• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

woman thrashes father-in-law
 ୮୭ ବର୍ଷର ଶ୍ୱଶୁରକୁ ନିର୍ମମ ଭାବେ ପିଟିଲା ବୋହୂ; ଭିଡ଼ିଓ ଦେଖିଲେ କହିବେ...

ହଜିଗଲା ମାନବିକତା । ଯାହାକୁ ବୋହୂ କରି ଦିନେ ଘରକୁ ଆଣିଥିଲେ ସେହି ବୋହୂ ହିଁ ଘୋଷାଡ଼ି ଘୋଷାଡ଼ି ପିଟିଲା । ପରିଣତ ବୟସରେ ବୋହୂର ସେବା ମିଳିବା ବଦଳରେ ମିଳିଲା ମାଡ଼।

Psychological tricks everyone like you immediately
Relationship Tips: ନିଜକୁ ଜଣଙ୍କ ପାଖରେ ପ୍ରଶଂସାର ପାତ୍ର କରିବା ପାଇଁ ୭ଟି ଟିପ୍ସ

ପ୍ରାୟ ସମସ୍ତେ ଚାହାନ୍ତି ଲୋକମାନେ ତାଙ୍କୁ ତୁରନ୍ତ ପସନ୍ଦ କରନ୍ତୁ। ଏହା କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୁଏ ନାହିଁ। ତୁରନ୍ତ ପସନ୍ଦଯୋଗ୍ୟ ହେବା ଏକ କଳା। ନିଜକୁ ଅନ୍ୟମାନଙ୍କ ପାଇଁ ପସନ୍ଦଯୋଗ୍ୟ କରିବା ପାଇଁ କେତେକ ଟ୍ରିକ୍ସ ରହିଛି ଯାହାକୁ ସୂକ୍ଷ୍ମ କଳା କୁହାଯାଏ।

CAA website
ଆରମ୍ଭ ହେଲା CAA ଆବେଦନ ପ୍ରକ୍ରିୟା, ଏହି ୱେବସାଇଟରେ କରନ୍ତୁ ରେଜିଷ୍ଟ୍ରେସନ୍

ଗତକାଲି ସିଏଏ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା । ସେଥିମଧ୍ୟରେ ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ଏହି ସୁବିଧା।

Tejas Aircraft
Viral Video: ୨୩ ବର୍ଷରେ ପ୍ରଥମ ଥର ‘ତେଜସ୍’ ବିମାନ ଦୁର୍ଘଟଣାଗ୍ରସ୍ତ, କ୍ରାସ୍‌ ପୂର୍ବରୁ ବାହାରି ଆସିଲେ ପାଇଲଟ୍‌

ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ବାୟୁସେନାର ଏହି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ହଷ୍ଟେଲରେ ପଡ଼ିଥିଲା।

YS Jagan Mohan Reddy
ସରକାରଙ୍କୁ ପ୍ରଶଂସା ପଡ଼ିଲା ମହଙ୍ଗା, ନିନ୍ଦା ସହିନପାରି ଜୀବନ ହାରିଲେ ମହିଳା

ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ।

Rishabh Pant
୧୪ ମାସ ପରେ ଫିଟ୍‌ ହେଲେ ପନ୍ଥ, ଖେଳିବେ ଆଇପିଏଲ

ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍‌ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି।

Gangster Kala Jathedi Gets Married
‘ରିଭଲଭର ରାଣୀ’କୁ ବାହା ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର କାଲା ଜାଥେଡି...

ବିବାହ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜାଥେଡି । ଆଜି ରାଜସ୍ଥାନର ଲେଡି ଡନ୍ ଅନୁରାଧା ଚୌଧୁରୀକୁ ବିବାହ କରିଛି ।

Air pilots fall asleep mid-air
ମଝି ଆକାଶରେ ଶୋଇପଡ଼ିଲେ ଦୁଇ ପାଇଲଟ୍...ବିମାନରେ ଥିଲେ ୧୫୩ ଯାତ୍ରୀ...

ଇଣ୍ଡୋନେସିଆ ବିମାନ ବାଟିକ୍ ଏୟାରର ଦୁଇ ପାଇଲଟ୍ ବିମାନ ଉଡୁଥିବା ସମୟରେ ଶୋଇ ପଡ଼ିଥିଲେ । ଇଣ୍ଡୋନେସିଆ ସରକାର ଏବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାର ତଦନ୍ତ କରୁଛନ୍ତି । 

salman khan next film officially announced know release date
ଆସୁଛି ସଲମାନଙ୍କ ୪୦୦ କୋଟିର ଫିଲ୍ମ; ଏହି ଦିନ ହେବ ରିଲିଜ୍

ସାଜିଦ୍ ନାଡିୟାଡୱାଲାଙ୍କ ମେଗା ବଜେଟ୍ ଆକ୍ସନ୍ ଫିଲ୍ମରେ ଦବଙ୍ଗ ଖାନ୍‌ଙ୍କୁ ଦେଖିବାକୁ ମିଳିବ ଯାହାକୁ ସାଉଥ୍ ନିର୍ଦ୍ଦେଶକ ଏଆର୍ ମୁରୁଗାଦୋସ୍ ନିର୍ଦ୍ଦେଶନା ଦେବେ। ଫିଲ୍ମର ଅଫିସିଆଲ୍ ଘୋଷଣା କରାଯାଇଛି। ଏହି ଫିଲ୍ମ ସବୁଠାରୁ ଉଚ୍ଚକୋଟୀର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ଇଦ୍ ୨୦୨୫ ରେ ମୁକ୍ତିଲାଭ କରିବ।

Haryana New CM
ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ନାୟବ ସୈନୀ, ସନ୍ଧ୍ୟା ୫ଟାରେ ନେବେ ଶପଥ

ନାୟବ ସିଂ ସୈନୀ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ନାୟବ ସୈନୀଙ୍କ ନାଁରେ ବାଜିଲା ମୋହର।

Fake call
ସାଙ୍ଘାତିକ ହେଉଛି AI; ଅସଲିକୁ କରୁଛି ନକଲି, ଫସୁଛନ୍ତି ସାଧାରଣ ଜନତା

ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି ।

No Girl Ready To Marry Bengaluru Employee
ପାଣି ବୁନ୍ଦାଏ ପାଇଁ କାଉଲୁବାଉଲୁ...ବେଙ୍ଗାଲୁରୁ ପୁଅଙ୍କୁ ବାହା ହବାକୁ ରାଜି ହେଉନାହାଁନ୍ତି ଝିଅ...

ଆଇଟି ହବ୍‌ ଭାବରେ ଜଣାଶୁଣା ବେଙ୍ଗାଲୁରୁ ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ । ଏହି ପାଣି ସଙ୍କଟ ପାଇଁ ବେଙ୍ଗାଲୁରୁ ପୁଅକୁ ବିବାହ ପାଇଁ ମିଳୁନାହାଁନ୍ତି ଝିଅ...

Citizenship (Amendment) Act
CAA ପାଇଁ କିପରି କରିବାକୁ ହେବ ଆବେଦନ, କ’ଣ ରହିଛି ପ୍ରଣାଳୀ; ଜାଣନ୍ତୁ..

ସିଏଏ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା ।

OSEPA
ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ।

Haryana Politics
ହରିୟାଣାରେ ଜେଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର କରିବ ବିଜେପି !

ହରିୟାଣା ମନ୍ତ୍ରିମଣ୍ଡଳରୁ ବିଜେପି ମନ୍ତ୍ରୀମାନେ ଆଜି ସାମୁହିକ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ।

Nursing Exam
ନର୍ସିଂ ପରୀକ୍ଷାରେ ବିରାଟ ତ୍ରୁଟି ! ଟୋଟାଲ୍ ମାର୍କ ୩୦୦, ପିଲା କିନ୍ତୁ ରଖିଛନ୍ତି ୩୧୦

ନର୍ସିଂ ପରୀକ୍ଷାରେ ମୋଟ ମାର୍କ ଥିଲା ୩୦୦ । ଆଉ ଜଣେ ଛାତ୍ରଙ୍କୁ ମିଳିଛି ୩୦୦ ରୁ ୩୧୦ ମାର୍କ । ତେବେ ଏହା କିପରି ହେଲା ସମ୍ଭବ ? ସେନେଇ ଉଠିଛି ପ୍ରଶ୍ନ ।

 12 Board Exam
ପରୀକ୍ଷା ଖାତାରେ ଛାତ୍ରଙ୍କ ଅଜବ କାହାଣୀ...‘ପାସ୍‌ କରେଇ ଦିଅନ୍ତୁ, ନହେଲେ ବାହା କରିଦେବେ’

ସାରା ଭାରତ ବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଏବେବି ଚାଲିଛି । ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

CAA
୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ଲାଗୁ ହେଲା CAA

ଏଥିପାଇଁ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Accident
ବରଯାତ୍ରୀରେ ନାଚ ଗୀତ କରି ଯାଉଥିଲେ, ଟ୍ରକ୍ ଧକ୍କାରେ ଚାଲିଗଲା ୬ ଜଣଙ୍କ ଜୀବନ

ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା।

Andhra Politics
୨୫ ଆସନରୁ ଟିଡିପି ୧୭- ବିଜେପି ୬- ଜନସେନା ୨ଟି ସିଟରେ ଲଢ଼ିବ

ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ଅଭିନେତା ପୱନ୍ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରେ ସାମିଲ ହେବା ପରେ, ସିଟ୍ ବୁଝାମଣା ପାଇଁ ଦୁଇ ଦିନିଆ ବିଜୟୱାଡ଼ା ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।

Malaysian teacher spends his bonus on upgrades classroom
Viral: ଏମିତି ଶିକ୍ଷକଙ୍କୁ ଶହେ ସଲାମ୍; ପିଲାଙ୍କ ଉତ୍ତମ ଶିକ୍ଷା ପାଇଁ ଦାନ କରିଦେଲେ କଷ୍ଟ ଅର୍ଜିତ ଅର୍ଥ

ଜଣେ ଶିକ୍ଷକ ନିଜ ଛାତ୍ରର ହୀତ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହିପରି ଜଣେ ଉତ୍ତମ ସ୍ୱଭାବର ଶିକ୍ଷକ, ଯିଏକି ତାଙ୍କ ଛାତ୍ରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବା ପାଇଁ ତାଙ୍କର ସମସ୍ତ ବୋନସ୍ ଟଙ୍କା ବିନିଯୋଗ କରିଦେଇଛନ୍ତି। ସେହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲୋଚନାର ପରିବେଶ ସୃଷ୍ଟି କରିଛନ୍ତି।

high calcium foods to replace milk in your daily diet
Nutrients: ଆପଣ କ୍ଷୀର ପିଇବାକୁ ନାପସନ୍ଦ କରନ୍ତି କି… ଏହି ୬ ଖାଦ୍ୟରୁ ପାଆନ୍ତୁ କ୍ୟାଲସିୟମ୍

କିଛି ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ। ଏପରି ପରିସ୍ଥିତିରେ, ଯଦି ଆପଣ ଚାହାଁନ୍ତି, ଆପଣଙ୍କ ନିଜ ଖାଦ୍ୟରେ ଏମିତି କିଛି ଖାଦ୍ୟ ପଦାର୍ଥ (କ୍ୟାଲ୍‌ସିୟମ୍ ରିଚ୍ ଡାଏଟ୍) ଅନ୍ତର୍ଭୁକ୍ତ କରି କ୍ୟାଲ୍‌ସିୟମ୍ ଅଭାବ ପୂରଣ କରିପାରିବେ। ଆସନ୍ତୁ ଏହିସବୁ ଖାଦ୍ୟ ବିଷୟରେ ଜାଣିବା।

Happiness Country
ଏହି ଦେଶଗୁଡ଼ିକ ବିଶ୍ୱରେ ସବୁଠାରୁ ଅଧିକ ଦୁଃଖୀ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି...

ଏହି ମାନଦଣ୍ଡରେ ରହିଛି ଦେଶରେ ଲୋକଙ୍କୁ ମିଳୁଥିବା ସ୍ୱାଧୀନତା, ସ୍ୱାସ୍ଥ୍ୟ, ଦୁର୍ନୀତି ଏବଂ ଆୟ । ତେବେ ସବୁଠାରୁ ଅଧିକ ଦୁଃଖି ଦେଶ ତାଲିକାର ଶୀର୍ଶରେ ରହିଛି ଆଫ୍‌ଗାନିସ୍ତାନ । ଏହି ତାଲିକାରେ ଭାରତର ସ୍ଥାନ ମଧ୍ୟ ଅତ୍ୟନ୍ତ ନିରାଶାଜନକ ।

Medicine Strip
ମେଡିସିନ୍‌ ଷ୍ଟ୍ରିପ୍‌ରେ କାହିଁକି ରହିଥାଏ ଏହି ନାଲି ଗାର ? ଜାଣନ୍ତୁ...

କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଜଣେ ୟୁଜର ଏଭଳି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ଅନେକ ଲୋକ କମେଣ୍ଟରେ ବିଭିନ୍ନ କାରଣ ସବୁ ଦର୍ଶାଇଥିଲେ ।

Pokhran
ପୋଖରାନରେ ଶକ୍ତି ଦେଖାଇବ ଭାରତ

ଏହି ସମରାଭ୍ୟାସ ପୂର୍ବରୁ, ଏହାର ଏକ ପୂର୍ବ ଝଲକ ସୋସିଆଲ ମିଡିଆରେ ପୋଷ୍ଟ କରିଛି ସ୍ଥଳସେନା ।