• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Dispensing Alcohol
ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି ମଦ; ପୋଲିସ ଦେଖି ଚକିତ...

ହ୍ୟାଣ୍ଡ ପମ୍ପରୁ ବାହାରୁଛି ମଦ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Prisoner
କଏଦୀ ହେବ ତ ଏମିତି... ଭୁଲ୍‌ରେ ଛାଡ଼ି ଦେଇଥିଲା ପୋଲିସ୍‌, ପରେ ନିଜେ କଲେ ଆତ୍ମସମର୍ପଣ

ଜେଲ କହିଲେ ଆମ ମନରେ ଅପରାଧ ହିଁ ଆସିଥାଏ । ଜେଲରେ ଥିବା ସମସ୍ତେ କ୍ରୁର, ହିଂସ୍ର ପ୍ରବୃତ୍ତିର ବୋଲି ଆମ ମନରେ ଧାରଣା ରହି ଆସିଛି । ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କଏଦୀ ।

Virat Kohli
ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ବିରାଟ କୋହଲି ! ଜାଣନ୍ତୁ ଏହା ପଛର କାରଣ...

କୁହାଯାଉଛି କି ଜୁନ୍‌ ମାସରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ରେ ବିରାଟ କୋହଲିଙ୍କୁ ଟିମ୍‌ରୁ ବାଦ୍‌ ଦିଆଯିବ।

Electoral bonds
ନିର୍ବାଚନୀ ବଣ୍ଡ ମାମଲା: ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ସତ୍ୟପାଠ ଦାଖଲ କଲା SBI

ଏପ୍ରିଲ ୨୦୧୯ରୁ ୧୫ଫେବ୍ରୁଆରୀ ୨୦୨୪ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୨୨୧୭ଟି  ନିର୍ବାଚନୀ ବଣ୍ଡ ଜାରି କରିଛି। ସେଥିରୁ ୨୨୦୩୦ଟି ବଣ୍ଡ ରିଡିମ୍ ହୋଇଥିବା ସତ୍ୟପାଠରେ ସୂଚନା ଦେଇଛି SBI।

Indian bank recruitment apply for specialist officer
Indian bank recruitment: Indian Bank ରେ ପୂରଣ ହେବ ସ୍ପେଶାଲିଷ୍ଟ ଅଫିସର୍ ପଦବୀ; ଦରମା ୮୯ ହଜାର ପରେ

ବ୍ୟାଙ୍କରେ ଚାକିରି କରିବାକୁ କିଏ ବା ନ ଚାହେଁ। ପ୍ରାୟ ଶିକ୍ଷିତ ଯୁବକ ଏନେଇ ପ୍ରସ୍ତୁତ ହେଉଥାନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। Indian Bank ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି।

Modi is going to be PM again
‘ବହୁତ ଲୋକପ୍ରିୟ PM ମୋଦି, ପୁଣି ହେବେ ପ୍ରଧାନମନ୍ତ୍ରୀ ’

ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ । ଏମିତି କିଛି କହିଛନ୍ତି ଆମେରିକାର ଜଣେ ସାଂସଦ...

Karisma kapoor reveals how kareena kapoor irritate her in childhood
ସାନ ଭଉଣୀ କରୀନାଙ୍କ ସିକ୍ରେଟ୍ ଖୋଲିଦେଲେ କରିସ୍ମା; କହିଲେ ପିଲାଦିନେ ସେ…

ଏବେ କରିସ୍ମା କପୁର ଖୁବ୍ ଶୀଘ୍ର OTT ମାଧ୍ୟମରେ ଫିଲ୍ମ 'ମର୍ଡର ମୁବାରକ୍'ରେ ନଜର ଆସିବେ। ଆଜିକାଲି କରିସ୍ମା କପୁର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ସାନ ଭଉଣୀ କରୀନା କପୁରଙ୍କ ବିଷୟରେ ଅନେକ ରୋଚକ କଥାର ଖୁଲାସା କରିଛନ୍ତି।

UPI transactions
ବନ୍ଦ ହେବ ମାଗଣା ଟ୍ରାଞ୍ଜାକ୍ସନ ! ଏଣିକି UPI ପେମେଣ୍ଟରେ ଲାଗିପାରେ ଶୁଳ୍କ

ବର୍ତ୍ତମାନ UPI କ୍ଷେତ୍ରରେ ଫୋନ ପେ', ଗୁଗଲ ପେ’ର ଦବଦବା ରହିଛି। ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କର କଡା କାର୍ଯ୍ୟାନୁଷ୍ଠାନ ପରେ ଫୋନ ପେ, ଗୁଗଲ ପେ’ର ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ବଢିଛି ।

Medicine
ନକଲି ଔଷଧ କାରବାର, ବିଦେଶ ପର୍ଯ୍ୟନ୍ତ ଚେର; ୧୦୦ ଟଙ୍କାର ମେଡିସିନକୁ ଦୁଇ ଲକ୍ଷ ଟଙ୍କାରେ ବିକ୍ରି !

ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ ।

DA hiked
DA Hike: କେନ୍ଦ୍ର ସରକାର ପରେ, ମହଙ୍ଗା ଭତ୍ତା ବଢାଇଲେ ଏହି ସରକାର...

7th Pay Commission: କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ପରେ, ବର୍ତ୍ତମାନ ବିଭିନ୍ନ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କୁ ଦେଲେ ହୋଲି ଉପହାର ।

Kamal hasan calls caa implementation dark day for india
CAA ଲାଗୁ ଭାରତ ପାଇଁ ଏକ କଳା ଦିନ…ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି: କମଲ ହାସନ୍

CAA ବିରୁଦ୍ଧରେ ସାଉଥ୍ ସୁପର୍‌ଷ୍ଟାର୍ କମଲ ହାସନ୍। କହିଲେ ଏହା ଭାରତ ପାଇଁ ଏକ କଳା ଦିନ। ଧର୍ମଭିତ୍ତିକ ନାଗରିକତ୍ୱ ପରୀକ୍ଷଣ ଗଣତନ୍ତ୍ରର ଧର୍ମନିରପେକ୍ଷ ସାମ୍ବିଧାନିକ ଭିତ୍ତିଭୂମିର ବିରୁଦ୍ଧ ଅଟେ, ଏବଂ ମୁଁ ଆଇନଗତ ତଥା ରାଜନୈତିକ ସ୍ତରରେ ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି।

Private Satellite
ଲଞ୍ଚ ହେବାର ୧୦ ସେକେଣ୍ତ ଭିତରେ ବିସ୍ଫୋରଣ, ଧୂଆଁମୟ ହେଲା ପୂରା ଅଞ୍ଚଳ; ଦେଖନ୍ତୁ ଭିଡିଓ

ଲଞ୍ଚ ହେଉ ହେଉ ଘଟିଲା ବିସ୍ଫୋରଣ । ଅଧା ଆକାଶରେ ଫାଟିଗଲା ରକେଟ । ଉତକ୍ଷେପଣ ପରେ ମାତ୍ର ୧୦ ସେକେଣ୍ତ ଭିତରେ ଫାଟିଲା ରକେଟ । ଏପରି ଘଟଣା ଘଟିଛି ଜାପାନରେ । ଏକ ପ୍ରାଇଭେଟ କମ୍ପାନୀ ତରଫରୁ ରକେଟ ଉତକ୍ଷେପଣ କରାଯାଉଥିଲା ।

World’s first AI software engineer Devin
ବିଶ୍ୱର ପ୍ରଥମ AI ସଫ୍ଟୱେୟାର୍ ଇଞ୍ଜିନିୟର ‘ଡେଭିନ୍’; ଚୁଟକିରେ କରିବ ୱେବ୍ ଡିଜାଇନ୍

ମାନବ ଇଞ୍ଜିନିୟରମାନଙ୍କ ସହିତ ହାତରେ କାମ କରିବା, ରିଅଲ୍-ଟାଇମ୍ ଅପଡେଟ୍ ଦେବା, ମତାମତ ଗ୍ରହଣ କରିବା ଏବଂ ଡିଜାଇନ୍ ପସନ୍ଦ କରିବା ପାଇଁ ଏହାର ପରିକଳ୍ପନା କରାଯାଇଛି । ତେଣୁ, ମଣିଷକୁ ବଦଳାଇବା ପରିବର୍ତ୍ତେ ଡେଭିନ୍ ସେମାନଙ୍କର କାମକୁ ସହଜ କରିଦିଏ।

Gold Price Today
Gold Price Today 13th March 2024: ଆଜି ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ,ଜାଣନ୍ତୁ ତାଜା ଅପଡେଟ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୮୪୦ ଟଙ୍କା ହୋଇଛି।

Sheena Rani
୨୫ ବର୍ଷ ପରେ ପାଇଲେ ସଫଳତା, ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ ପଛରେ ‘ଦିବ୍ୟପୁତ୍ରୀ’

ଗତ ସୋମବାର ଭାରତ ଅନେକ ଯୁଦ୍ଧାସ୍ତ୍ରଯୁକ୍ତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିସାରିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ 'ମିଶନ ଦିବ୍ୟାସ୍ତ୍ର' ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି । ଅଗ୍ନି କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଥିବା ମହିଳା ବୈଜ୍ଞାନିକ ପ୍ରୋଜେକ୍ଟର ନେତୃତ୍ୱ ନେଇଥିଲେ ।

Decomposed body of woman found
ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ଡ୍ରଗ୍ସ ଦେଇ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପ୍ରାଥମିକ ଅନୁସନ୍ଧାନରୁ ସେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ତାଙ୍କର ଆନୁମାନିକ ବୟସ ୨୫ବର୍ଷ। ହତ୍ୟା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି।

Love birds caught romancing on road over high speed bike
Viral Video: ଚଳନ୍ତା ବାଇକ୍‌ରେ ରୋମାଣ୍ଟିକ୍ ହେଲେ ପ୍ରେମୀ ଯୁଗଳ; କଲେ ଏମିତି କାରନାମା

ଯେତେବେଳେ ପ୍ରେମୀ ଯୁଗଳ ଏକାଠି ହୁଅନ୍ତି, ସେମାନେ କେବଳ ପରସ୍ପର ମଧ୍ୟରେ ବ୍ୟସ୍ତ ରୁହନ୍ତି। ସେମାନେ ଠିକ୍-ଭୁଲ୍, ଭଲ-ଖରାପ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଅନେକ ସମୟରେ ସେମାନେ ଏପରି କିଛି କରିବସନ୍ତି, ଯାହା ଭବିଷ୍ୟତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ।

Blast In China
ଚୀନରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ; ଜଣେ ଜୀବନ୍ତ ଦଗ୍ଧ, ଜଳିଗଲା କାର୍ ସହ କୋଠା

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଅନ୍ୟ ଏକ ଭିଡିଓରେ ଦେଖାଯାଇଛି ଯେ ଗୋଟିଏ କୋଠା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ଏବଂ ଅନେକ କାର ଜଳିଯାଇଛି।

Bus Driver Shot At During Robbery
ଶକ୍ତିମାନ୍ ଡ୍ରାଇଭର; ଗୁଳି ଖାଇ ୩୦ କିଲୋମିଟର ଚଳାଇଲେ ଗାଡ଼ି, ବଞ୍ଚାଇଲେ ୩୫ ଜୀବନ

ଅମରାବତୀ-ନାଗପୁର ରାଜପଥରେ ଡକାୟତଙ୍କ ଏକ ଗ୍ୟାଙ୍ଗ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ୪ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଡ୍ରାଇଭରଙ୍କ ହାତରେ ବାଜିଥିଲା।

Panchang Today
Panchang Today 13th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଶୁଭ କାର୍ଯ୍ୟ କରନ୍ତୁ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

8  psychological tricks to read peoples minds
Mind Reading Tips: ଆପଣ ବି ହୋଇଯିବେ ସୁପରହିରୋ; ଲୋକଙ୍କ ମନକୁ ପଢିବାର ୮ଟି ଉପାୟ

ଅଧିକାଂଶ ଲୋକ ନିଜ ବିଷୟରେ ଅନ୍ୟମାନେ କ’ଣ ଭାବୁଛନ୍ତି ଏହା ଜାଣିବାକୁ ଚାହାନ୍ତି। ଆପଣ ଯଦି ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତେବେ ଏହି ପାଠଟି ଆପଣଙ୍କ କାମରେ ଆସିବ। ଆପଣ ବି ଅନ୍ୟମାନଙ୍କ ମନକୁ ପଢିପାରିବେ। ଏଥିପାଇଁ କେତେକ ଦିଗକୁ ଦୃଷ୍ଟି ଦେବାକୁ ହୋଇଥାଏ। ଆସନ୍ତୁ ସେ ବିଷୟରେ ଜାଣିବା।

PM Modi
ଗର୍ଜିଲା T-90 ଟ୍ୟାଙ୍କ, ବର୍ଷିଲା ଧନୁଷ ଓ ସାରଙ୍ଗ; ବିଶ୍ୱ ଦେଖିଲା ଭାରତର ପରାକ୍ରମ..

ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ତେଜ୍ ସାଙ୍ଗକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡର ପ୍ରହାର। ସ୍ଥଳ, ଜଳ ଓ ଆକାଶ ସହ ସାଇବର ଏବଂ ମହାକାଶ ସୁରକ୍ଷାରେ ସମର୍ପିତ ତିନି ସେନାର ସାହସ ଓ ଶକ୍ତିର ମିଳିତ ଅପରେସନ୍ ଭାରତ ଶକ୍ତି।

Marriage With AI Hologram
ବିଶ୍ୱରେ ପ୍ରଥମ, AI ହୋଲୋଗ୍ରାମକୁ ବିବାହ କରିବେ ମହିଳା

AI ହୋଲୋଗ୍ରାମ୍‌ଙ୍କୁ ବିବାହ କରିବାକୁ ଯାଉଥିବା ମହିଳାଙ୍କ ନାଁ ହେଉଛି ଏଲିସିଆ ଫ୍ରାମିସ୍‌। ସେ ତାଙ୍କ ବିବାହ ପାଇଁ ଭେନ୍ୟୁ ମଧ୍ୟ ବୁକ୍‌ କରିସାରିଛନ୍ତି।

Electoral Bonds
ସୁପ୍ରିମକୋର୍ଟଙ୍କ ଛାଟ ପରେ ବଣ୍ଡ୍ ତଥ୍ୟ ପ୍ରଦାନ କଲା SBI

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ।

Congress
ଆଉ ୪୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଦ୍ୱିତୀୟ ତାଲିକାରେ ବି ନାହିଁ ଓଡ଼ିଶା

ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଆସାମରୁ ସର୍ବାଧିକ ୧୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।