ଗ୍ରାମବାସୀଙ୍କ ପାଇଁ ରାସ୍ତା ନଥିଲା ....ପିଚୁ ରାସ୍ତା ହେଲା....ହେଲେ ଏମିତି ତିଆରି ହେଲା ଯେ, ନିର୍ମାଣର ପନ୍ଦର ଦିନ ନପୁରୁଣୁ ହାତରେ ଉଠିଯାଉଛି ପିଚୁ ....ରାସ୍ତା ଉପରେ ଉଠିଛି ଅନାବନା ଘାସ
ଲାଲସିଂ ପଞ୍ଚାୟତରେ ଆଦର୍ଶ ମାର୍ଗ ରାସ୍ତା, ଅଙ୍ଗନବାଡି କେନ୍ଦ୍ର ଓ ରାମ ମନ୍ଦିର ଯିବା ରାସ୍ତା ଅତି ଶୋଚନୀୟ ସ୍ଥିତିରେ ରହିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡୁଛି ଡ୍ରେନ ସବୁ ମୁକୁଳା ରହିଛି । ଫଳରେ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଜମିବା ସହ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ।
ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କି ଏହାରି ମଧ୍ୟରେ ୬ ବର୍ଷ ବିତିଯ।ଇଛି । ରାସ୍ତା ଉପରେ ସେମିତି ଗଛ ଅଛି । ଆଉ କମ୍ପାନୀର କର୍ମଚାରୀଙ୍କୁ କାଳେ ସ୍ୱପ୍ନାଦେଶ ହୋଇଛି । ତେଣୁ ଏବେ କମ୍ପାନୀ ଓ ସ୍ଥାନୀୟ ବାସିନ୍ଦା ମାନେ ମିଶି ଏଠାରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି।
ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ ।
ଏମାନେ ସବୁ ଖାଇଦେବେ....ମାତ୍ର ୧୩ କିମି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା। ହେଲେ ସାତ ଦିନ ହୋଇନି ରାସ୍ତାରୁ ଉଠିଗଲାଣି ଗୋଡ଼ି, ଦେଖନ୍ତୁ କେତେ ଭଲ ତିଆରି ହୋଇଛି ପିଚୁ ରାସ୍ତା
ନିର୍ମାଣର ୨ଦିନ ନହେଉଣୁ ରାସ୍ତାରୁ ଗୋଡ଼ି ଓ ପିଚୁ ଉଠିଯାଉଛି । କାଦାରକୁ ଘଣ୍ଟ ଘୋଡାଉଛି ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ?
ପଦାରେ ପଡିଲା ସରକାରୀ କାମର ଭିତିରି କଥା। ରାସ୍ତା ଟିକିଏ ବଙ୍କା ହୋଇଗଲା ବୋଲି ଆଉ ଥରେ ହେଲା କାମ। ଶ୍ରମିକ ଲାଗିଲେ, ଟଙ୍କା ଖର୍ଚ୍ଚ ବି ହେଲା। ଯାହାକୁ ଦେଖି ଲୋକେ ତାଜୁବ୍...
ରାସ୍ତା ନିର୍ମାଣରେ ଅନେକ ଥର ଗୁଣବତ୍ତାକୁ ନେଇ ଅନେକ ସମୟରେ ଅଭିଯୋଗ ଶୁଣିବାକୁ ମିଳେ । ନିର୍ମାଣକାରୀ ସଂସ୍ଥା ଗୁଣବତ୍ତା ଉପରେ ନଜର ରଖିଲେ ସୁଦ୍ଧା କୌଣସି ସୁଫଳ ମିଳେ ନାହିଁ । କେତେବେଳେ ରାସ୍ତା ନିର୍ମାଣ ସରୁ ସୁରୁ ପିଚୁ ଉଠିଯାଏ ପୁଣି ଆଉ କେତେବେଳେ ଅନିୟମିତତା ଦେଖିବାକୁ ମିଳିଥାଏ ।