• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Philippines

Mosquito
Mosquito: ଅଜବ ନିୟମ; ମାରନ୍ତୁ ମଶା; ନିଅନ୍ତୁ ଟଙ୍କା

ଫିଲିପାଇନ୍ସର ରାଜଧାନୀ ମାନିଲାର ମାନାଡାଲୁୟୋଙ୍ଗରେ ଏହି ଘୋଷଣା କରାଯାଇଛି। ସେଠାରେ ପ୍ରବଳ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ବିଚିତ୍ର ଘୋଷଣା କରାଯାଇଛି।

Tropical Storm Trami
ତାଣ୍ଡବ ରଚୁଛି ‘ଟ୍ରାମି’, ଏବେ ଯାଏଁ ଗଲାଣି ୧୩୬ ଜୀବନ

ପ୍ରକୃତି ଯେବେ ତଣ୍ଡବ ରଚେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ଜୀବନ ବଞ୍ଚାଇବାକୁ ଏମିତି ଚିତ୍କାର କରନ୍ତି । ଏ ଦୃଶ୍ୟ କେତେ ଯେ ଭୟଙ୍କର ଆପଣ ନିଶ୍ଚୟ ଅନୁମାନ କରୁଥିବେ । ଏ ଲୋକମାନଙ୍କ ଛାତିରେ ଯନ୍ତ୍ରଣା କେତେ ଯେ ଥିବ ତା’ ଆପଣ ଏ ଦୃଶ୍ୟ ଦେଖି ବେଶ୍‌ ବୁଝିପାରୁଥିବେ ।

Brahmos
ଫିଲିପାଇନ୍ସକୁ ବ୍ରହ୍ମୋସ୍‌ ମିସାଇଲ ଦେଲା ଭାରତ, ଅଡ଼ୁଆ ବଢ଼ିଲା ଚୀନ୍‌ର...

ଭାରତୀୟ ବାୟୁସେନା C-17 ଗ୍ଲୋବ୍‌ ମାଷ୍ଟର ବିମାନ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଫିଲିପାଇନ୍ସ ମେରାଇନ୍ କର୍ପସକୁ ହସ୍ତାନ୍ତର କରିଛି।

You Can Be Jailed
ଅନ୍ୟକୁ ଚିଡ଼ାଉଥିଲେ ସାବଧାନ ! ଭୋଗିପାରନ୍ତି ଜେଲ୍‌ ଦଣ୍ଡ

କ’ଣ ଆପଣ ଜାଣନ୍ତି କି ? ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ରଗାଉଛନ୍ତି କିମ୍ୱା ଚିଡାଉଛନ୍ତି ଏହା ଆଇନ ଗତ ଅପରାଧ । ଆଉ ଆପଣ ଏହାକୁ ନେଇ ଯଦି ଅଭିଯୋଗ ଆଣିଲେ ବ୍ୟକ୍ତି ଜଣକ ଜେଲ୍‌ ଯାଇପାରନ୍ତି । ଆଜ୍ଞା ହଁ, ଆପଣଙ୍କୁ ଏହି ଆଇନ୍‌ ଅଜବ ଲାଗୁଥିଲେ ମଧ୍ୟ ସତ ।

Journalist
ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା

ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।