• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Us Elections

Elon Musk
Trump Cabinet: ଶପଥ ପୂର୍ବରୁ ଟିମ୍‌ ଗଢିବାରେ ବ୍ୟସ୍ତ ଟ୍ରମ୍ପ; ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍‌ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍‌ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଡଲାର ତୁଳନାରେ ଟଙ୍କା ଦୁର୍ବଳ
INR VS USD: ଟ୍ରମ୍ପ ଜିତିବା ପରେ… ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।

Trump's National Security Adviser
Mike Waltz: ବର୍ତ୍ତିପାରିବନି ଚୀନ; ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ହେଲେ ମାଇକ୍ ୱାଲ୍ଟଜ

ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପରଠାରୁ ଆକ୍ସନ ମୋଡ୍‌ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଚୀନକୁ ଚାରିପଟୁ ଘେରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବାସ୍ତବରେ ଟ୍ରମ୍ପ ରିପବ୍ଲିକାନ୍ ପ୍ରତିନିଧି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି।

ଟ୍ରମ୍ପଙ୍କ ବିଜୟରେ ନାଖୁସ୍‌ ଋଷ
World Leaders Congratulate Trump: ଟ୍ରମ୍ପଙ୍କ ବିଜୟରେ ନାଖୁସ୍‌ ଋଷ, କ୍ରେମଲିନ୍ କହିଲା America ଆମ ବନ୍ଧୁ ନୁହଁ....

RTର ଏକ ରିପୋର୍ଟ ଅନୁଯାୟୀ ପେସ୍କୋଭ କହିଛନ୍ତି, ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେଉଁ ଦେଶ ବିଷୟରେ ଆଲୋଚନା କରୁଛୁ, ସେ ଏକ ଅମିତ୍ର ଦେଶ । ସେହି ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମ ଦେଶ ବିରୋଧରେ ହେଉଥିବା ଯୁଦ୍ଧ ସହ ସାମିଲ ରହିଛି ।

ଜିତିଲେ ଟ୍ରମ୍ପ, ଷ୍ଟକ୍‌ ମାର୍କେଟରେ କ’ଣ ପଡ଼ିବ ପ୍ରଭାବ ?
US Election Results 2024: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?

ଗ୍ଲୋବାଲ ବ୍ରୋକରେଜ୍‌ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।

Donald Trump
US Presidential Elections 2024: ଟ୍ରମ୍ପ ମାରିଲେ ବାଜି, ପୁଣି ଥରେ ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ ।

Sunita Williams
US Presidential Elections 2024: ମହାକାଶରୁ ଭୋଟ୍ ଦେଲେ Sunita Williams, ଜାଣନ୍ତୁ କେମିତି ..

ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଭାରତୀୟ ସମୟ ଅପରାହ୍ଣ ସାଢେ ୪ଟାରୁ ବୁଧବାର ସକାଳ ସାଢେ ୬ଟା ଯାଏଁ ଚାଲିବ ଭୋଟ୍ ।

US Presidential Election 2024
US Presidential Election 2024: କାହା ଝୁଲାକୁ ଯିବ ଆମେରିକା, କିଏ ପିନ୍ଧିବ ରାଷ୍ଟ୍ରପତି ମୁକୁଟ

ମୈଦାନରେ ୨ ପ୍ରତିଦ୍ୱନ୍ଦ୍ୱୀଙ୍କ ଘମାଘୋଟ ଲଢ଼େଇ। ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟକ୍କର।

America Election
US Presidential Elections 2024: କିଏ ରଚିବ ଇତିହାସ! ଡୋନାଲ୍ଡ ଟ୍ରମ୍ପ ନା କମଳା ହାରିସ୍; କାହାର ହେବ ହ୍ୱାଇଟ୍ ହାଉସ

କାହାର ହେବ ହ୍ୱାଇଟ୍ ହାଉସ । ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ନେତା ବାଛିବାକୁ କାଲି ଭୋଟ୍ ଦେବ ଆମେରିକା ।

BSE Sensex Drops 1400 Points
Stock Market Crash Today: ଭାରତୀୟ ସେୟାର ମାର୍କେଟରେ ଝଡ଼; ଦିନକରେ ଖସିଲା ୧୪୦୦ ପଏଣ୍ଟ୍...

ଆଜି ସୋମବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଦିନ ୧୧ଟା ୧୫ ସୁଦ୍ଧା ବିଏସଇ ସୂଚକାଙ୍କରେ ୧୪୩୩ ଦଶମିକ ୬୧ ପଏଣ୍ଟ ହ୍ରାସ ପାଇ ୭୮ ହଜାର ୨୯୦ରେ ପହଞ୍ଚିଥିଲା।