• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Voter Awareness

sub collector
ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ; ପ୍ଲାକାର୍ଡ ଧରି ରାମ୍ପରେ ଚାଲିଲେ ଉପଜିଲ୍ଲାପାଳ

ନିର୍ବାଚନ ପାଇଁ ଭୋଟରଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ । 'ମୋ ଭୋଟ୍ ମୋ ଗର୍ବ' ପ୍ଲା କାର୍ଡ ଧରି ରାମ୍ପରେ ଚାଲିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ । ବାଲିଗୁଡା ସଭାଗୃହ ପରିସରରେ ଉପଖଣ୍ଡ ପ୍ରଶାସନ ତରଫରୁ ଚୁନାବ ମହ୍ଲାର କାର୍ଯ୍ୟକ୍ରମରେ ଫ୍ୟାସନ ସୋ ରାମ୍ପରେ ଚାଲିଛନ୍ତି ମାଡାମ୍।

A deep dive into voter awareness
ଗଭୀର ସମୁଦ୍ରରେ ବୁଡ଼ିଲେ, ଭୋଟରଙ୍କୁ କଲେ ସଚେତନ...ଦେଖନ୍ତୁ ଭିଡିଓ

ଏକ ଭିଡିଓ ଡକ୍ୟୁମେଣ୍ଟାରିରେ ଜଣେ ବୁଡାଳି ଭୋଟ୍ ଦେବା କାହିଁକି ଗୁରୁତ୍ୱପୂର୍ଣ୍ଣ ବୋଲି ଲୋକଙ୍କୁ ବୁଝାଇଛନ୍ତି। ଭୋଟ୍ ଦେବା ନାଗରିକଙ୍କ କର୍ତ୍ତବ୍ୟ ଏବଂ ଅଧିକାର ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି।

History significance and importance of nation voters day
National Voters Day 2024: ଆପଣ ଯଦି ଜଣେ ଭାରତୀୟ ଭୋଟର୍ ତେବେ ଜାଣିନିଅନ୍ତୁ ୫ ଅଧିକାର

ପ୍ରତିବର୍ଷ ଜାନୁଆରୀ ୨୫ ରେ ‘ଜାତୀୟ ଭୋଟର ଦିବସ’ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ସେମାନଙ୍କର ମତାଧିକାର ବିଷୟରେ ସଚେତନତା କରାଇବା। ଏହି ଅବସରରେ ଆସନ୍ତୁ ଜାଣିବା ଭାରତୀୟ ଭୋଟର୍‌ମାନଙ୍କ ଅଧିକାର ବିଷୟରେ।

VOTE
ଏଥର ସାବଧାନ ଅଛନ୍ତି ଭୋଟର ! ପ୍ରାର୍ଥୀଙ୍କୁ କରୁଛନ୍ତି ସିଧା ପ୍ରଶ୍ନ, ‘ଆମ ପାଇଁ କ’ଣ କରିଛ ?’

ପ୍ରାର୍ଥୀ ଆସିଲେ ପ୍ରଥମେ ପ୍ରଶ୍ନ କରୁଛନ୍ତି, ‘କୁହ ୫ ବର୍ଷରେ ଆମ ପାଇଁ କଣ କରିଛ ? ଯାହା ଆଶା ଦେଖାଇଥିଲ ତାହା ପୂରଣ କରିଛ କି ? ଏଭଳି କିଛି ସିଧାସଳଖ ପ୍ରଶ୍ନ କରି ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଘାଇଲା କରୁଛନ୍ତି ମହିଳା ।