• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Suicide Attempt

Mundali Bridge Highdrama
High Drama At Mundali: ଦେହରେ ଥାଏ ପୋଲିସ ବର୍ଦ୍ଦି, ମହାନଦୀକୁ ଡିଆଁ ମାରିଲେ ଯୁବକ, ତା' ପରେ...

ସକାଳୁ ସକାଳୁ କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଯୁବକଙ୍କ ହାଇଡ୍ରାମା । ବ୍ୟାରେଜ ଗେଟ୍ ଉପରେ ଚଢି ବ୍ୟାୟାମ କରିବା ପରେ ମହାନଦୀକୁ ମାରିଲେ ଡିଆଁ । ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀଙ୍କ ସହାୟତାରେ ସୁରକ୍ଷିତ ଉଦ୍ଧାର ।

Woman Suicide
Woman Kills Herself For Pet Cat: ୨ଦିନ ବିଲେଇର ମୃତଦେହକୁ ପାଖରେ ରଖି, ତୃତୀୟ ଦିନ ଝୁଲିପଡିଲେ ମହିଳା

ପୂଜାଙ୍କ ମାଆ ବିଲେଇଟିକୁ ପୋତିଦେବାକୁ କହିଥିଲେ । କିନ୍ତୁ, ପୂଜା ଏପରି କରିବାକୁ ମନା କରିଦେଇଥିଲେ । ସେ କହିଥିଲେ ବିଲେଇଟି ପୁଣି ଜୀବିତ ହୋଇଯିବ । ପୂଜା ଦୁଇ ଦିନ ପର୍ଯ୍ୟନ୍ତ ବିଲେଇର ଶରୀରକୁ କୁଣ୍ଢାଇ ଧରି ରହିଥିଲେ । ପୂଜାଙ୍କ ପରିବାର ଏବଂ ସାହି ପଡିଶା ଲୋକେ ଯେତେ ବୁଝେଇଲେ ମଧ୍ୟ ସେ ସେହି ବିଲେଇକୁ ପୋତି ନଥିଲେ ।

manav sharma
Manav Sharma Suicide: ଆଇଟି ମ୍ୟାନେଜର ମାନବ ଶର୍ମା ଆତ୍ମହତ୍ୟା, କ’ଣ ଥିଲା ପ୍ରକୃତ କାରଣ...

ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ଆଉ ଏକ ଘଟଣା ଏବେ ୟୁପିର ଆଗ୍ରାରୁ ସାମ୍ନାକୁ ଆସିଥିଲା । ସେ ବେକରେ ଫାଶୀ ଲଗାଇ ଲାଇଭ ଭିଡିଓ ବନାଇଥିଲେ, ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଆଲୋଡନ ସୃଷ୍ଟି କରିଥିଲା। ପତ୍ନୀ ନିଜ ବୟଫ୍ରେଣ୍ଡ ସହିତ ରହିବାକୁ ଚାହୁଁଥିବା ନେଇ ମାନବ ଅଭିଯୋଗ କରିବା ସହ ଆତ୍ମହତ୍ୟା କରିଥିଲେ।

IT Employee Suicide
IT Manager Suicide: ବାପା, ମମ୍ମି Sorry... ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର

ଆଗ୍ରାରେ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାର ପୁନରାବୃତ୍ତି । ପତ୍ନୀ ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ IT କମ୍ପାନୀ ମ୍ୟାନେଜର । ଲାଇଭ ଭିଡ଼ିଓରେ କହିଲେ ନିର୍ଯାତନାର କଥା ।

suicide
Student Suicide: ସାଙ୍ଗରେ ମୁଁ ଏଥର ଫେଲ୍ ହୋଇଯିବି...ଏମିତି କହି କଲେଜର ୩ ମହଲାରୁ ଡେଇଁ ପଡ଼ିଲେ ଛାତ୍ର

ସଂକ୍ରାନ୍ତିରେ ଘରକୁ ଯାଇଥିଲେ ସଂପୃକ୍ତ ଛାତ୍ର। ପରିବାର ସହ ଖୁସିରେ ୨ଦିନ ସମୟ ବିତାଇଥିଲେ। ୨୩ ତାରିଖରେ ତଥା ଗତକାଲି ୯ଟା ସମୟରେ କଲେଜରେ ପହଞ୍ଚିଥିଲେ ସଂପୃକ୍ତ ଛାତ୍ର । ନିଜ ସହଯୋଗୀଙ୍କ ସହ କ୍ଲାସ କରିଥିଲେ।

Man tries to jump
୧୪ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ; ଫିଲ୍ମ ଷ୍ଟାଇଲ୍‌ରେ ବଞ୍ଚାଇଲେ ପଡୋଶୀ

୧୪ମହଲାରୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ନୋଏଡାର ଏକ ସୋସାଇଟିରେ ଜଣଏ ମାନସିକ ବିକୃତ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

Three of a family Critical after consuming poison
ଟ୍ରେନ୍‌ରେ ବିଷ ପିଇ ଗୋଟିଏ ପରିବାରର ୩ ଗୁରୁତର

ଟ୍ରେନ୍‌ରେ ବିଷ ପିଇଲେ ବାପା ମାଆ ଝିଅ ! କଣାସ ରୋଡ୍ ଷ୍ଟେସନରୁ ଗୁରୁତର ଅବସ୍ଥାରେ ୩ ଉଦ୍ଧାର ।

loco pilot
ଟ୍ରେନ୍‌ ଲାଇନ୍‌ରେ ଜୀବନ ହାରୁଥିଲା କୁନିଝିଅ; ଜୀବନ ବଞ୍ଚାଇ ଲୋକୋ ପାଇଲଟ୍‌ ପାଲଟିଲେ ହିରୋ

ମୋତେ ଛାଡ଼ିଦିଅ...ମୁଁ ମରିବାକୁ ଚାହୁଁଛି । ଏମିତି କହି ଟ୍ରେନ୍‌ ଲାଇନ୍‌ ଆଗରେ ଆତ୍ମହତ୍ୟା କରିବାକୁ ଶୋଇଥିବା ଜଣେ ଝିଅକୁ ଉଦ୍ଧାର କରିଛନ୍ତି ଲୋକୋ ପାଇଲଟ୍‌ ।

Suicide
ବିଷ ପିଇ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ; ବାପା-ମା' ମୃତ, ପୁଅ ଗୁରୁତର

ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’।

Cuttack
ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ବନ୍ଦ ଘରୁ ସମସ୍ତଙ୍କୁ ଉଦ୍ଧାର

ଗୁରୁବାର ବିଳମ୍ବିତ ରାତିରେ ବନ୍ଦ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ସୌମ୍ୟଙ୍କ ବାପା ଉମାଚରଣ ପଣ୍ଡା ଓ ସରୋଜିନୀ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଛି ।

Woman Jumps off Bridge
ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡିଲେ ଯୁବତୀ !

ତାରତୋଲ ଗାଁ ଆମ୍ବତୋଟାରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଏହି ଖବର ପାଇବା ପରେ ସଂପୃକ୍ତ ଯୁବତୀ ନଦୀକୁ ଡେଇଁପଡିଥିବା ସୂଚନା ମିଳିଛି ।

Robot Commits Suicide
ରୋବୋଟ୍‌ ଉପରେ ପଡ଼ିଲା କାମ ପ୍ରେସର୍; ସିଡିରୁ ଡେଇଁ କଲା ଆତ୍ମହତ୍ୟା !

ଡେଲି ମିରର୍‌ ରିପୋର୍ଟ ଅନୁଯାୟୀ, ଏହି ରୋବୋଟ୍‌ଟି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟରେ ସାହାଯ୍ୟ କରୁଥିଲା। ଟିମ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ରୋବଟ୍ ଗୁମି ସହରର ବାସିନ୍ଦାଙ୍କୁ ପ୍ରାୟ ଏକ ବର୍ଷ ଧରି ପ୍ରଶାସନିକ କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା।

suicide
CBSE ରେ ପାଠ ପଢ଼ାଇପାରିଲାନି ବାପା; ଝିଅକୁ ଧରି କୂଅକୁ ଡେଇଁଲା ମା’

ମହିଳା ନିଜ ସ୍ୱାମୀଙ୍କୁ ଭିଡିଓ କଲ କରି ଶେଷ ଥର ପାଇଁ ଝିଅର ମୁହଁ ଦେଖିବାକୁ କହିଥିଲେ ଏବଂ ପରେ ଝିଅ ସହିତ କୂଅ ଭିତରକୁ ଡେଇଁପଡିଥିଲେ। ମହିଳା ଜଣକ ଘର ନିକଟରେ ଖେଳୁଥିବା ପୁଅକୁ ମଧ୍ୟ ତାଙ୍କ ସହିତ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଯାଇନଥିଲା ।

YouTuber couple jumps off 7th floor
ଏକାଠି ରିଲ୍ସ କରୁଥିଲେ...ସାମାନ୍ୟ ଝଗଡ଼ାରୁ ୭ମହଲାରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର ଯୋଡ଼ି

ଉଭୟ ଡେରାଡୁନରୁ ଫେରିବା ପରେ ବାହାଦୂରଗଡରର ଫ୍ଲାଟରେ ଆଉ ୫ଜଣ ଟିମ୍ ମେମ୍ୱରଙ୍କ ସହ ଥିଲେ। ଘଟଣା ଘଟିବା ଦିନ ଉଭୟ ଏକ ସୁଟରୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

cyber crime online game
ଗେମ୍ ଖେଳୁଖେଳୁ ଆସିଲା ମେସେଜ୍, କଟିଗଲା ୨ଲକ୍ଷ; ଭୟରେ ଜୀବନ ହାରିଲେ ଛାତ୍ର

ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ। ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ। ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ।

MP hospitalised consuming pesticide
ଲୋକସଭା ଆସନ ପାଇଁ ମିଳିଲାନି ଟିକେଟ୍: ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ

ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ MDMK ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।

Girl Jumps Off College Building
କଲେଜ ଛାତରୁ ଡେଇଁ ଜୀବନ ହାରିଲେ ଯୁକ୍ତଦୁଇ ଛାତ୍ରୀ

ଭୀମରାମ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ।

Sholay scene recreated
ଶୋଲେ ପାର୍ଟ-୨ : ପାଣି ଟାଙ୍କିରେ ଚଢ଼ି ପ୍ରେମିକାଙ୍କୁ ଦେଲେ ଆତ୍ମହତ୍ୟାର ଧମକ

ପିଣ୍ଟୁ ବଲାଙ୍ଗୀର ସହରର ଜଣେ ଝିଅକୁ ଭଲ ପାଉଛନ୍ତି । କୌଣସି କାରଣକୁ ନେଇ ନିଜ ପ୍ରେମିକା ସହିତ ଫୋନରେ କଥା ହେବ ସମୟରେ ବଚସା ହୋଇଥିଲା । ହଠାତ ଆତ୍ମହତ୍ୟାର ଧମକ ଦେଇ ପିଣ୍ଟୁ ନିଜ ଗାଁର ଜଳ ଯୋଗାଣ ପାଇଁ ତିଆରି ହୋଉଥିବା ବଡ ପାଣି ଟାଙ୍କି ଉପରକୁ ଚଢି ଯାଇଥିଲେ । ଖାଲି ଚଢାଯାଇଥିଲେ ତାହା ନୁହେଁ ବରଂ ଆତ୍ମହତ୍ୟା କରିବାକୁ ଧମକ ବି ଦେଇଥିଲେ ।

Body of VSSUT girl who jumped off bridge recovered
କାହିଁକି ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍‌ ଛାତ୍ରୀ ? ଏମିତି ଥିଲା ଶେଷ କେଇ ଘଣ୍ଟା...

୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି କଲେଜ ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ପିସି ବ୍ରିଜ୍‌ରୁ ଡେଇଁ ପଡ଼ିଥିଲେ ଚିନ୍ମୟୀ।

VSSUT girl student jumps off Power Channel Bridge, goes missing
ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍ ଛାତ୍ରୀ, ଚରମ ନିଷ୍ପତ୍ତି ପୂର୍ବରୁ ଯୁବକଙ୍କ ସହ ହୋଇଥିଲା ପାଟିତୁଣ୍ଡ...

ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍ ଛାତ୍ରୀ। ବୁର୍ଲା ଭିସୁଟ୍‌ର ଜଣେ ପୂର୍ବତନ ଛାତ୍ରୀ ପାୱାର ଚାନେଲ୍‌ ବ୍ରିଜ୍‌ରୁ ପାଣିକୁ ଡେଇଁ ନିଖୋଜ ଥିବା ସୂଚନା ମିଳିଛି।

bride eat poison before marriage
ବାହାଘରର ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା

ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ। ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା।

Crime
ଥାନାରେ ଏତଲା ରଖିଲାନି ପୋଲିସ, ଫିନାଇଲ ପିଇଦେଲେ ରବିନ୍ଦ୍ର

ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ରବିନ୍ଦ୍ର । ପୋଲିସ ଏତଲା ରଖୁନଥିବା ଅଭିଯୋଗ କରି ଫିନାଇଲ ପିଇଛନ୍ତି  ।

6 Members Of A Family Commits Suicide In Bihar
ପୁରା ପରିବାର ପିଇଲେ ବିଷ, ଆତ୍ମହତ୍ୟା ପୂର୍ବରୁ Video କରି କହିଲେ କାରଣ...

ଋଣ ଭାର ସହି ନପାରି ବିହାରର ଏକ ପରିବାର ବିଷ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ବିହାରର ନୱାଡା ନଗର ଥାନା ଅନ୍ତର୍ଗତ ନ୍ୟୁ ଏରିଆ ମୋହଲ୍ଲା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

Watch police rescue woman waiting on rail track with baby to end life
‘ଟ୍ରାକ୍‌ରେ କାହିଁକି ବସିଛି ? ଟ୍ରେନ୍‌ ସିଗ୍ନାଲ୍‌ ଦେଲାଣି, କେତେବେଳେ ବି ଚାଲି ଆସିବ’

ଅନ୍ଧାର ରାତିରେ ଜଣେ ମହିଳା ନିଜର କଅଁଳା ଛୁଆକୁ ଧରି ଆତ୍ମହତ୍ୟା କରିବା ପାଇଁ କଟକ ରେଲ୍‌ୱେ ଷ୍ଟେସନର ରେଳ ଧାରଣାରେ ବସିଥିଲେ। ଜଣେ ମହିଳା ପୋଲିସ୍‌ ଦେବଦୂତ ସାଜି ଆସିଲେ ଓ ଜୀବନ ବଞ୍ଚାଇଲେ। 

Youth Attempts To Commit Suicide In Dhenkanal
ପ୍ରେମରେ ଶକ୍ତ ଧକ୍କା: ବ୍ଲେଡ୍‌ରେ ହାତ, ଗଳା କାଟିଦେଲେ...ଫେସବୁକ୍‌ରେ ପୋଷ୍ଟ କଲେ ଭିଡିଓ

ପ୍ରେମ ଶାଶ୍ୱତ, ପବିତ୍ର, ଚିରନ୍ତନ। ହେଲେ ପ୍ରେମରେ ବିଫଳ ହେଲେ କିଛି ବ୍ୟକ୍ତି ଚରମ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ। ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ବ୍ଲେଡ୍‌ରେ ନିଜର ହାତ ଓ ଗଳା କାଟି ଦେଇଥିବା ସୂଚନା ମିଳିଛି।