ପ୍ରକୃତି ଯେବେ ତଣ୍ଡବ ରଚେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ଜୀବନ ବଞ୍ଚାଇବାକୁ ଏମିତି ଚିତ୍କାର କରନ୍ତି । ଏ ଦୃଶ୍ୟ କେତେ ଯେ ଭୟଙ୍କର ଆପଣ ନିଶ୍ଚୟ ଅନୁମାନ କରୁଥିବେ । ଏ ଲୋକମାନଙ୍କ ଛାତିରେ ଯନ୍ତ୍ରଣା କେତେ ଯେ ଥିବ ତା’ ଆପଣ ଏ ଦୃଶ୍ୟ ଦେଖି ବେଶ୍ ବୁଝିପାରୁଥିବେ ।
ଭାରତୀୟ ବାୟୁସେନା C-17 ଗ୍ଲୋବ୍ ମାଷ୍ଟର ବିମାନ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଫିଲିପାଇନ୍ସ ମେରାଇନ୍ କର୍ପସକୁ ହସ୍ତାନ୍ତର କରିଛି।
କ’ଣ ଆପଣ ଜାଣନ୍ତି କି ? ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ରଗାଉଛନ୍ତି କିମ୍ୱା ଚିଡାଉଛନ୍ତି ଏହା ଆଇନ ଗତ ଅପରାଧ । ଆଉ ଆପଣ ଏହାକୁ ନେଇ ଯଦି ଅଭିଯୋଗ ଆଣିଲେ ବ୍ୟକ୍ତି ଜଣକ ଜେଲ୍ ଯାଇପାରନ୍ତି । ଆଜ୍ଞା ହଁ, ଆପଣଙ୍କୁ ଏହି ଆଇନ୍ ଅଜବ ଲାଗୁଥିଲେ ମଧ୍ୟ ସତ ।
ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।