ନିର୍ବାଚନ ବେଳେ ଅଧିକାଂଶ ସ୍ୱାଧିନ ପ୍ରାର୍ଥୀ ହିଁ ନିଆରା ଢ଼ଙ୍ଗରେ ପ୍ରଚାର କରିଥାନ୍ତି । ଏଥର ବି ଠିକ୍ ସେମିତି କିଛି ଦେଖିବାକୁ ମିଳିଛି ।
ଯଦି ସ୍କୁଲ କର୍ତ୍ତୃପକ୍ଷ ଭିଜିଲାନ୍ସ ବିଭାଗ ଏବଂ ଅନ୍ୟାନ୍ୟ ଫୋରମରେ ସେମାନଙ୍କ ବିରୋଧରେ ଦାଖଲ ହୋଇଥିବା ଦୁର୍ନୀତି ଅଭିଯୋଗ ତୁରନ୍ତ ପ୍ରତ୍ୟାହାର ନକରନ୍ତି ତେବେ ସେମାନେ ଏନଜିଓର ଅଧିକାରୀଙ୍କୁ ଫସାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
‘ଦିନ ସାରା କାମ କରିବା ପରେ ମୁଁ ଘରକୁ ଆସିଥିଲି। ମୁଁ ଘରେ ଥିବା ବେଳେ ପୋଲିସ୍ ପହଞ୍ଚିଥିଲା। ମୋ ନାଁରେ ୱାରେଣ୍ଟ ଥିବା ସେମାନେ କହିଥିଲେ। ପ୍ରାୟ ମଧ୍ୟରାତ୍ର ହେବ। ସେମାନେ ମୋତେ ଗିରଫ କରି ଜେଲକୁ ନେଇ ଯାଇଥିଲେ।’
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୩୧୦ ଟଙ୍କା ହୋଇଛି।
ମାର୍କେଟ ଆନାଲିଷ୍ଟ ତଥା ମୋବିୟସ୍ ଇମର୍ଜିଂ ଅପରଚ୍ୟୁନିଟି ଫଣ୍ଡର ଅଧ୍ୟକ୍ଷ ମାର୍କ ମୋବିୟସ୍ କହିଛନ୍ତି, ସେନସେକ୍ସ ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଛୁଇଁବ ।
ଏକ ଭିଡିଓ ଡକ୍ୟୁମେଣ୍ଟାରିରେ ଜଣେ ବୁଡାଳି ଭୋଟ୍ ଦେବା କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ଲୋକଙ୍କୁ ବୁଝାଇଛନ୍ତି। ଭୋଟ୍ ଦେବା ନାଗରିକଙ୍କ କର୍ତ୍ତବ୍ୟ ଏବଂ ଅଧିକାର ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି।
ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
'କଂଗ୍ରେସ ସରକାର ଥିଲେ ସବୁ କିଛି ଲୁଟ୍ ହୋଇ ସାରିଥାନ୍ତା । ଏହି ଲୁଟକୁ ମୋଦି ସରକାର ବନ୍ଦ କରିଛନ୍ତି ।'
ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ହିଁ ତାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅନଲାଇନ ଡେଲିଭରୀ ଆପ୍ ସ୍ୱତନ୍ତ୍ର ଭାବେ ରିହାତି ପ୍ରଦାନ କରିଥାଆନ୍ତି । ଆଜି ମୁସଲମାନମାନଙ୍କର ପର୍ବ ଇଦ ଥିବାରୁ ସ୍ୱିଗି ତରଫରୁ ମଧ୍ୟ ଅଫର ଦିଆଯାଇଥିଲା । ଜଣେ ମହିଳା ଖାଦ୍ୟ ଅର୍ଡର କରିବାକୁ ଉକ୍ତ ଅଫର ମଧ୍ୟ ପ୍ରୟୋଗ କରିଥିଲେ ।
ଡାକ୍ତରଙ୍କ ଅଜବ ଅଫର୍। ଶାରୀରିକ ସମ୍ପର୍କ ରଖିଲେ ମାଗଣାରେ କରିଦେବେ ଚିକିତ୍ସା।
ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନ୍ୟୁଜ ୱିକ ମାଗାଜିନର କଭର ପେଜ୍ ରେ ସ୍ଥାନ ପାଇଛନ୍ତି ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନ୍ୟୁଜ୍ ୱିକ୍ ର ଏପ୍ରିଲ ୧୯୬୬ କଭରରେ ସ୍ଥାନ ପାଇଥିଲେ ।
ଏଥିରେ ସୁନାର ପ୍ଲେଟ ଚଢା ଯାଇଥିବା ପୃଷ୍ଠାଗୁଡ଼ିକୁ ପୃଥକ ପୃଥକ ପାର୍ସଲ ଜରିଆରେ ଅଯୋଧ୍ୟା ଅଣାଯାଇଥିଲା। ପ୍ରତି ବଣ୍ଡଲରେ ୨୦-୨୫ଟି ପୃଷ୍ଠା ରହିଥିଲା। ଅଲଟ୍ରା ଭାଓଲେଟ୍ ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି ସୁନା ଧାତୁ ସିଟ୍ ଉପରେ ଲେଖା ଡିଜାଇନ୍ କରାଯାଇଥିଲା।
ଜୈନିକ ବ୍ୟକ୍ତି ତାଙ୍କ ପେଟକୁ ଦାନା ଦେଉଥିବା କମ୍ପାନୀକୁ ଠକି କୋଟିଏ ଟଙ୍କାର ଘୋଟାଲା କରିଥିଲେ। ଆଉ ସେହି ଟଙ୍କାକୁ ଏବେ ଲୁଟି ନେଇଛି ସାଇବର ଲୁଟେରା। ଆଉ ସେ ଏବେ ଜେଲରେ ପେଷୁଛନ୍ତି ଚକି!
WA ବିଟାର ଏକ ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସ୍ ଆପ୍ ଆଣ୍ଡ୍ରଏଡ୍ ୟୁଜର୍ସମାନଙ୍କ ପାଇଁ ଏକ ନୂତନ ଫିଚର୍ ପରୀକ୍ଷା କରୁଛି।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୨୦ ଟଙ୍କା ହୋଇଛି।
ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁଙ୍କୁ ଜୋରିମାନା । ଗତକାଲି ଖେଳାଯାଇଥିବା ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ଲାଗିଛି ଜୋରିମାନା । ମନ୍ଥର ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗିଛି ।
ଜନସନ ଏବଂ ତାଙ୍କ ସ୍ୱାମୀ ଜେଲେନ ଏଲନ୍ ଚାନୀଙ୍କ ମଧ୍ୟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ୪୦ରେ କାଠଲାଣ୍ଡ ହିଲ୍ସ ଆପାର୍ଟମେଣ୍ଟରେ ଝଗଡା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଜନସନ ଚାନୀଙ୍କୁ ଛୁରି ଭୁସି ଦେଇଥିଲେ।
ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ପରେ ଜଣାପଡ଼ୁଛି ଯେ ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡିଟିକୁ ଏକ ଗଛରେ ପିଟି ଦେଇଥିଲା।
ସଫ୍ଟୱେୟାର ଇଞ୍ଜିନିୟର ଜିତେନ୍ଦ୍ର ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କ୍ଡିନ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଲେଖାଯାଇଛି କି, ତୁରନ୍ତ ନିଯୁକ୍ତି, ମୁଁ ମୋ ଜୀବନରେ ସାମିଲ ହେବା ପାଇଁ ଏକ ‘ଜୁନିଅର ୱାଇଫ୍’ ଖୋଜୁଛି ।
ଦୁନିଆର ସବୁଠାରୁ ଦାମୀ କଫି, ‘ବ୍ଲାକ୍ ଆଇଭରୀ ବ୍ଲେଡ୍’ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଏକ କିଲୋଗ୍ରାମ କଫିର ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କା। ଏହି କଫି ହାତୀ ମଳରୁ ହୋଇଥାଏ ତିଆରି।
ଗତ ମଙ୍ଗଳବାର ଚାନ୍ଦ ଦେଖା ନ ଯିବାରୁ ୧୧ ତାରିଖରେ ଇଦ୍ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଗୁରୁବାର ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ।
ଅଭିଯୁକ୍ତ ଆସାମର ହୋଜାଇ ବିମାନବନ୍ଦରରୁ ଫ୍ଲାଇଟ ଧରି ଥାନେ ଆସୁଥିଲା। ଏଠାରେ ଭଡା ଘର ନେଇ ରହିବା ସହ ଚୋରି କରିବା ପାଇଁ ପ୍ଲାନ ପ୍ରସ୍ତୁତ କରୁଥିଲା। ଏହାପରେ ସେଠାରୁ ଚୋରି କରି ପୁଣି ଫ୍ଲାଇଟରେ ଗାଁକୁ ପଳାଇ ଆସୁଥିଲା।
ଇଦ୍-ଉଲ୍-ଫିତର ପବିତ୍ର ରମଜାନ ମାସ ସମାପ୍ତିର ପ୍ରତୀକ। ଇଦ୍ ପାଳନ ପୂର୍ବରୁ ମୁସଲମାନ ଭାଇମାନେ ଚନ୍ଦ୍ର ଦର୍ଶନ କରନ୍ତି। ଏହା ପଛର କାରଣ କ’ଣ ଆସନ୍ତୁ ଜାଣିବା।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଅଫିସର ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଏହି ସୁଯୋଗ ନେଇଆସିଛି। UPSC ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ଅଫିସର ପଦବୀ ପୂରଣ ହେବ।