ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି।
ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ । ଦେଓମାଳୀ ଯିବା ରାସ୍ତା ଖାଲଖମାରେ ଭର୍ତ୍ତି । ବାଲେଶ୍ୱର ଚାନ୍ଦିପୁର ବି ବିପର୍ଯ୍ୟସ୍ତ ଅବସ୍ଥାରେ । ଚାନ୍ଦିପୁର ବିଚରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା ।
କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରୁ ମଧ୍ୟ ପ୍ରତିଦିନ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଦେଓମାଳିକୁ ଆସୁଛନ୍ତି। ହେଲେ କୁନ୍ଦୁଲି ହାଟ ଠାରୁ ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତାକୁ ଦେଖି ସେମାନେ ମୁହଁ ଫେରୁଛନ୍ତି।
NGTରେ ମାମଲା ଦାୟର କରିଛି ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା
ସରକାରୀ ଖାତାରୁ କୁଆଡ଼େ ଗଲା ଦେଓମାଳି ? ରାଜସ୍ୱ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ରେକର୍ଡ । ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ତଥ୍ୟରୁ ବିବାଦ ।
ଆନ୍ଧ୍ରରୁ ଦଳବଳ ଧରି ମାଡ଼ିଆସିଲେ ବିଜୟନଗରମ୍ ଜିଲ୍ଲାପାଳ। ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଗଲେ।