• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Man Ends Life

Man ends life
ଚାରି ଚାରି ଟା ଝିଅ ହେଲା ପରେ ଚିନ୍ତାରେ ଜୀବନ ହାରିଦେଲେ !

ଏ ହେଉଛନ୍ତି ଏମିତି ଜଣେ ବାପା ଚାରି ଚାରିଟା ଝିଅ ଜନ୍ମକରି ନିଜ ଜୀବନ ହାରି ଦେଲେ । କାରଣ ହେଉଛି ଲାଳନ ପାଳନ କରି ମଣିଷ କରିବାର ଚିନ୍ତା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଲା । ଜୀବନରେ ଅନେକ ଆହ୍ୱାନ୍ ଆସେ , ସମୟ ଅନୁସାରେ ସେ ସବୁ ମଧ୍ୟ ସହଜ ହୋଇଯାଏ, ହେଲେ ଏମିତି ନିଷ୍ପତ୍ତି ପୂରା ଭୁଲ୍ । ଚାରି ଚାରିଟା କଅଁଳା ଝିଅ ପିଲା, ବିଧବା ସ୍ତ୍ରୀ ଓ ମାଆ.. ଏ ଗରିବ ଘରର ଅବସ୍ଥା କଣ ହେଉଥିବ ଏବେ ?

Man Found Hanging In Tree In Koraput
ତେନ୍ତୁଳି ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ, ନାକେଦମ୍ ହେଲା ପୋଲିସ୍‌

ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ।