• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Road Construction

Road Tension
ପନ୍ଦର ଦିନ ନପୁରୁଣୁ ଉଠିଯାଉଛି ପିଚୁ

ଗ୍ରାମବାସୀଙ୍କ ପାଇଁ ରାସ୍ତା ନଥିଲା ....ପିଚୁ ରାସ୍ତା ହେଲା....ହେଲେ ଏମିତି ତିଆରି ହେଲା ଯେ, ନିର୍ମାଣର ପନ୍ଦର ଦିନ ନପୁରୁଣୁ ହାତରେ ଉଠିଯାଉଛି ପିଚୁ ....ରାସ୍ତା ଉପରେ ଉଠିଛି ଅନାବନା ଘାସ

Retired teacher
ରାସ୍ତା ନିର୍ମାଣ ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କ ଅନଶନ; ହେଲେ ପ୍ରଶାସନ ରଖିଲାନି ପ୍ରତିକ୍ରିୟା

ଲାଲସିଂ ପଞ୍ଚାୟତରେ ଆଦର୍ଶ ମାର୍ଗ ରାସ୍ତା, ଅଙ୍ଗନବାଡି କେନ୍ଦ୍ର ଓ ରାମ ମନ୍ଦିର ଯିବା ରାସ୍ତା ଅତି ଶୋଚନୀୟ ସ୍ଥିତିରେ ରହିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡୁଛି ଡ୍ରେନ ସବୁ ମୁକୁଳା ରହିଛି । ଫଳରେ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଜମିବା ସହ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ।

Tree
ଗଛରେ ଅଛି ବୁଢୀ ଠାକୁରାଣୀ: ଯିଏ କାଟିବାକୁ ଗଲା ପ୍ରାଣ ହରାଇଲା.. ଏବେ ରାସ୍ତା ଘୁଂଚିଲା କିନ୍ତୁ ଗଛ ରହିଲା

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କି ଏହାରି ମଧ୍ୟରେ ୬ ବର୍ଷ ବିତିଯ।ଇଛି । ରାସ୍ତା ଉପରେ ସେମିତି ଗଛ ଅଛି । ଆଉ କମ୍ପାନୀର କର୍ମଚାରୀଙ୍କୁ କାଳେ ସ୍ୱପ୍ନାଦେଶ ହୋଇଛି । ତେଣୁ ଏବେ କମ୍ପାନୀ ଓ ସ୍ଥାନୀୟ ବାସିନ୍ଦା ମାନେ ମିଶି ଏଠାରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି।

jojana Ra Na Hariloot
ରାସ୍ତା ନକରି ୧ ଲକ୍ଷ ୯୪ ହଜାର ଟଙ୍କା ବିଲ୍ କରିନେଲେ

କଂକ୍ରିଟ୍ ରାସ୍ତା ପାଇଁ ବିଲ୍ ହୋଇଛି, ହେଲେ କାମ ହୋଇନି

Road Construction
ବାବୁଙ୍କ ମନମୁଖୀ ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା, ଲୋକେ ବି ହନ୍ତସନ୍ତ..

ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ ।

Jojona Ra Na Hariloot- Massive Fund Embezzlement Alleged In Road Construction Works In Cuttack
୧୩ କିମି ରାସ୍ତାକୁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା, ହେଲେ ୭ ଦିନ ହୋଇନି ଗୋଡ଼ି ଉଠିଗଲାଣି...

ଏମାନେ ସବୁ ଖାଇଦେବେ....ମାତ୍ର ୧୩ କିମି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା। ହେଲେ ସାତ ଦିନ ହୋଇନି ରାସ୍ତାରୁ ଉଠିଗଲାଣି ଗୋଡ଼ି, ଦେଖନ୍ତୁ କେତେ ଭଲ ତିଆରି ହୋଇଛି ପିଚୁ ରାସ୍ତା

ROAD
ରାସ୍ତା ନିର୍ମାଣର ୨ଦିନ ନେହେଉଣୁ ଉଠିଯାଉଛି ଗୋଡ଼ି, ଠିକାଦାର ବିରୋଧରେ ତାତିଲେ ଲୋକେ

ନିର୍ମାଣର ୨ଦିନ ନହେଉଣୁ ରାସ୍ତାରୁ ଗୋଡ଼ି ଓ ପିଚୁ ଉଠିଯାଉଛି । କାଦାରକୁ ଘଣ୍ଟ ଘୋଡାଉଛି ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ?

Yojana Ra Na Hariloot - MGNREGA Corruption In Road Construction In Sonepur
ଥରେ ନୁହେଁ, ଦୁଇ ଦୁଇ ଥର ହେଲା ଗୋଟିଏ ରାସ୍ତା କାମ, ଧନ୍ୟ ସରକାର!

ପଦାରେ ପଡିଲା ସରକାରୀ କାମର ଭିତିରି କଥା। ରାସ୍ତା ଟିକିଏ ବଙ୍କା ହୋଇଗଲା ବୋଲି ଆଉ ଥରେ ହେଲା କାମ। ଶ୍ରମିକ ଲାଗିଲେ, ଟଙ୍କା ଖର୍ଚ୍ଚ ବି ହେଲା। ଯାହାକୁ ଦେଖି ଲୋକେ ତାଜୁବ୍...

highwayconstruction
ରାସ୍ତା ନିର୍ମାଣରେ ଗଡ଼ବଡ଼ କରିପାରିବେନି ଠିକାଦାର : ଗୁଣବତ୍ତା ଉପରେ ନଜର ରଖିବ ସେନସର୍

ରାସ୍ତା ନିର୍ମାଣରେ ଅନେକ ଥର ଗୁଣବତ୍ତାକୁ ନେଇ ଅନେକ ସମୟରେ ଅଭିଯୋଗ ଶୁଣିବାକୁ ମିଳେ । ନିର୍ମାଣକାରୀ ସଂସ୍ଥା ଗୁଣବତ୍ତା ଉପରେ ନଜର ରଖିଲେ ସୁଦ୍ଧା କୌଣସି ସୁଫଳ ମିଳେ ନାହିଁ । କେତେବେଳେ ରାସ୍ତା ନିର୍ମାଣ ସରୁ ସୁରୁ ପିଚୁ ଉଠିଯାଏ ପୁଣି ଆଉ କେତେବେଳେ ଅନିୟମିତତା ଦେଖିବାକୁ ମିଳିଥାଏ ।