ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁଟର ମନୁ ଭାକର । ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା ।
ସୁଟିଂରେ ବଢ଼ିଲା ଆଉ ଏକ ପଦକ ଆଶା । ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ସୁଟର ଅର୍ଜୁନ ବବୁତା ।
ଯେପରି ବାଙ୍ଗାଲୋରରେ ଚାକିରି କରିଥିବା ଏହି ମହିଳାଙ୍କ ସହ ହୋଇଛି । ଅଫିସ ଯିବା ଆସିବା ପାଇଁ ସେ କରିଥିବା କ୍ୟାବର ମାସିକ ବିଲ୍ ତାଙ୍କର ହୋସ୍ ଉଡାଇ ଦେଇଛି ।
ପ୍ୟାରିସ ଅଲିମ୍ପିକରେ ଭାରତକୁ ପ୍ରଥମ ମେଡାଲ । ସୁଟର ମନୁ ଭାକର ଜିତିଲେ ବ୍ରୋଞ୍ଜ୍ ମେଡାଲ ।
ଦମଦାର ବିଜୟରୁ ପ୍ୟାରିସ୍ ଅଲମ୍ପିକ ଅଭିଯାନ ଆରମ୍ଭ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ । ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସିଧାସଳଖ ସେଟ୍ ରେ ବିଜୟୀ ।
ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଆମ ଖେଳାଳିଙ୍କୁ ବିଶ୍ୱ ମଞ୍ଚରେ ତ୍ରିରଙ୍ଗା ଉଡାଇବା ସହ ଦେଶ ପାଇଁ କିଛି କରିବାର ସୁଯୋଗ ଆଣି ଦେଇଛି। ତେଣୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ।
୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଛନ୍ତି ରମିତା ଜିନ୍ଦଲ ।
ୟୁପିଏସସି କୋଚ ଶୁଭ୍ରା ରଞ୍ଜନଙ୍କର ପଢାଇବା ଶୈଳୀକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁଭ୍ରା ରଞ୍ଜନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ୟୁପିଏସସି ଛାତ୍ରଙ୍କୁ ପଢାଇବା ବେଳେ ମୋଗଲ ଶାସକ ଆକବରଙ୍କୁ ଭଗବାନ ରାମଙ୍କ ସହ ତୁଳନା କରୁଛନ୍ତି ।
୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ। ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ ପରେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର।
ବିଶ୍ୱର ସବୁଠୁ ଧନୀ ମହିଳାଙ୍କ ସମ୍ପତ୍ତି ଜାଣି ଆଶ୍ଚର୍ଯ୍ୟ ! ଏଲନ ମସ୍କ, ମୁକେଶ ଅମ୍ବାନୀ, ଆଦାନୀଙ୍କ ସମ୍ପତ୍ତି ମିଶାଇଲେ ମଧ୍ୟ ସମାନ ହେଉନି ।
Chanakya Niti For Lifestyle: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ପ୍ରକାରର ନୀତି ଉପରେ ରଚନା କରିଛନ୍ତି । ଚାଣକ୍ୟଙ୍କ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ଏହି ୩ଟି ଜିନିଷ ଅଛି... ତେବେ ଆପଣ ଜୀବନର ସମସ୍ତ ଖୁସି ପାଇପାରିବେ...
ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ଜଳବାୟୁ ବିଶେଷଜ୍ଞ କହିଛନ୍ତି ଯେ ଚୀନ୍, ଆମେରିକା ଏବଂ ଦକ୍ଷିଣ ଏସିଆର (ଭାରତ) ଶକ୍ତି ଉତ୍ପାଦନ କାରଖାନା ବା ପାୱାର ପ୍ଲାଣ୍ଟ ଏବଂ ଯାନବାହନରୁ CO2 ଅଧିକ ପରିମାଣରେ ନିର୍ଗତ ହେଉଛି।
ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ରିପୋର୍ଟରୁ ଦୁଷ୍କର୍ମ ଓ ହତ୍ୟା ବୋଲି ଜଣାପଡିଥିଲା। ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିଲା।
ବଢୁଛି ମୁଣ୍ଡ ଓ ବେକ କର୍କଟ ରୋଗୀଙ୍କ ସଂଖ୍ୟା । ଯାହା ଦେଶର ମୋଟ କର୍କଟ ରୋଗୀଙ୍କ ସଂଖ୍ୟାର ପ୍ରାୟ ୨୬ ପ୍ରତିଶତ ବୋଲି ଅଧ୍ୟୟନରୁ ଜଣାପଡିଛି ।
ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯ ଜଣ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି।
ମ୍ୟାଚରେ ପ୍ରଥମେ ଟସ ଜିତି ଘରୋଇ ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଧାରିତ ୨୦ ଓଭରରେ ୨୧୩ ରନ ସଂଗ୍ରହ କରିଥିଲା।
ରାଜେନ୍ଦ୍ରନଗର ସ୍ଥିତ ରାଓ ଆଇଏଏସ୍ କୋଟିଂ ଏକାଡେମୀର ବେସମେଣ୍ଟରେ ପାଣି ପଶି ୩ ଛାତ୍ରଙ୍କ ମୃତ୍ୟୁ ପରେ ଏବେ କାରଣ ଖୋଜୁଛି ପୋଲିସ ।
ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ୍ ।
ତୀରନ୍ଦାଜୀରେ କ୍ୱାର୍ଟର-ଫାଇନାଲରେ ଭାରତ । ଐତିହାସିକ ପ୍ରଥମ ଅଲମ୍ପିକ ମେଡାଲ ଠାରୁ ଆଉ ମାତ୍ର ଦୁଇଟି ବିଜୟ ଦୂରରେ ପୁରୁଷ ଓ ମହିଳା ତୀରନ୍ଦାଜ ଟିମ ।
RBIରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଜମ୍ମୁ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଅଭାବନୀୟ ଘଟଣା । ଗୋଟିଏ ପରିବାର ୮ ଜଣଙ୍କର ଦୁଃଖଦ ମୃତ୍ୟୁ...
ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବୈବାହିକ ଜୀବନ ବିତାଉଛନ୍ତି। ଏନେଇ ତାଙ୍କ ପ୍ରଶଂସକ ହୁଅନ୍ତୁ କି ଦର୍ଶକ ଯିଏ ତାଙ୍କ ସଫଳ ବିବାହ ପଛର ରହସ୍ୟ ବିଷୟରେ ପଚାରନ୍ତି ସେ ସର୍ବଦା ଏହାର ଉତ୍ତର ଦିଅନ୍ତି।
ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ ମମତା ।
ପତ୍ନୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି,ଜୀବନ ସାଥି ପାଇଁ ଚାଷ ଜମିରେ ନିର୍ମାଣ କଲେ ପ୍ରତିମୂର୍ତ୍ତି । ସ୍ତ୍ରୀ ମୃତ୍ୟୁ ପରେ ପ୍ରତିମୂର୍ତ୍ତି ନିର୍ମାଣ କରାଇଲେ ସ୍ବାମୀ ।