ମାତା ଦୁର୍ଗାଙ୍କର ନବମ ଶକ୍ତି ହେଉଛନ୍ତି ମା’ ସିଦ୍ଧିଦାତ୍ରୀ। ସେ ହେଉଛନ୍ତି ସମସ୍ତ ସିଦ୍ଧି ସଫଳତା ପ୍ରଦାନକାରୀ। ନବରାତ୍ରୀ ପୂଜାର ନବମ ଦିନରେ ଏହି ଦେବୀଙ୍କୁ ପୂଜା କରିବାର ବିଧି ରହିଛି।
Navratri 2024: ନବରାତ୍ରୀରେ ଦେବୀ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ । ଏହି ସମୟରେ ଅନେକ ଲୋକେ ନବରାତ୍ରୀର ବ୍ରତ ରଖି ନିଜ ମନସ୍କାମନାର ସିଦ୍ଧି କରିଥାନ୍ତି । ଆସନ୍ତୁ ଜାଣିବା ନବରାତ୍ରୀରେ ଉପବାସ ରଖିବା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ ।
ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅନଲାଇନ ଡେଲିଭରୀ ଆପ୍ ସ୍ୱତନ୍ତ୍ର ଭାବେ ରିହାତି ପ୍ରଦାନ କରିଥାଆନ୍ତି । ଆଜି ମୁସଲମାନମାନଙ୍କର ପର୍ବ ଇଦ ଥିବାରୁ ସ୍ୱିଗି ତରଫରୁ ମଧ୍ୟ ଅଫର ଦିଆଯାଇଥିଲା । ଜଣେ ମହିଳା ଖାଦ୍ୟ ଅର୍ଡର କରିବାକୁ ଉକ୍ତ ଅଫର ମଧ୍ୟ ପ୍ରୟୋଗ କରିଥିଲେ ।
ଗୁଜରାଟରେ ଗରବାର ଭିନ୍ନ ଭିନ୍ନ ଶୈଳୀ ଓ ଅନ୍ଦାଜର ନୃତ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥାଏ । ଏଥି ମଧ୍ୟରୁ ‘ମଟ୍କା ଗରବା’ର ଶୈଳୀ ଟିକେ ଭିନ୍ନ ପ୍ରକାରର ହୋଇଥାଏ।
ସହରର ଶକ୍ତିପୀଠ ମାନଙ୍କରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା...ଆଜି ବନଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ବନଦୁର୍ଗା
ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି ପୌରାଣିକ କାରଣ।