ପୁଅର ମୃତ୍ୟୁ ଖବର ଏହି ବୃଦ୍ଧ ଦମ୍ପତି ଜାଣି ନଥିଲେ। ବୟସ୍କମାନେ କହିଲେ ଯେ ସେ ଚାଲି ପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ସେହି ଲୋକମାନେ ପୁଅକୁ ଅନେକ ଥର ଡାକିଥିଲେ ମଧ୍ୟ ପ୍ରମୋଦ କୌଣସି ଉତ୍ତର ଦେଇନଥିଲେ।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର । ମୃତ ଶ୍ରମିକଙ୍କ ପତ୍ନୀ ଓ ଝିଅଙ୍କ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ । ସମବେଦନା ଜଣାଇବା ସହ ଝିଅର ପାଠପଢ଼ାରେ ସହଯୋଗ ପାଇଁ ଦେଲେ ଭରସା ।
ଧାନ ବିଲରୁ ନାବାଳିକାର କଙ୍କାଳ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନାବାଳିକାକୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ଥିବା ଜଣାପଡ଼ିଛି।
ପ୍ରାୟ ୧୦ ମାସ ତଳର ନରକଙ୍କାଳକୁ ମାଟି ଖୋଳି ଉଦ୍ଧାର କରାଯାଇଛି। ଏକ ବେନାମୀ ଚିଠି ୧୦ ମାସ ତଳର ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇଥିବା କୁହାଯାଉଛି।
ସେହିଦିନ ଘରୁ ବାହାରି ଥାନାରେ ଏତଲା ଦେବାକୁ ଯାଇଥିଲେ ଭଗବତୀ, ହେଲେ ଆଉ ଫେରିନଥିଲେ।