• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kali Puja

Maa Shyama Kali puja
ଜମୁଛି କାଳୀପୂଜା...କମ୍ପୁଛି ସହର

କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁରର ବ୍ୟାସନଗର। ଧୁମଧାମରେ ପାଳିତ ହୋଇଛି ମା’ ଶ୍ୟାମାକାଳୀଙ୍କ ପୂଜା ଉତ୍ସ। ମଣ୍ଡପ ଶୋଭାକୁ ଦ୍ୱିଗୁଣିତ କରିଛି ସୁଉଚ୍ଚ ତୋରଣ। କେଉଁଠି ଗୁମ୍ଫା ଭିତରେ ମା’ ପୂଜା ପାଉଛନ୍ତି ତ କେଉଁଠି ତିଆରି ହୋଇଛି ହରିଦ୍ବାର ମନ୍ଦିରର ଢାଞ୍ଚା ।

Special Story: Devotees Arrive in Large Numbers to Get a Glimpse of Maa Dakineswar Pathara Kali
ପୂଜା ପାଉଛନ୍ତି ପଥର କାଳୀ

ଝଲସୁଛି ତୋରଣ... ସବୁଠି ଜଳୁଛି ରଙ୍ଗବେରଙ୍ଗର ଲାଇଟ୍‌ । ଆଉ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ । ଅମାବାସ୍ୟା ଠାରୁ ମା' କାଳୀଙ୍କ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆଶିଷ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ପୂଜା ପାଉଛନ୍ତି ମା' ଦକ୍ଷିଣେଶ୍ୱରୀ ପଥର କାଳୀ ।

Golden Temple Themed Mandap
ଭଦ୍ରକରେ ଗୋଲ୍ଡେନ୍‌ ଟେମ୍ପୁଲ୍‌

କାଳୀପୂଜା ପାଇଁ ଭଦ୍ରକ ଏବେ ଚଳଚଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସକାଳୁ ରାତି ଯାଏଁ ନାହିଁ ନଥିବା ଭିଡ଼ । ଚରମ୍ପାର ୯ଟି ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

Celebrate Kali Puja
ପୂଜା ପାଉଛନ୍ତି ୪୫ ଫୁଟ କାଳୀ

ବଙ୍ଗୀୟ ରୀତି ନୀତିରେ ଚାଲିଛି ମା’ କାଳୀଙ୍କ ଆରାଧନା । ସନ୍ଧ୍ୟା ଆରତି ସମୟରେ ବାଜୁଛି ଢାକ ବାଜା । ନାଚୁଛନ୍ତି ଭକ୍ତ, ଖୁସିରେ ଫାଟି ପଡ଼ୁଛି ଅଞ୍ଚଳ । ସବୁଠି ଦେଖିବାକୁ ମିଳୁଛି କେବଳ ଅଧ୍ୟାତ୍ମିତାର ଧୁନ୍।

Group clash
Group Clash: ଭସାଣ ବେଳେ ଗଣ୍ଡଗୋଳ; ଢେଲା ପଥର ସହ କାଚ ବୋତଲ ପିଙ୍ଗିଲେ

କଟକରେ କାଳୀ ମେଢ଼ ଭସାଣ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Why do lamps burn during Kartik Amavasya
Kartika Amabasya 2024: କାର୍ତ୍ତିକ ଅମାବାସ୍ୟାରେ କାହିଁକି ଜାଳନ୍ତି ଦୀପ; କ’ଣ କୁହେ ପୁରାଣ ଓ ବିଜ୍ଞାନ

ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ। ଏହି ଦୀପାବଳୀ ଅମାବାସ୍ୟାକୁ ସାଧାରଣତଃ ପୟାଅମାବାସ୍ୟା କୁହାଯାଏ। ଆସନ୍ତୁ ଜାଣିବା ଏହାର ପୌରାଣିକ ମତ।

Diwali festival according to different religion
Diwali 2024: ଖାଲି ହିନ୍ଦୁ ନୁହେଁ, ଅନ୍ୟ ଧର୍ମରେ ବି ପାଳନ ହୁଏ ଦୀପାବଳି; ଜାଣନ୍ତୁ କେଉଁ ଧର୍ମରେ କ'ଣ ବିଶ୍ୱାସ

ଆଲୋକର ପର୍ବ ଦୀପାବଳି। ବିନା ବାଣରେ ଏହି ଉତ୍ସବ ଫିକା। ତେବେ ଏହି ପର୍ବ କେବଳ ହିନ୍ଦୁମାନେ ନୁହନ୍ତି, ଅନ୍ୟ ଧର୍ମ ଲୋକେ ମଧ୍ୟ ପାଳନ କରନ୍ତି। ଏହାକୁ କେଉଁ ଧର୍ମରେ କିପରି ପାଳନ ହୁଏ ଆସନ୍ତୁ ଜାଣିବା।

Kali Puja 2023
ପୂଜା ପାଉଛନ୍ତି ମାଆ, ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ

ମା’ କାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ । ମଧ୍ୟ ରାତ୍ରରେ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାପାଠ କରାଯାଇଛି ।

Kali Puja 2023
Kali Puja 2023: ଦୀପାବଳିରେ କାହିଁକି ହୁଏ କାଳୀ ପୂଜା; କ’ଣ କୁହେ କାହାଣୀ

ଦୀପାବଳି ରାତିରେ କାଳୀ ମା’ଙ୍କୁ ପୂଜା କରାଯାଏ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ କାଳୀ ମା’ଙ୍କୁ ଧୂମଧାମରେ ପୂଜା ଅର୍ଚ୍ଚନା କରାଯାଏ। ଏହି ଦିନଟି ମା’ କାଳୀଙ୍କ ପାଇଁ ଉତ୍ସର୍ଗୀକୃତ।

Bholanath acknowledged Maa Kali as his mother
Kali Puja 2023: ଭୋଳାନାଥ କାଳୀଙ୍କୁ ମା’ ରୂପେ କରିଥିଲେ ସ୍ୱୀକାର; କାହିଁକି…

ରାକ୍ଷସମାନଙ୍କୁ ହତ୍ୟାକରିବା ପାଇଁ ଜଗତ ଜନନୀ ମା’ ଅମ୍ବା, ମା’ କାଳୀଙ୍କ ବିକରାଳ ରୂପ ଧାରଣ କରିଥିଲେ। ପରେ ସେ ପୁଣି ଶାନ୍ତ ରୂପକୁ ଫେରିଥିଲେ। କିପରି ହେଲେ ଶାନ୍ତ ଆସନ୍ତୁ ଜାଣିବା।

According to different religion significance of celebrating diwali festival
Diwali 2023: କେଉଁ ଧର୍ମରେ କିପରି ପାଳନ ହୁଏ ଦୀପାବଳି

କେହି କେହି ଦୀପାବଳିରେ ଶ୍ରୀଗଣେଶଙ୍କୁ ଆରାଧନା କରନ୍ତି ତ ଆଉ କେହି ଧନର ଦେବୀ ଲକ୍ଷ୍ମୀଙ୍କ ପୂଜାପାଠ ପାଇଁ ଅଧିକ ଫଳପ୍ରଦ ବୋଲି ବିବେଚନା କରନ୍ତି। ସେହିପରି ଅନ୍ୟ ବିଚାରର ଲୋକେ ଏହାକୁ ନିଜ ଆରାଧ୍ୟ କିମ୍ବା ନିର୍ବାଣ ବା ପୁନର୍ଜନ୍ମର ଖୁସିରେ ପାଳନ କରନ୍ତି।

Bhadrak Kali Puja
ଭଦ୍ରକରେ ମାଆ ଭଦ୍ରକାଳୀଙ୍କୁ ଆଜି ବେଦମାତା ରୂପରେ କରାଯାଉଛି ପୂଜା। ଜାଣନ୍ତୁ ଏହାର ମହତ୍ୱ...

କରୋନା କଟକଣା ମଧ୍ୟରେ ମାଆ କାଳୀଙ୍କର ଚାଲିଛି ପୂଜାର୍ଚ୍ଚନା। ଆଜି ଆଦୀ ମାତା ରୂପରେ ପୂଜା ପାଉଛନ୍ତି ମାଆ ଭଦ୍ରକାଳୀ

kali puja
ଚୂଡ଼ାନ୍ତ ପର୍ଯ୍ୟାୟରେ ଭଦ୍ରକ କାଳୀପୂଜା ପ୍ରସ୍ତୁତି : ବିନା ଭକ୍ତରେ ୭ଜଣ ସେବାୟତରେ ମାଆଙ୍କ ପୂଜା ପାଇଁ ନିଷ୍ପତ୍ତି

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ