• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ଶୁକ୍ରବାର । ଚନ୍ଦ୍ର- ବୃଷ ଅହୋରାତ୍ର,ତିଥ- ୪ର୍ଥୀ ଦିବା ୦୧.୧୨ ଗତେ ୫ମୀ,ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- ବିଛା,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ:

ପ୍ରାତଃ -୦୫.୩୪ ରୁ ୦୬.୨୪

ପ୍ରାତଃ-୦୭.୧୪ ରୁ ୦୮.୪୧

ଦିବା- ୧୨.୧୨ ରୁ ୦୨.୪୧

ଦିବା-୦୪.୨୦ ରୁ ୦୬.୦୦

ରାତ୍ରି- ୦୭.୩୨ ରୁ ୦୮.୫୩

ରାତ୍ରି-୦୧.୪୨ ରୁ ୦୪.୦୧

ଅଧିକ ପଢ଼ନ୍ତୁ: ଘରର ଏହି କୋଣରେ କରିଛନ୍ତି କି ପାଇଖାନା; ଆଣିଥାଏ ମହାବିପତ୍ତି

ଅଶୁଭ ସମୟ:

ରାହୁକାଳ - ଦିବା ୧୦.୧୪ ରୁ ୧୧.୪୭

କାଳବେଳା- ଦିବା ୧୦.୧୪ ରୁ ୧୧.୪୭

ବାରବେଳା- ଦିବା ୦୮.୪୧ ରୁ ୧୦.୧୪

କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୦

OTV is now on Whatsapp

Join and get latest news update delivered to you via whatsapp

Join Now