ଭାରତ-ଚୀନ୍ ସୀମା ଚୁସୁଲ-ମୋଲ୍ ଡୋ ବର୍ଡର ନିକଟ ମିଟିଂ ପଏଣ୍ଟରେ ଦୁଇ ସେନା ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି । ଖାଲି ମୋଲ୍ ଡୋ ବର୍ଡରରେ ନୁହେଁ ବରଂ ଭାରତ-ଚୀନ୍ ସୀମାନ୍ତ ବିଭିନ୍ନ ବର୍ଡର ପଏଣ୍ଟରେ ଏହି ଖୁସିର ଅବସର ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବଣ୍ଡଲ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦୀପ୍ତି ଗାବା ନାମକ ଜଣେ ୟୁଜର୍ସ ସେୟାର କରିଛନ୍ତି ।
ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ରିଟେନ୍ କରିଥିବା ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଆଗାମୀ ଆଇପିଏଲ ୨୦୨୫ ପାଇଁ କେଉଁ ଫ୍ରାଞ୍ଚାଇଜ୍ କାହାକୁ ରିଟେନ୍ କରିଛନ୍ତି...
କ୍ରେଡିଟ୍ କାର୍ଡ, ଏଲପିଜି ଗ୍ୟାସ୍ ଏବଂ ଟ୍ରେନ୍ ଟିକେଟ୍ ଠାରୁ ଆରମ୍ଭ କରି FD ସମୟସୀମା ପର୍ଯ୍ୟନ୍ତ ନିୟମ ନଭେମ୍ବର ୧ରୁ ବଦଳିବ ।
‘ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ସ୍ୱାସ୍ଥ୍ୟ ବୀମା’ର ସଫଳତା ପରେ ସରକାର ଏବେ 'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ' ଏବଂ 'ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମନିରପେକ୍ଷ ସିଭିଲ୍ କୋଡ୍' ଲାଗୁ କରିବା ପରେ ଧ୍ୟାନ ଦେଉଛନ୍ତି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର୍ଦାର ହେଉଛି। ନିର୍ବାଚନରେ ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଟ୍ରମ୍ପ ଏବଂ ତାଙ୍କ ଟିମ୍ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେ ଭି ଚକିଦାର' ଫର୍ମୁଲା ଆପଣେଇଛନ୍ତି।
ପ୍ରଥମେ ହତ୍ୟା କଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ସୁଟକେସ୍ରେ ମୃତଦେହ ଭର୍ତ୍ତି କରି ପୋଲ ତଳେ ଫିଙ୍ଗିଦେଲେ। ପୋଲିସ କବଳରୁ ବଞ୍ଚିବା ପାଇଁ କାର୍ ବିକି ଦେବା ସହ ମୋବାଇଲ୍ ଅଫ କରି ଦେଇଥିଲେ। ଏପରି ନାଟକୀୟ ଢଙ୍ଗରେ ହତ୍ୟାକାଣ୍ଡ ଘଟାଇଥିବା ଓଡ଼ିଆ ଦମ୍ପତିଙ୍କୁ ବାନ୍ଧିଛି ବେଙ୍ଗାଲୁରୁ ପୋଲିସ।
ଭାବିଥିଲେ ସେଇ ପଟ୍ରିରେ ଆସୁନାହିଁ ଟ୍ରେନ୍ । ଆଉ ଆରମ୍ରେ ବସି କାନରେ ଇଅର ଫୋନ୍ ଲଗାଇ ମୋବାଇଲ ଦୁନିଆରେ ହଜିଯାଇଥିଲେ ।
ବୁଧବାର ଅର୍ଥାତ ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ୩୦ ଅକ୍ଟୋବରରେ ଏହି ଘଟଣା ଘଟିଛି ।
ପୁରୁଖା ଲୋକଙ୍କ କହିବା କଥା.. ଗାଁର ନାଁ ପଛରେ ଜଣେ ରାଜାଙ୍କ ଭୂମିକା ରହିଛି । ଯିଏ କି ଏହି ଗାଁର ନାମକରଣ କରିଥିଲେ । ଗାଁର ଅନ୍ଧକାରକୁ ଦୂରେଇ ଆଲୋକ ଆଣି ଦେଇଥିଲେ ।
କିଛି ଦିନ ପୂର୍ବରୁ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଏକ ମଞ୍ଚରେ କୁନି ପ୍ରବଚକ ଅଭିନବଙ୍କୁ ମୁର୍ଖ ବୋଲି ସାମ୍ବୋଧନ କରିଥିଲେ ।
ଆଲୋକର ପର୍ବ ଦୀପାବଳି। ବିନା ବାଣରେ ଏହି ଉତ୍ସବ ଫିକା। ତେବେ ଏହି ପର୍ବ କେବଳ ହିନ୍ଦୁମାନେ ନୁହନ୍ତି, ଅନ୍ୟ ଧର୍ମ ଲୋକେ ମଧ୍ୟ ପାଳନ କରନ୍ତି। ଏହାକୁ କେଉଁ ଧର୍ମରେ କିପରି ପାଳନ ହୁଏ ଆସନ୍ତୁ ଜାଣିବା।
ବାଣ ଫୁଟାଉଥିବା ବେଳେ ଆଖିକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ବାଣର ସ୍ପାର୍କ ଏବଂ ଧୂଆଁ ଆଖିକୁ ନଷ୍ଟ କରିପାରେ। ଏହି ପର୍ବ ସମୟରେ କିପରି ଆଖିର ଯତ୍ନ ନେବେ ଏବଂ ଆଖିରେ ଆଘାତ ଲାଗିଲେ ତୁରନ୍ତ କ’ଣ ପଦକ୍ଷେପ ନିଆଯିବା ଉଚିତ ସେ ବିଷୟରେ ଜାଣିବା।
୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଆରସିବି ଅଧିନାୟକ ଥିଲେ କୋହଲି । ତାଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲା ।
ମୋମୋ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆଉ ୨୦ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ଜଣେ ୨୦ ବର୍ଷୀୟ ଯୁବକ ଗୁଫରାନ ଖାନ ଲକ୍ଷ୍ନୌରୁ ଗିରଫ ହେବା ପରେ ଏବେ ପୁଣି ଏକ ଧମକ ପୂର୍ଣ୍ଣ ମେସେଜ ଆସିଛି ।
ପୁଅର ମୃତ୍ୟୁ ଖବର ଏହି ବୃଦ୍ଧ ଦମ୍ପତି ଜାଣି ନଥିଲେ। ବୟସ୍କମାନେ କହିଲେ ଯେ ସେ ଚାଲି ପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ସେହି ଲୋକମାନେ ପୁଅକୁ ଅନେକ ଥର ଡାକିଥିଲେ ମଧ୍ୟ ପ୍ରମୋଦ କୌଣସି ଉତ୍ତର ଦେଇନଥିଲେ।
କୋଲକାତା ଆରଜି କର ମେଜିକାଲ୍ କଲେଜ ତାତି ନଥମୁଣୁ ଆଉ ଏକ ଘଟଣା ସାମନାକୁ ଆସିଛି। ଡାକ୍ତରଙ୍କ ପାଇଁ ସମସ୍ତେ ନ୍ୟାୟ ଭିକ୍ଷା କରୁଥିବା ବେଳେ ଏହି ଘଟଣାରେ ଜଣେ ଡାକ୍ତର ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ପ୍ରକୃତି ଯେବେ ତଣ୍ଡବ ରଚେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ଜୀବନ ବଞ୍ଚାଇବାକୁ ଏମିତି ଚିତ୍କାର କରନ୍ତି । ଏ ଦୃଶ୍ୟ କେତେ ଯେ ଭୟଙ୍କର ଆପଣ ନିଶ୍ଚୟ ଅନୁମାନ କରୁଥିବେ । ଏ ଲୋକମାନଙ୍କ ଛାତିରେ ଯନ୍ତ୍ରଣା କେତେ ଯେ ଥିବ ତା’ ଆପଣ ଏ ଦୃଶ୍ୟ ଦେଖି ବେଶ୍ ବୁଝିପାରୁଥିବେ ।
ପ୍ରତିବର୍ଷ ଦୀପାବଳିରେ ଅସାବଧାନତା ହେତୁ ବାଣ ଫୁଟାଇବା ବେଳେ ଅନେକଙ୍କ ହାତରେ ନିଆଁ ଲାଗିଯିବା କିମ୍ବା ଆଖିରେ ଆଘାତ ଲାଗିଥିବାର ଅନେକ ଘଟଣା ମଧ୍ୟ ଦେଖାଯାଏ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ଶିକାର ହୁଅନ୍ତି, ତେବେ ହଠାତ ଉପଶମ ପାଇଁ କିଛି ଘରୋଇ ଉପଚାର ଆରାମ ଦେଇପାରେ। ଆସନ୍ତୁ ସେ ବିଷୟରେ ଜାଣିବା।
ରାଇଘରରେ ପେଟ୍ରୋଲ ୩.୪୧ ପଇସା, ଡିଜେଲ୍ ୩.୨୨ ପଇସା ହ୍ରାସ । ଝରିଗାଁରେ ପେଟ୍ରୋଲ ୩.୨୫ ପଇସା, ଡିଜେଲ୍ ୩.୦୮ ପଇସା ହ୍ରାସ ।
ଆଜିକାଲି ଜିନ୍ସ ଏକ ବହୁତ ଲୋକପ୍ରିୟ ପୋଷାକ, ଯାହା ଉଭୟ ପୁଅ ଏବଂ ଝିଅ, ଯୁବକ ଏବଂ ବୃଦ୍ଧ ଲୋକମାନେ ପିନ୍ଧନ୍ତି। ଏ ସମସ୍ତ ଜିନ୍ସରେ ଗୋଟିଏ ଜିନିଷ ସାଧାରଣ ଥାଏ। ଏହାର ପକେଟ୍ରେ ତମ୍ବା ବଟନ୍ ଥାଏ। ଆପଣ ଜାଣନ୍ତି କି ଏହି ବଟନ୍ଗୁଡ଼ିକ ସେଠାରେ କାହିଁକି ଥାଏ? ଆସନ୍ତୁ ଜାଣିବା…
ସ୍ପେନ ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ମୁମ୍ବାଇରେ ଦିପାବଳୀ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।
ଏକ ପଡ୍କାଷ୍ଟରେ ମ୍ୟାକ୍ସୱେଲ ଆଲୋଚନା କରି କହିଛନ୍ତି ଯେ, ଆରସିବି ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ କୋହଲି ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ କରିଛନ୍ତି ।
ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍ । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।