କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ ପିଏମ୍ ମୋଦି। ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ।
ୟୁପି ଆତଙ୍କୀ କାର୍ଯ୍ୟକଳାପରେ ଓଡ଼ିଶା କନେକ୍ସନ । ପ୍ରୟାଗରାଜରେ ଛାପୁଥିଲେ ମାଳ ମାଳ ନକଲି ନୋଟ୍ । ପଢ଼ାଉଥିଲେ ଦେଶଦ୍ରୋହର ପାଠ ।
ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ମାରିୟାପ୍ପନ ଥଙ୍ଗାଭେଲୁ କ୍ରମାଗତ ତୃତୀୟ ପାରାଲିମ୍ପିକ୍ ଗେମ୍ସରେ ପଦକ ଜିତିଛନ୍ତି ।
ଭାରତୀୟ ରେଳବାଇରେ ଚାକିରି ପାଇବା ପାଇଁ ଏହା ଏକ ସୁବର୍ଣ୍ଣ। RRB NTPC ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଏମିତି ପ୍ରତିବାଦ ହୁଏତ ଆପଣ କେବେ ଦେଖିନଥିବେ । ଏଭଳି ପ୍ରତିବାଦ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ଚକିତ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।
ବାଲକୋନି ଭୁଶୁଡି ପଡିବାରୁ ପ୍ରାୟ ଶହେ ଲୋକ ଆହତ ହୋଇଛନ୍ତି । ଗତକାଲି ରାତିରେ ମହାବୀର ପ୍ରୋସେସନ ଦେଖିବାକୁ ଏମାନେ ସମସ୍ତେ ବାଲକୋନିରେ ଏକାଠି ହୋଇଥିଲେ ।
ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘର । ୨ ଫୁଟ୍ ଚଉଡ଼ା ଜମିରେ ଘର ନିର୍ମାଣ କଲେ ଜଣେ ବ୍ୟକ୍ତି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଘରର ଭିଡ଼ିଓ ।
ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ସେମାନଙ୍କ ମ୍ୟାଟର୍ନିଟୀ ଶୁଟ୍ର ସର୍ବୋତ୍ତମ ଫଟୋ ଶେୟାର କରି ନକଲି ନକଲି ବେବୀ ବମ୍ପ୍ ଅଭିଯୋଗ କରୁଥିବା ଟ୍ରୋଲର୍ମାନଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଅଭିନେତ୍ରୀ ପୂର୍ବରୁ ମଧ୍ୟ ଅନେକ ଥର ବେବୀ ବମ୍ପ ସହିତ ନଜର ଆସିଛନ୍ତି।
କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆଙ୍କୁ ନେଇ ଏକ ବଡ଼ ଖବର ଆସିଛି। ଉଭୟ କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ଏହି ମ୍ୟାଚ୍ ଜୁନ୍ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବ । ତେବେ ଜୁନ୍ ୧୬ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ହେବ ।
୨୫ବର୍ଷିୟା ମାୟା ମୌରୀଙ୍କ ବାପା –ମା’ ଛାଡପତ୍ର ପରେ ଅଲଗା ରହୁଛନ୍ତି। ହେଲେ ଝିଅ ମାୟା ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ସ୍ନାତକ ସମାରୋହରେ ଯୋଗ ଦେବାପାଇଁ ସେ ଫ୍ରାନ୍ସରୁ ଆମେରିକା ଯାଇଥିବା ବେଳେ ବାପା-ମା’ଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ।
ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଇଥିବା ଜଣାପଡିଛି।
କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫିଟୁଛି ଗୁମର। ସାଂଘାତିକ କଥା କହିଲେ ସେଦିନ ଆରଜି କରରେ ଡ୍ୟୁଟିରେ ଥିବା ଡାକ୍ତର ତାପସ ପ୍ରମାଣିକ।
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବଢ଼ିଚାଲିଛି ବନ୍ୟା ପରର ବେଦନା। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ଲୋକେ।
ମଦ୍ରାସାରେ ଜାଲ୍ ନୋଟ୍ କାରବାର। ଅଚାନକ ରେଡ୍ ପରେ ମିଳିଲା ହଜାର ହଜାର ଜାଲ୍ ନୋଟ୍। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ବୋଲି ଜଣାପଡିଛି।
ବର୍ତ୍ତମାନ ଏମିତି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଯାହାକୁ ଦେଖିଲେ ଆପଣ ବି ଟେରା ହୋଇଯିବେ। ଭିଡିଓରେ ଜଣେ ବ୍ୟକ୍ତି ସ୍କୁଟର ଚଳାଉଥିବାର ନଜର ଆସନ୍ତି। କୁହାଯାଉଛି ଯେ ସେହି ବ୍ୟକ୍ତି ଜଣକ ସ୍କୁଟର ପଛରେ ଦଉଡିରେ ବାନ୍ଧି ୫୦୦ ଟଙ୍କିଆ ନୋଟର ବୋଝ ନେଉଛନ୍ତି।
ସନ୍ଦୀପ ଘୋଷଙ୍କ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର ଅଲ୍ଲୀ ଖାନ୍ । ଏହି ୪ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଭଲ ରୋଜଗାର ଆଶାରେ, ଧୀରୁଭାଇ ୟେମେନର ଆଡେନକୁ ଯାଇଥିଲେ । ସେଠାରେ ସେ ଏ. ବେସେ ଆଣ୍ଡ୍ କମ୍ପାନୀ ପାଇଁ ଏକ ଗ୍ୟାସ୍ ଷ୍ଟେସନ୍ ଆଟେଣ୍ଡାଣ୍ଟ୍ ଭାବରେ କାର୍ଯ୍ୟ କରିଥିଲେ। ଯେଉଁଠାରେ ସେ ମାସକୁ ଦରମା ବାବଦକୁ ମାତ୍ର ୩୦୦ ଟଙ୍କା ପାଉଥିଲେ ।
AAIରେ ଚାକିରି ପାଇବାକୁ ଯୋଜନା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ AAIର ପୂର୍ବାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଆରସିଏସ୍ ବିମାନବନ୍ଦରରେ ନିଯୁକ୍ତି ମିଳିବ। ଏନେଇ AAI ଏକ ବିଜ୍ଞପ୍ତି ପ୍ରକାଶ କରିଛି।
କରୀନା କପୁରଙ୍କୁ 'ଦ ବକିଙ୍ଗ୍ହମ୍ ମର୍ଡର୍ସ'ରେ ଏକ ଦମଦାର୍ ଭୂମିକାରେ ଦେଖିବାକୁ ମିଳିବ। ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କରୀନା କପୁର ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ଆଜି ଏହାର ଟ୍ରେଲର୍ ରିଲିଜ ହେବା ପରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି।
ପଶ୍ଚିମବଙ୍ଗ ବିଧାନସଭାରେ ଏହି ବିଲ୍ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍କୁ ଐତିହାସିକ ବୋଲି କହିଛନ୍ତି ।
ଅଗଷ୍ଟ ୨୩ ତାରିଖରେ ହୋଇଥିବା ଆକ୍ରମଣ ପାଇଁ ଗୋରକ୍ଷକ ସଂଗଠନର ୫ଜଣ ସଦସ୍ୟ ଗିରଫ । ଭୁଲବଶତଃ ମୃତ ଛାତ୍ରକୁ ଗୋଚାଲାଣକାରୀ ସନ୍ଦେହ କରିଥିଲେ ଗୋରକ୍ଷକ ।
ଗତକାଲି ସଂପୃକ୍ତ ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ଥିଲା । ଦନ୍ତେୱାଡା ଅଞ୍ଚଳରେ ମାଓବାଦୀମାନେ ଥିବା ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଏହି ସର୍ଚ୍ଚ ଅପରେସନ ।
ଆପଣ ଯଦି କିସ୍ମିସ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ତାଜା ଅଙ୍ଗୁର ସାହାଯ୍ୟରେ ନିଜେ ଘରେ ତାଜା କିସ୍ମିସ୍ ତିଆରି କରିପାରିବେ। ପ୍ରକୃତରେ ଏହା ତିଆରି କରିବା ବହୁତ ସହଜ ଏବଂ ଏହି ପଦ୍ଧତି ମଧ୍ୟ ବହୁତ କମ ଖର୍ଚ୍ଚରେ ହୋଇଥାଏ।
ଆଧାରର ସୁରକ୍ଷା ନିଶ୍ଚିତ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଅନେକ କ୍ଷେତ୍ରରେ ଏହାର ଭୁଲ୍ ବ୍ୟବହାର ମଧ୍ୟ ହେଉଛି। ଏହା ଦ୍ୱାରା ଜଣେ ଚାହିଁଲେ ନିଜ ଆଧାରକୁ ଲକ୍ କରିପାରିବ ଏବଂ ସମ୍ଭାବ୍ୟ ଘୋଟାଲାକୁ ଏଡାଇ ପାରିବ।