ କଏଦ ହୋଇଛନ୍ତି। ଭାଇରାଲ୍ ଗାର୍ଲ ଏକ ଏମ୍ବ୍ରୋଡେରୀ ନୀଳ ସୁଟ୍ ପିନ୍ଧିଥିବାର ନଜର ଆସନ୍ତି। ମୋନାଲିସାଙ୍କ ମୁହଁରେ ବହୁତ କମ୍ ମେକଅପ୍ ଅଛି। ଏଥିରେ ମୋନାଲିସାଙ୍କ ଷ୍ଟାଇଲ୍, ସ୍ମାଇଲ୍ ଆଉ ସ୍ୱାଗ୍ ଦେଖିଲେ ବଡ ବଡ ହିରୋଇନ୍ମାନେ ବି ଫିକା ପଡିଯିବେ।
କିଛି ମାସ ପୂର୍ବେ, ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରୁ ମୋନାଲିସା ରାତାରାତି ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଯାଇଥିଲେ। କୁହାଯାଉଛି ଯେ ଆଜିକାଲି ମୋନାଲିସା ତାଙ୍କର ବଲିଉଡ୍ ଡେବ୍ୟୁ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହାରି ଭିତରେ ସେ ଏକ ଲାଲ ଡ୍ରେସ୍ ପିନ୍ଧି ବଧୂ ପରି ସଜ୍ଜିତ ହୋଇଥିବା ନଜର ଆସନ୍ତି । ତାଙ୍କର ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଛାଇ ଯାଇଛି।
ସୋସିଆଲ ମିଡିଆରେ ମହାକୁମ୍ଭର ଭାଇରାଲ୍ ଗାର୍ଲ ମୋନାଲିସାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିଷୟରେ କିଛି କହୁଥିବାର ଦେଖାଯାଏ। ଏହି ଭିଡିଓ ଦେଖିବାକୁ ପରେ ମୋନାଲିସାଙ୍କ ପ୍ରତି ସନୋଜଙ୍କ ଭାବନା କ’ଣ ଆପଣ ଜାଣିପାରିବେ।
ଲୋକମାନେ ମୋନାଲିସାଙ୍କ ପ୍ରତ୍ୟେକ ଷ୍ଟାଇଲ୍ ଏବଂ ଅପଡେଟ୍ ଉପରେ ନଜର ରଖିଛନ୍ତି। ମୋନାଲିସା ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ମନୋରଂଜନ କରିବାରେ ଆଜିକାଲି ଖୁବ ବ୍ୟସ୍ତ ରହୁଛନ୍ତି। ବର୍ତ୍ତମାନ ସେ ତାଙ୍କ ପ୍ରଶଂସକଙ୍କ ହୃଦୟକୁ ଜିତିବା ପାଇଁ ତାଙ୍କର ଅତ୍ୟାଧୁନିକ ରୂପ ଦେଖାଇଛନ୍ତି।
ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ସନୋଜ ମିଶ୍ର। ତାଙ୍କ ନାମରେ ଦୁଷ୍କର୍ମ ସହିତ ମାରପିଟ, ଗର୍ଭପାତ କରାଇବା ଏବଂ ଧମକ ଦେବା ଆଦି ଅଭିଯୋଗ ହୋଇଛି। ଏହି ମାମଲାରେ କେନ୍ଦ୍ରୀୟ ଦିଲ୍ଲୀ ପୋଲିସର ନବୀ କରିମ ପୋଲିସ ଷ୍ଟେସନର ଟିମ୍ ଗାଜିଆବାଦରୁ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଗିରଫ କରିଛି।
ବର୍ତ୍ତମାନ ମୋନାଲିସାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏକ ଫିଲ୍ମର ସୁଟିଂ କରୁଥିବା ନଜର ଆସିଛନ୍ତି। ଏହି ସିନ୍ରେ ଅଭିନେତ୍ରୀ ଏକୁଟିଆ ଅନେକ ଗୁଣ୍ଡାଙ୍କ ସହ ଲଢୁଥିବା ଦେଖାଯାଏ। ସେ ସମସ୍ତଙ୍କୁ ପିଟି ତଳେ ପକାଇ ଦେଉଛନ୍ତି।
ବର୍ତ୍ତମାନ ମହାକୁମ୍ଭର ମୋନାଲିସାଙ୍କର ଆଉ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ମୋନାଲିସା ତାଙ୍କର କିଛି ବନ୍ଧୁଙ୍କ ସହ 'ଦୁନିଆ ମେଁ ରହନା ହେ ତୋ କାମ କର ପ୍ୟାରେ' ଗୀତରେ ଅଭିନୟ କରୁଥିବା ନଜର ଆସିଛନ୍ତି।
ମୋନାଲିସା ନାଚିବା ପୂର୍ବରୁ ପ୍ରଥମ ଦର୍ଶକ ମାନଙ୍କୁ ଆଇ ଲଭ ୟୁ ବୋଲି କହିଥିଲେ। ଏହି ଭିଡିଓଟିକୁ ମୋନାଲିସା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର ମଧ୍ୟ କରିଥିଲେ।
ମୋନାଲିସା ପୁଣି ଥରେ ଇଣ୍ଟର୍ନେଟ୍ରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ସେ ସଲମାନ ଖାନଙ୍କ ସୁପର୍ହିଟ ଫିଲ୍ମ ଦବଙ୍ଗରୁ 'ଚୋରି କିୟାରେ ଜିଆ' ଗୀତରେ ଏକ ଚମତ୍କାର ରିଲ୍ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି। ଭିଡିଓ ମଧ୍ୟ ରାତାରାତି ଭାଇରାଲ୍ ହୋଇଛି।
ପ୍ରୟାଗରାଜର ମହାକୁମ୍ଭ ବଦଳାଇ ଦେଇଛି ମାଳା ବିକ୍ରି କରୁଥିବା ଝିଅ ମୋନାଲିସାଙ୍କ ଭାଗ୍ୟ । ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ତାଙ୍କୁ ସିଧା ସଳଖ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି ।
ସୋସିଆଲ୍ ମିଡିଆରେ ମୋନାଲିସାଙ୍କ ଅଭିନୟ ଭିଡିଓ ଭାଇରାଲ୍ ହେଉଛି। ଏହି ଭାଇରାଲ୍ ଭିଡିଓରେ ସେ ଦମଦାର୍ ଡାଏଲଗ୍ କହୁଥିବା ଦେଖିବାକୁ ମିଳେ। ଦେଖନ୍ତୁ ତାଙ୍କ କରାମତି।
ଭାଇରାଲ୍ ଗାର୍ଲ ମୋନାଲିସା ଏବେ ଏକ ବିବାଦର ଅଂଶ ହୋଇଯାଇଛନ୍ତି। ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏହି ବିବାଦକୁ ନେଇ ମୋନାଲିସା ନିଜେ ଆଗକୁ ଆସିଛନ୍ତି।
ଅଭିନୟ ଏବଂ ଗ୍ରୁମିଂ କ୍ଲାସ୍ ନେଉଥିବା ମୋନାଲିସା ଏକ ନୂଆ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗୀତ ଗାଉଥିବାର ନଜର ଆସନ୍ତି। ତାଙ୍କର ଭିଡିଓ ଜୋରଦାର୍ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ପ୍ରତିକ୍ରିୟା ଦେବାରେ ହେଳା କରୁ ନାହାନ୍ତି।
ନିକଟରେ ମୋନାଲିସା କେରଳରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ତାଙ୍କର ଲାଟେଷ୍ଟ୍ ମେକ୍ଅପ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ସେନ୍ସେସନ୍ ମୋନାଲିସାଙ୍କ ଭିଡିଓ ଦେଖି ଆପଣ ମଧ୍ୟ ପ୍ରଥମ ନଜରରେ ଧୋକା ଖାଇଯିବେ।
ବଦଳି ଯାଇଛି ମାଳା ବିକାଳି ମୋନାଲିସାଙ୍କ ଭାଗ୍ୟ। ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ବର୍ତ୍ତମାନ ତାଙ୍କ ପାଇଁ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି। ସେ ଆଉ ଛୋଟମୋଟ ଲୋକଙ୍କ ସହିତ ବୁଲୁ ନାହାନ୍ତି, ବଲିଉଡ୍ ସେଲିବ୍ରେଟିଙ୍କ ସହିତ ବୁଲୁଛନ୍ତି।
ପୁଣି ଭାଇରାଲ୍ ହେଲା ମୋନାଲିସାଙ୍କ ନୂଆ ଭିଡିଓ। ମୋନାଲିସା ହାତରେ ସିଲଟ୍-ଖଡି ଧରିଛନ୍ତି ଆଉ ପାଠ ପଢୁଛନ୍ତି। ସେ ଶିଖୁଛନ୍ତି ଅ-ଆ। ତାଙ୍କ ଗୁରୁ ସାଜିଛନ୍ତି ସିନେମା ନିର୍ମାତା। ଆସନ୍ତୁ ପୂରା ଜାଣିବା…
ମୋନାଲିସାଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ସମ୍ପୂର୍ଣ୍ଣ ପୋଷାକ ପିନ୍ଧି ମାଳା ବିକୁଥିବା ମୋନାଲିସା ବର୍ତ୍ତମାନ ଛୋଟ ପୋଷାକ ପିନ୍ଧୁଛନ୍ତି। ମୋନାଲିସାଙ୍କ ଭାଇରାଲ ଭିଡିଓରେ ସେ ଏକ ସ୍କର୍ଟ ଓ ଟପ୍ସ ପିନ୍ଧି ଭିଡଓ ଛାଡିଥିଲେ।
କୁମ୍ଭ ମେଳା ୨୦୨୫ରେ ନିଜର ଆଖି ପାଇଁ ରାତାରାତି ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କୁମ୍ଭ ମେଳାରେ ଭାଇରାଲ ହେବା ପରେ ଘରକୁ ଫେରି ଆସିଥିବା ମୋନାଲିସା ଏବେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଛନ୍ତି।
ମହାକୁମ୍ଭ ୨୦୨୫ରେ ବିଭିନ୍ନ ବାବାମାନଙ୍କ ବ୍ୟତୀତ ସବୁଠାରୁ ଯିଏ ଅଧିକ ଚର୍ଚ୍ଚାରେ ରହିଛି ସେ ଇନ୍ଦୋରର ମହେଶ୍ୱର ଗାଁରେ ରହୁଥିବା ମୋନାଲିସାଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି। ଏବେ ତାଙ୍କୁ ଭିନ୍ନ ଲୁକ୍ରେ ଦେଖିବାକୁ ମିଳୁଛି।
ମୋନାଲିସା ଭୋନ୍ସଲେଙ୍କ ଭାଇ ଉକ୍ତ ଯୁବକ ମାନଙ୍କୁ ବିରୋଧ କରିବା ସହ ଫଟୋ ଡିଲିଟ୍ କରିବା ପାଇଁ କହିଥିଲେ । ଏହାପରେ ସେହି ଲୋକମାନେ ତାଙ୍କ ଭାଇଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନଥିଲେ ।
Mona Lisa Maha Kumbh: ତ୍ତରପ୍ରଦେଶର ମହାକୁମ୍ଭ ମେଳାରୁ ପ୍ରତିଦିନ କାହାରି ନା କାହାରି କାହାଣୀ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ଏବେ ମହାକୁମ୍ଭ ଜଣେ ମାଳା ବିକୁଥିବା ଝିଅ ଖୁବ ଭାଇରାଲ ହେଉଛି । ନା ହେଉଛି ମୋନାଲିସା ବନଜାରା ।