• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Navratri

Food
ନବରାତ୍ର ପାଇଁ ମଗାଇଲେ ଖାଇବା, ମିଳିଲା ‘ଇଦ୍ ଡିସକାଉଣ୍ଟ’

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଅନଲାଇନ ଡେଲିଭରୀ ଆପ୍ ସ୍ୱତନ୍ତ୍ର ଭାବେ ରିହାତି ପ୍ରଦାନ କରିଥାଆନ୍ତି । ଆଜି ମୁସଲମାନମାନଙ୍କର ପର୍ବ ଇଦ ଥିବାରୁ ସ୍ୱିଗି ତରଫରୁ ମଧ୍ୟ ଅଫର ଦିଆଯାଇଥିଲା । ଜଣେ ମହିଳା ଖାଦ୍ୟ ଅର୍ଡର କରିବାକୁ ଉକ୍ତ ଅଫର ମଧ୍ୟ ପ୍ରୟୋଗ କରିଥିଲେ ।

Dandiya dances
ଭକ୍ତି ରସରେ ଶ୍ରଦ୍ଧାଳୁ; ସବୁଠି ଜମୁଛି ଦାଣ୍ଡିଆ-ଗର୍ବା ନୃତ୍ୟ

ଗୁଜରାଟରେ ଗରବାର ଭିନ୍ନ ଭିନ୍ନ ଶୈଳୀ ଓ ଅନ୍ଦାଜର ନୃତ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥାଏ । ଏଥି ମଧ୍ୟରୁ ‘ମଟ୍‌କା ଗରବା’ର ଶୈଳୀ ଟିକେ ଭିନ୍ନ ପ୍ରକାରର ହୋଇଥାଏ।

Durga Puja
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ କଟକ ସହର, ଏଥର ସିଲଭର ସିଟିରେ ୩୧ଟି ସ୍ଥାନରେ ଚାନ୍ଦି ମେଢ

ସହରର ଶକ୍ତିପୀଠ ମାନଙ୍କରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା...ଆଜି ବନଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ବନଦୁର୍ଗା

Why mahalaya is celebrating
ପିତୃଗଣଙ୍କୁ ସନ୍ତୁଷ୍ଟିର ପର୍ବ ମହାଳୟା; ଜାଣନ୍ତୁ କ’ଣ କହୁଛି କିମ୍ବଦନ୍ତୀ

ଆଜି ପବିତ୍ର ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ। ପିତୃକୂଳ ଓ ମାତୃକୁଳକୁ ଆଜି ପୁଅମାନେ ପିଣ୍ଡଦାନ କରିଥାନ୍ତି । ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ନଥିଲେ ସେମାନେ ଆଜି ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହା ପଛରେ କ’ଣ ରହିଛି ପୌରାଣିକ କାରଣ।