ମୋମୋ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆଉ ୨୦ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ଏକାଥରକେ ୪ ଜଣ ଶିଶୁକୁ ଜନ୍ମ ଦେଲେ ମହିଳା.. ପୂର୍ବରୁ ଦୁଇ ଥର ସନ୍ତାନର ଜନନୀ ହୋଇଥିଲେ। ଏବେ ତୃତୀୟ ଥର ସେ ଗର୍ଭବତୀ ହୋଇଥିଲେ..ମାଆ ଓ ଛୁଆ ସବୁ ସୁରକ୍ଷିତ ଅଛନ୍ତି.