ଏକ ପଡ୍କାଷ୍ଟରେ ମ୍ୟାକ୍ସୱେଲ ଆଲୋଚନା କରି କହିଛନ୍ତି ଯେ, ଆରସିବି ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ କୋହଲି ତାଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ କରିଛନ୍ତି ।
ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକୀୟ ଇଂନିସର ସାକ୍ଷୀ ପାଲଟିଛନ୍ତି ଦିଲ୍ଲୀ ଦର୍ଶକ । ମାତ୍ର ୧୮ ଦିନରେ ଭାଙ୍ଗିଛି ବିଶ୍ୱକପରେ ଦ୍ରୁତତମ ଶତକ ରେକର୍ଡ । ୪୯ ବଲରେ ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର ଆଡମ ମାକ୍ରମ ବନିଥିଲେ ଦିନିକିଆ ବିଶ୍ୱକପ ଇତିହାସର ଦ୍ରୁତତମ ଶତକ ହାସଲକାରୀ ବ୍ୟାଟର । ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ମାକ୍ରମ ଖେଳିଥିଲେ ଏହି ବିସ୍ଫୋରକ ଇଂନିସ ।