• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Stock Market

Stock Market
Indian Stock Market Rebounds: ସେୟାର ମାର୍କେଟରେ ଉତ୍ସାହ; ୧୫୦୦ରୁ ଅଧିକ ପଏଣ୍ଟ ବଢିଲା ସେନସେକ୍ସ

ଟାରିଫ୍ କୋହଳ ନେଇ ଟ୍ରମ୍ପଙ୍କ ସଙ୍କେତ ପରେ ଭାରତୀୟ ସେୟାର ବଜାରରେ ପୁଣି ଅଭିବୃଦ୍ଧି ଦେଖାଦେଇଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବର୍ଦ୍ଧିତ ଟାରିଫ ଯୋଗୁ ଭାରତୀୟ ସେୟାର ବଜାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏହି କାରଣରୁ ଗତ କିଛି ମାସ ଧରି ସେୟାର ବଜାରରେ ଅସ୍ଥିରତା ଲାଗି ରହିଛି।

Stock Market Crashed
Stock Market Crashed: ସେୟାର ମାର୍କଟ୍‌ରେ ରକ୍ତପାତ; ୭୬,୪୦୦ କୋଟି ହରାଇଲେ ଦେଶର ୪ ବିଲିୟନିୟର୍...

କିଏ କହିଲା ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହିଲା ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍  । ଦେଶର ଶ୍ରେଷ୍ଠ ଚାରି ବିଲିୟନିୟର୍ - ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସାବିତ୍ରୀ ଜିନ୍ଦଲ ଓ ଶିବ ନାଦରଙ୍କ ଗୋଟିଏ ଦିନରେ ପାଖାପାଖି ୭୬,୪୦୦ କୋଟି ଟଙ୍କା ସ୍ବାହା ହୋଇ ଯାଇଛି। 

sensex-
Stock Market : କାଲିଥିଲା ଧରାଶାୟୀ; ଆଜି ସେୟାର ବଜାରରେ ଉତ୍ସାହ

ଗତକାଲି ଭାରତ ସମେତ ବିଶ୍ୱ ସେୟାର ବଜାରରେ ସୁନାମୀ ଘଟିଥିଲା। ଏସିଆର ଏକାଧିକ ସେୟାର ମାର୍କେଟର ଇଣ୍ଡେକ୍ସ ୧୦ ପ୍ରତିଶତ ଯାଏ ଖସିଥିଲା । ଭାରତୀୟ ମାର୍କେଟ ଖୋଲୁଖୋଲୁ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଥିଲା।

Trump Tariff War: Bloodbath in Global Stock Markets Hits India, China, Japan, Korea
ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର

ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର। ଭାରତ, ଜାପାନ୍, ଚୀନ୍, କୋରିଆ ସେୟାର ବଜାରରେ ନିବେଶକଙ୍କୁ ବଡ଼ ଝଟକା ।

 Indian Stock Market Crashed
Stock Market Crashed: ସେୟାର ମାର୍କେଟ୍ ରକ୍ତପାତ; ଚିନ୍ତାରେ ନିବେଶକ, କଣ କହୁଛନ୍ତି ବିଶେଷଜ୍ଞ ? ଜାଣନ୍ତୁ...

କିଏ କହୁଛି ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହୁଛି ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍  । ୧୦ ସେକେଣ୍ଡ୍ ଭିତରେ ନିବେଶକଙ୍କ ୨୦ ଲକ୍ଷ କୋଟି ସ୍ବାହା । ଖାଲି ଭାରତ ନୁହେଁ, ସାରା ବିଶ୍ବ ବଜାରରେ ହାହାକାର ।

ଶନିବାର ଖୋଲା ରହିବ ଷ୍ଟକ୍‌ ମାର୍କେଟ୍‌
Stock Market Open Today: ବଜେଟ୍‌ ପାଇଁ ଶନିବାର ଖୋଲା ରହିବ ସେୟାର ମାର୍କେଟ୍‌

ଏହା ପୂର୍ବରୁ ୧ ଫେବୃଆରୀ ୨୦୨୦ ଏବଂ ୨୮ ଫେବୃଆରୀ ୨୦୧୫ରେ ବଜେଟ୍‌ ଯୋଗୁ ସେୟାର ବଜାର ଶନିବାର ମଧ୍ୟ ଖୋଲା ରହିଥିଲା ।

Stock Market Crash
Stock Market Crash: ଆଦାନୀଙ୍କ ପାଇଁ ପୁଞ୍ଜି ବଜାରରେ ବଡ଼ ହଲ୍‌ଚଲ୍ ! ଉଡ଼ିଗଲା ନିବେଶକଙ୍କ କୋଟି କୋଟି ଟଙ୍କା ...

ଗତ କିଛିଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ପାଇଁ ଭାରତୀୟ ସେୟାର ମାର୍କେଟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଜି ମଧ୍ୟ ଆଦାନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ସେୟାର ମାର୍କେଟରେ ଝଡ଼ ସୃଷ୍ଟି ହୋଇଛି ।

Market Meltdown
ଷ୍ଟକ୍ ମାର୍କେଟକୁ ବଡ଼ ଝଟକା; ମାର୍କେଟ୍ ଖୋଲିବା ବେଳେ କ୍ରାସ୍...

ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ସେନସେକ୍ସ ୧୫ ଶହରୁ ଅଧିକ ଖସିଥିବା ବେଳେ ନିଫଟି ୪୬୩ ପଏଣ୍ଟ ଖସିଛି।

Stock
ହଂକଂକୁ ଟପିଲା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ, ୫.୧୮ ଟ୍ରିଲିୟନ ଡଲାର ସହ ବିଶ୍ୱରେ ଚତୁର୍ଥ

ପୁଣି ହଂକଂ ସେୟାର ମାର୍କେଟକୁ କାଟିଲା ଭାରତୀୟ ସେୟାର ମାର୍କେଟ । BSE ତାଲିକାଭୁକ୍ତ ସମସ୍ତ କମ୍ପାନୀଗୁଡିକର ମୋଟ ବଜାର ମୂଲ୍ୟ ବର୍ତ୍ତମାନ ହଂକଂ ତୁଳନାରେ ଅଧିକ ଅଛି ।

Sensex
ଷ୍ଟକ୍‌ ମାର୍କେଟକୁ ନେଇ ବଜାର ବିଶେଷଜ୍ଞଙ୍କ ଭବିଷ୍ୟବାଣୀ, ଖୁବଶୀଘ୍ର ୧ ଲକ୍ଷ ଛୁଇଁବ ସେନ୍‌ସେକ୍ସ

ମାର୍କେଟ ଆନାଲିଷ୍ଟ ତଥା ମୋବିୟସ୍ ଇମର୍ଜିଂ ଅପରଚ୍ୟୁନିଟି ଫଣ୍ଡର ଅଧ୍ୟକ୍ଷ ମାର୍କ ମୋବିୟସ୍ କହିଛନ୍ତି, ସେନସେକ୍ସ ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଛୁଇଁବ ।

stock market
ଷ୍ଟକ ବଜାରରେ ରେକର୍ଡ଼; ପ୍ରଥମ ଥର ପାଇଁ ୭୫,୦୦୦ ଟପିଲା ସେନ୍ସେକ୍ସ...

ରେକର୍ଡ଼ ସୃଷ୍ଟି କଲା ଷ୍ଟକ ବଜାର । ସକାଳ ପ୍ରାୟ ୯.୪୭ରେ, ବିଏସ୍ଇ ସେନ୍ସେକ୍ସ ୨୫୯.୨୭ ପଏଣ୍ଟ ବୃଦ୍ଧି ପାଇ ୭୫,୧୨୪.୨୮ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩.୨୫ ପଏଣ୍ଟ ବୃଦ୍ଧି ପାଇ ୨୨,୭୩୯.୫୫ ପଏଣ୍ଟରେ ପହଞ୍ଚିଛି । 

Stock Market
ନୂଆ ଇତିହାସ ରଚିଲା BSE, 400 ଲକ୍ଷ କୋଟିରେ ପହଞ୍ଚିଲା m-cap

ଇତିହାସରେ ପ୍ରଥମ ଥର ପାଇଁ BSE ରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମିଳିତ ମିଡ୍‌କ୍ୟାପ୍‌ ୪୦୦ ଲକ୍ଷ କୋଟି ଅତିକ୍ରମ କରିଛି ।

Business Odisha | Can we make money from trading, How ?
Business Odisha | Can we make money from trading, How ?

Can we make money from trading ? | Trading Coach Labya Singh Ray OdishaTV is Odisha\'s no 1 News Channel. OTV being the first private satellite TV channel

LIC Stock
ଷ୍ଟକ୍ ମାର୍କେଟରେ ଏଣ୍ଟ୍ରି ମାରିବ ଏଲ୍ଆଇସି

ଆସନ୍ତାକାଲି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍ । ଏହାକୁ ନେଇ ନିବେଶକ ଯେତିକି ଉତ୍ସାହୀ, ସେତିକି ଆଶଙ୍କାରେ । କାରଣ ପହିଲି ନାଚରୁ ଗୋଡ଼ ଫରକା ଭଳି ଗ୍ରେ ମାର୍କେଟ୍‌ରେ ଏଲ୍ଆଇସି ସେୟାରର ମୂଲ୍ୟ ଖସିଛି । ଏଥିପାଇଁ ବିଶ୍ୱ ବଜାରରେ ଅସ୍ଥିରତା ଓ ଉଚ୍ଚ ମୁଦ୍ରାସ୍ଫୀତିକୁ ଦାୟୀ କରାଯାଉଛି । ତେବେ ଦୀର୍ଘମିଆଦୀ ଭିତ୍ତିରେ ଏହା ଉତ୍ତମ ରିଟର୍ଣ୍ଣ ଦେବ ବୋଲି କହିଛନ୍ତି ବଜାର ସମୀକ୍ଷକ ।