• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Rcb

ରଜତ ପଟିଦାର
Rajat Patidar: RCB ର ସ୍ୱପ୍ନକୁ କିପରି ସାକାର କଲେ ରଜତ ପଟିଦାର ?

ଆଇପିଏଲ୍‌ର ୧୮ତମ ସିଜନ୍‌ରେ ଜଣେ ପରିପୂର୍ଣ୍ଣ ଅଧିନାୟକ ଥିଲେ ରଜତ ପାଟିଦାର । ତାଙ୍କ ନେତୃତ୍ୱରେ ଲିଗ୍ ଇତିହାସରେ ପ୍ରଥମ ଥର ଚାମ୍ପିଅନ୍ ହୋଇଛି ଆର୍‌ସିବି । ତେବେ ଟିମ୍‌ର ସ୍ୱପ୍ନକୁ କିପରି ସାକାର କରିଛନ୍ତି ଏହି ନୂଆ ଅଧିନାୟକ? ତାଙ୍କ ବୈଶିଷ୍ଟ୍ୟ ଓ ରଣନୀତି ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।    

Allen
Most Sixes Record: ଭାଙ୍ଗିଲା ୟୁନିଭର୍ସ ବସଙ୍କ ୮ ବର୍ଷର ରେକର୍ଡ, ପୂର୍ବତନ ଆରସିବି ଖେଳାଳି କଲେ ଏତିକି ରନ୍

ୟୁନିଭର୍ସ ବସ କ୍ରିସ ଗେଲଙ୍କ ୮ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି ଆଲେନ। ଗୋଟିଏ ଇନିଂସରେ ସବୁଠାରୁ ଅଧିକ ଛକା ମାରିବାରେ ସେ ବିଶ୍ବରେକର୍ଡ କରିଛନ୍ତି।

Special Story: Accountability Fallout: RCB Faces IPL Ban After Fatal Victory Parade Stampede
୨୦୨୬ IPLରୁ ବ୍ୟାନ୍ ହେବ RCB

୨୦୨୬ IPLରୁ ବ୍ୟାନ୍ ହେବ RCB ! ଭିକ୍ଟ୍ରି ପରେଡ୍ ସେଲିବ୍ରେସନ୍ ପଡ଼ିଯିବ ଭାରି ! BBCI ନେଇପାରେ ବଡ଼ ନିଷ୍ପତ୍ତି। ଜାଣନ୍ତୁ ପୁରା ଘଟଣା ।

RCB
ବ୍ୟାନ ନୁହଁ କ୍ଷମା କର

RCB ଟ୍ରଫି ଉପରେ ଫ୍ୟାନଙ୍କ ରକ୍ତର ଦାଗ। ନିଜ ଉପରୁ ଦୋଷ ହଟାଇବାକୁ ହାଇକୋର୍ଟର ଦ୍ୱାରସ୍ଥ ଟିମ୍। ପୋଲିସ ଉପରେ ଦୋଷ ଲଦିବାକୁ ପ୍ରୟାସ ।

rcb
Bengaluru stampade: ବେଙ୍ଗାଲୁରୁ ଦଳା ଚକଟାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲା ଆରସିବି, ମାମଲା ଖାରଜ ପାଇଁ ଅନୁରୋଧ

ଆରସିବି ପକ୍ଷରୁ କୁହାଯାଇଛି କି, ସେଲିବ୍ରେସନ ପୂର୍ବରୁ ହିଁ ଅଳ୍ପସଂଖ୍ୟକ ପାଶ ଜରିଆରେ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଘୋଷଣା କରାଯାଇଥିଲା। ତେବେ ଅଧିକ ଦର୍ଶକ ଆସିବା କାରଣରୁ ଭିଡ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା।

rcb
Bengaluru Stadium Tragedy: ବେଙ୍ଗାଲୁରୁ ଦଳାଚକଟା,ନେତାଙ୍କ ସ୍ବାର୍ଥ ପାଇଁ ବଳି ପଡିଲା ପୋଲିସ

କର୍ଣ୍ଣାଟକର ନେତାଙ୍କ ସ୍ବାର୍ଥ କାରଣରୁ ପୋଲିସକୁ ବଳି ବୋଦା ହେବାକୁ ପଡିଛି। ସାଧାରଣତଃ କ୍ରିକେଟ ଟିମ ଟ୍ରଫି ଜିତିବା ପରେ ୨-୩ ଦିନ ଅନ୍ତରାଳରେ ଭିକ୍ଟ୍ରି ପରେଡ ଅନୁଷ୍ଠିତ ହୁଏ। ମାତ୍ର ଆରସିବି ବିଜୟରେ ଏ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବିଜୟର ମାତ୍ର ଦିନକ ପରେ ଅନୁଷ୍ଠିତ ହୋଇଥିଲା ଭିକ୍ଟ୍ରି ପରେଡ।

RCB ସଫଳତା
RCB's First IPL Win: ଆଇପିଏଲ୍‌ରେ କେମିତି ମୁକୁଟ ଜିତିଲା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ୍‌ରେ ପ୍ରଥମ ଥର ଚାମ୍ପିଅନ୍ ହୋଇଛି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଟିମ୍‌ର ୧୮ ବର୍ଷର ପ୍ରତୀକ୍ଷାର ଘଟିଛି ଅନ୍ତ । ତେବେ ଏଥର ଟିମ୍ କେମିତି ଚାମ୍ପିଅନ୍ ହେଲା, କ’ଣ ରହିଛି ଏହା ପଛର କାରଣ - ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି ।

Virat Kohli
ବନ୍ଧା ହେବେ ବିରାଟ!

ଦୀର୍ଘ 18 ବର୍ଷ ପରେ ଆଇପିଏଲ ଫ୍ରାଞ୍ଚାଇଜ୍ ଟିମ୍ RCBର ବିଜୟୀ ପ୍ୟାରେଡକୁ ନେଇ ଘନଉଛି ବିବାଦ। ଦଳାଚକଟାରେ 11 ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ବିରାଟ କୋହଲିଙ୍କ ଅଡୁଆ ବଢିବାରେ ଲାଗିଛି

Bengaluru Stampede
Bengaluru Stampede: ଲାପଟପ୍ ଅଛି, ବ୍ୟାଗ ଅଛି; ସେ କିନ୍ତୁ ନାହିଁ

ଅଫିସରେ ସାଙ୍ଗମାନେ ଏବେ ମନେ ପକାଉଛନ୍ତି । କାହିଁକି ନା ତାଙ୍କ ଟେବୁଲରେ ଏବେ ବି ଠୁଆ ହୋଇଛି ତାଙ୍କର ଲାପଟପ ଓ ବ୍ୟାଗ। ହେଲେ ସେ ଆଜି ଆସିନାହାନ୍ତି ଅଫିସକୁ । ରୟାଲ ଚାଲେଞ୍ଜରସ ବେଙ୍ଗାଲୁରୁର ବିଜୟ ଉତ୍ସବରେ ଜୀବନ ହାରିଦେଇଛନ୍ତି ।

 Bengaluru Stampede
ମରୁଥିଲେ ଫ୍ୟାନ୍ସ, ଅଟକି ନଥିଲା RCB ସେଲିବ୍ରେସନ

୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ଟ୍ରଫି ଜିତିଲା ସତ। ହେଲେ ସେହି ଦଳର ହିଁ ଭିକ୍ଟୋରି ପରେଡ ଯୋଗୁଁ ଚାଲିଗଲା ୧୧ ଫ୍ୟାନଙ୍କ ଜୀବନ। ଆଉ ସବୁଠାରୁ ବଡ଼ କଥା ହେଉଛି ଷ୍ଟାଡିୟମ ବାହାରେ ମରୁଥିଲେ ନୀରିହ ଫ୍ୟାନ, ହେଲେ ଭିତରେ ଦଳ, ଖେଳାଳି କିମ୍ୱା ନେତା ମନ୍ତ୍ରୀମାନଙ୍କ ସେଲିବ୍ରେସନ ଅଟକିନଥିଲା ।

Bengaluru Stampede
Bengaluru Stampede: ବେଙ୍ଗାଲୁରୁ ଦଳାଚକଟା ଘଟଣାରେ RCB ଓ କ୍ରିକେଟ ଆସୋସିଏସନ ନାଁରେ କେସ୍ ରୁଜୁ

ଏହି ଉତ୍ସବ ରବିବାର ଦିନ କରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଛୁଟି ଦିନରେ ଭିଡ଼ କମ୍ ରହିବ ବୋଲି କୁହାଯାଇଥିଲା । ରବିବାର ଦିନ କରାଗଲେ, ପୋଲିସକୁ ଆୟୋଜନ କରିବାରେ ସମୟ ମିଳିବ ବୋଲି ମଧ୍ୟ କୁହାଯାଇଥିଲା । ତେବେ ସରକାର ଏହାକୁ ବିଜୟ ପରଦିନ କରିବାକୁ ନିଷ୍ପତ୍ତି ନେଇଥିଲେ ।

Dy CM Over Stampede
Bengaluru Tragedy : ଦଳାଚକଟା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ, କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ ଦଳାଚକଟା ପାଇଁ ଦାୟୀ କିଏ ? କର୍ଣ୍ଣାଟକ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍ । ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ।

 Bengaluru Stampede
ଟ୍ରଫି ଜିତିଲା RCB, ମରିଲେ ଫ୍ୟାନ୍ସ

ଗୋଟିଏ ପଟେ ସେଲିବ୍ରେସନ, ଅନ୍ୟପଟେ ମୃତ୍ୟୁର ତାଣ୍ଡବ । ୧୮ ବର୍ଷ ପରେ ଟ୍ରଫି ଜିତିଲା ଟିମ୍ ହେଲେ ୧୧ ଜଣ ଫ୍ୟାନଙ୍କ ଜୀବନ ଗଲା। ବେଙ୍ଗାଲୁରୁରେ ବଡ଼ ଅଘଟଣ । RCBର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ।

Bengaluru Stampede
Stampede during RCB celebrations: RCBର ବିଜୟ ଉତ୍ସବ ବେଳେ ଦଳାଚକଟା, ୧୧ ମୃତ

ବେଙ୍ଗାଲୁରୁରେ RCBର ବିଜୟ ଉତ୍ସବ ବେଳେ ଦଳାଚକଟା ହୋଇ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏକାଧିକ ଲୋକେ ଆହତ ହୋଇଛନ୍ତି । ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି ।

Preity Zinta gets emotional after pbks loss in final
Preity Zinta: ପରାଜୟ ପରେ ଆଖିରେ ସିନା ଆସୁଛି ଲୁହ, ହୃଦୟରେ କିନ୍ତୁ ଅନେକ ସାହସ

IPL 2025ର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପଞ୍ଜାବ କିଙ୍ଗ୍‌ସ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ପରାଜୟ ଯୋଗୁଁ ଦଳର ସହ-ମାଲିକାଣୀ ପ୍ରୀତି ଜିଣ୍ଟା ବହୁତ ଦୁଃଖରେ ଅଛନ୍ତି। ତାଙ୍କ ଆଖିରେ ଦୁଃଖ ସ୍ପଷ୍ଟ ଦେଖାଯାଉଛି କିନ୍ତୁ ସେ ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ସେ ତାଙ୍କ ପରାଜିତ ଦଳର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ଦେଖାଯାଏ।

Virat Kohli praises wife anushka Sharma for supporting
Virat Kohli: RCBର ବିଜୟ ପରେ ଭାବପ୍ରବଣ ହୋଇଗଲେ କୋହଲି; କହିଲେ ଅନୁଷ୍କାଙ୍କ ପାଇଁ ସବୁ ସମ୍ଭବ ହେଲା

ବାଙ୍ଗାଲୋରର ପ୍ରଥମ ବିଜୟ ବିରାଟ କୋହଲିଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି। ଟ୍ରଫି ଜିତିବା ପରେ ବିରାଟ ଅନୁଷ୍କାଙ୍କୁ ପ୍ରଶଂସା କରିଛନ୍ତି। ମ୍ୟାଚ୍ ପରେ ବିରାଟ ଅନୁଷ୍କାଙ୍କୁ ତାଙ୍କ ସହିତ ରହିବା, ତାଙ୍କର ଶକ୍ତି ଏବଂ ତ୍ୟାଗ ପାଇଁ ଧନ୍ୟବାଦ ଦେଇଛନ୍ତି।

କିଏ ଜିତିବ IPL ଫାଇନାଲ୍‌ ?
IPL Final 2025: ଯେଉଁ ଟିମ୍ ଜିତେ କ୍ୱାଲିଫାୟର-୧, ସେହି ଟିମ୍‌ ୧୪ରୁ ୧୧ ଥର ଜିତିଛି IPL ଟାଇଟଲ୍‌

ଯଦି ଆଇପିଏଲ ଇତିହାସ କଥା ଦେଖିବା ତାହାଲେ, ୧୪ ଥର ମଧ୍ୟରୁ ୧୧ ଥର, ଯେଉଁ ଦଳ ପ୍ରଥମ କ୍ୱାଲିଫାୟାର ଜିତିଛି, ସେହି ଦଳ ଆଇପିଏଲ ଟ୍ରଫି ନିଜ ନାଁରେ କରିଛି ।

ଫାଇନାଲରେ RCB
IPL Final: ୯ ବର୍ଷ ପରେ ଆଇପିଏଲ ଫାଇନାଲରେ RCB

ଆଇପିଏଲ ସିଜିନ୍‌-୧୮ରେ ପ୍ରଥମ ଦଳ ଭାବେ RCB ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ସେପଟେ ୨୦୧୬ ପରେ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପହଞ୍ଚିଛି ବାଙ୍ଗାଲୋର ।

rcb
RCB Beat Rajasthan Royals : ଆରସିବିର ଚତୁର୍ଥ ଆୱେ ବିଜୟ

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୪ ୱିକେଟ ହରାଇ ୧୭୩ ରନ କରିଥିଲା। ଜବାବରେ ଆରସିବି ୧୭.୩ ଓଭରରେ ୧ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା।

rahul
KL Rahul Celebration : ଆରସିବି ମ୍ୟାନେଜମେଣ୍ଟକୁ କଡା ଜବାବ ଦେଲେ ଲୋକାଲ ବୟ ରାହୁଲ

ମ୍ୟାଚ ପରବର୍ତ୍ତୀ ରାହୁଲଙ୍କ ସେଲିବ୍ରେସନ ବେଶ ଆକର୍ଷଣୀୟ ଥିଲା। ୟଶ ଦୟାଲଙ୍କୁ ଛକା ମାରି ଷ୍ଟାଇଲରେ ମ୍ୟାଚ ଫିନିଶ କରିଥିବା ବେଳେ କାନ୍ତାରା ଫିଲ୍ମ ଷ୍ଟାଇଲରେ ସେଲିବ୍ରେଟ କରିଥିଲେ। ରାହୁଲଙ୍କ ଏଭଳି ସେଲିବ୍ରେସନକୁ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଆରସିବି ମ୍ୟାନେଜମେଣ୍ଟ ପାଇଁ ଏକ ଷ୍ଟେଟମେଣ୍ଟ ବୋଲି କହିଥିଲେ।

kohli
RCB aims First Victory at Chinnaswamy: ଚିନ୍ନାସ୍ବାମୀରେ ପ୍ରଥମ ବିଜୟ ଲକ୍ଷ୍ୟରେ ଆରସିବି

ରଜତ ପଟିଦାରଙ୍କ ନେତୃତ୍ବରେ ଦଳ ମୁମ୍ବାଇ ଓ ଚେନ୍ନାଇର ଗଡ ଜିତି ସାରିଥିବା ବେଳେ ଚିନ୍ନାସ୍ବାମୀ ଜିତିବା ବାକି ରହିଛି। ବିରାଟ କୋହଲିଙ୍କ ଭଲ ପ୍ରଦର୍ଶନ ବଳରେ ହିଁ ଏହା ସମ୍ଭବ ହୋଇ ପାରିବ। ଅନ୍ୟ ପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜରିଆରେ ଚିନ୍ନାସ୍ବାମୀରେ ଚଳିତ ସିଜନର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ଆରସିବି।

RCB
RCB Won: ୧୦ ବର୍ଷ ପରେ ଓ୍ବାଙ୍ଖେଡେରେ ବିଜୟର ସ୍ବାଦ ଚାଖିଲା ଆରସିବି

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚମତ୍କାର ପ୍ରଦର୍ଶନ ଦୋହରାଇଛି। ରଜତ ପଟିଦାରଙ୍କ ନେତୃତ୍ବରେ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ରେକର୍ଡ ପରେ ରେକର୍ଡ ନିଜ ନାମରେ କରିଛି। ଦୀର୍ଘ ୧୭ ବର୍ଷ ପରେ ଚେନ୍ନାଇରେ ରଜତ ପଟିଦାର ବିଜୟ ଧ୍ବଜା ଉଡାଇଥିବା ବେଳେ ସୋମବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଦୀର୍ଘ ୧୦ ବର୍ଷ ପରେ ବିଜୟ ହାସଲ କରିଛି। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆରସିବି ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

GTର ସହଜ ବିଜୟ
GT vs RCB: ବେଙ୍ଗାଲୁରୁର ବିଜୟଧାରା ଅଟକାଇଲେ ବଟଲର୍‌-ସିରାଜ, ଆରସିବିକୁ ସହଜରେ ହରାଇଲା ଗୁଜରାଟ

ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ନିଜ ଘରୋଇ ମଇଦାନରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା । ଆଉ ହୋମ୍‌ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ରେ ହିଁ ପରାଜୟ ସ୍ୱାଦ ଚାଖିଥିଲା ।

rcb
RCB Captain: ଏହି ଖେଳାଳି ହେଲେ RCBର କ୍ୟାପଟେନ, ଏମିତି ପ୍ରତିକ୍ରିୟା ରଖିଲେ କୋହଲି

ଫାଫ ଡୁପ୍ଲେସି ବିଗତ ସଂସ୍କରଣରେ ଅଧିନାୟକ ରହିଥିବା ବେଳେ ଚଳିତ ମେଗା ଅକ୍ସନରେ ତାଙ୍କୁ କୌଣସି ଦଳ କିଣି ନ ଥିଲେ। ଅନ୍ୟ ପକ୍ଷରେ କୋହଲି ଆଉଥରେ ଅଧିନାୟକ ଦାୟିତ୍ବ ଗ୍ରହଣ କରିବା ନେଇ ରିପୋର୍ଟ ମଧ୍ୟ ଆସିଥିଲା। ତେବେ ଗୁରୁବାର ଏହି ସସପେନ୍ସ ଉପରୁ ପରଦା ଉଠାଇଛି ଆରସିବି ମ୍ୟାନେଜମେଣ୍ଟ।

Virat Kohli
Virat Kohli: ଏମିତି ଥିଲା ବିରାଟଙ୍କ ସଂଘର୍ଷ, ବାପାଙ୍କ ମୃତ୍ୟୁ ଖବର ଶୁଣି ଜିତାଇ ଥିଲେ ଟିମ୍‌

ଭାରତର ଏକ ଛୋଟ ଗାଁର ପଡ଼ିଆରେ କ୍ରିକେଟ ଖେଳୁଥିବା ଯେକୌଣସି ପିଲାକୁ ପଚାରିବେ ଯଦି ତାର ଆଇଡଲ୍ କିଏ, ତେବେ ପ୍ରାୟ ୯୯ ପ୍ରତିଶତ ଉତ୍ତର ବିରାଟ କୋହଲି ହିଁ ମିଳିବ ।