ଫ୍ୟାନ୍ଙ୍କୁ ଚମକାଇ ଦେଇଛନ୍ତି ନିରୋଜ ଚୋପ୍ରା । ହଠାତ୍ ନିଜ ବିବାହ ସମ୍ପର୍କରେ ଘୋଷଣା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଫ୍ୟାନ୍।
କମିଟିଗୁଡିକ ଦେଇଥିବା ସୁପାରିଶକୁ ଭିତ୍ତି କରି କେନ୍ଦ୍ର ସରକାର ମନୁ ଭାକର, ଡି ଗୁକେଶ, ହରମାନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛିଦିନ ପୂର୍ବେ ମନୁ ଭାକରଙ୍କ ନାମ ଖେଳରତ୍ନ ପୁରସ୍କାର ପାଇବାକୁ ସୁପାରିଶ ହୋଇଥିବା ଆଥଲେଟ୍ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବାକୁ ନେଇ ବିବାଦ ଉପୁଜିଥିଲା।
ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ୍ ଦାଖଲ କରିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ଖେଳାଳିମାନେ ଅନେକ ଉପହାର ଦେଇଥିଲେ । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।
କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ବା CASରେ ଭିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ହୋଇଥିବା ସୂଚନା ମିଳିଛି ।
କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ ।
ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି ।
ଏ ହେଉଛନ୍ତି ଜଣେ ଗୋଲ୍ଡ ମେଡାଲିଷ୍ଟ । ସ୍ୱର୍ଣ୍ଣ ପଦକ ବିଜେତା । ହେଲେ ରୁମରେ ଶୋଇବାକୁ ଶାନ୍ତି ଲାଗୁନି ବୋଲି ସେ ପାର୍କରେ ଶୋଇଛନ୍ତି । ଆପଣ ଭାବୁଥିବେ ଖେଳରେ ଥକିବା କାରଣରୁ ସେ ନିଶ୍ଚୟ ଏଠାରେ ଶୋଇପଡ଼ିଛନ୍ତି । ପ୍ୟାରିସରେ ପ୍ରବଳ ଗରମ ହେବା ଯୋଗୁ ଟିକ, ଶାନ୍ତି ପାଇବାର ବାଟ । ପାର୍କ ଭିତରେ ଗଛର ଛାଇ ତଳେ ନିଜର ଥକାପଣ ମେଣ୍ଟାଉଛନ୍ତି ଖେଳାଳି ଜଣକ । କାରଣ ପ୍ୟାରିସରେ ଅସହ୍ୟ ଗରମ ଅନୁଭୂତ ହେଉଛି ।
ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି ଭାରତ ।
ସ୍ୱର୍ଣ୍ଣ ପଦକ ଆଣିବା ଆଶାରେ ଭିନେଶ ଫୋଗଟଙ୍କ ଉପରେ ସମଗ୍ର ଦେଶର ଆଖି ଥିଲା, ଯାହା ବର୍ତ୍ତମାନ ଆଉ ସମ୍ଭବ ନୁହେଁ। ଏହି ଆଶା ଏବେ ମଉଳି ଯାଇଥିଲେ ମଧ୍ୟ ସେ କିନ୍ତୁ ଭାରତ ପାଇଁ ନିଶ୍ଚିତ ଗୌରବ। ତେବେ ଆସନ୍ତୁ ଏହାରି ଭିତରେ ଭିନେଶ ଫୋଗଟ୍ କିପରି ଜଣେ ରେସଲର୍ ହୋଇଗଲେ ସେ ବିଷୟରେ ଜାଣିନେବା।
ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟକୁ ନେଇ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ମଧ୍ୟ ଭିନେଶଙ୍କ ବିଜୟରେ ଖୁସି ଅଛନ୍ତି ସତ କିନ୍ତୁ ସେ ତାଙ୍କର ଏକ ପୋଷ୍ଟରେ ତାଙ୍କୁ ପରିହାସ କରିଛନ୍ତି।
ସ୍ବର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଆସନ୍ତାକାଲିର ମ୍ୟାଚ ଜିଣି ବ୍ରୋଞ୍ଜ୍ ପଦକ ଭାରତ ନାଁରେ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି ।
ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି।
୧୦୦ ମିଟର ରେସରେ ଜାମାଇକାର କିଶାନେ ଥମ୍ପସନଙ୍କୁ ଗୋଟିଏ ସେକେଣ୍ଡର ହଜାରେ ଭାଗରୁ ୫ ଭାଗ ସମୟ ପଛରେ ପକାଇ ଲାଇଲ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମି ଫାଇନାଲରେ ଆଜି ଭାରତର ଲକ୍ଷ୍ୟ ସେନଙ୍କ ମଧ୍ୟ ମ୍ୟାଚ୍ ରହିଛି । ସେମିରେ ଡେନମାର୍କର ଭିକ୍ଟୋରଙ୍କୁ ଭେଟିବେ ଲକ୍ଷ୍ୟ ।
ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ କ୍ରୀଡା ମନ୍ତ୍ରଣାଳୟ । ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବୁଲ ଏସି ପଠାଇଛି କ୍ରୀଡା ମନ୍ତ୍ରଣାଳୟ ।
ବ୍ୟାଡ୍ ମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ଐତିହାସିକ ସଫଳତା । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପୁରୁଷ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନ ସେମିକୁ ଏଣ୍ଟ୍ରି ।
ଶେଷଥର ପାଇଁ ଅଲିମ୍ପିକ୍ସରେ ଭାରତ ୧୯୭୨ ମସିହାରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ତେବେ ୫୨ ବର୍ଷ ପରେ ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ, କଙ୍ଗାରୁ ଦଳକୁ ୩-୨ରେ ପରାସ୍ତ କରିଛି ।
ଶୁକ୍ରବାର ପ୍ୟାରିସ୍ ଅଲିମ୍ପିକ୍ସର ଷଷ୍ଠ ଦିନରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି ।
ନିଜର ପରିଚୟ ଗୋପନ ରଖିବାକୁ କହି ଜଣେ ସହକର୍ମୀ କହିଛନ୍ତି, ସ୍ୱପ୍ନିଲ ଯେତେବେଳେ ବି ସିନିଅର ଅଫିସରଙ୍କୁ ପ୍ରମୋସନ୍ କଥା କହନ୍ତି ସେତେବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ପଡ଼େ । ତେଣୁ ଏହି କାରଣ ପାଇଁ ମଧ୍ୟ ତାଙ୍କ ମନ ସବୁବେଳେ ଦୁଃଖିତ ଥିଲା ।
ଅଲିମ୍ପିକ୍ସ ଅଂଶଗ୍ରହଣର ସ୍ବପ୍ନ ଆଗରେ ଅନେକ ଆହ୍ବାନ ପଛରେ ପଡ଼ିଯାଇଥାଏ । ଏହି ଧାରାରେ ସାମିଲ ହୋଇ ଜଣେ ଇଜିପ୍ଟ ଖେଳାଳି ୭ ମାସର ଗର୍ଭବତୀ ଥାଇ ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇ ଚର୍ଚ୍ଚାକୁ ଆସିଛନ୍ତି ।
ବର୍ତ୍ତମାନ ପ୍ୟାରିସ୍ ଅଲିମ୍ପିକ୍ସ ଚାଲିଛି। ଦେଶର ବିଭିନ୍ନ କ୍ଲବ୍ର ଖେଳାଳିମାନେ ଜିତିବା ସହ ଭାରତକୁ ପଦକ ଆଣିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଭାରତୀୟ ସୁଟର ମନୁ ଭାକର ବ୍ରୋଞ୍ଜ୍ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ନିଜ ସରଳ ଷ୍ଟାଇଲ୍ରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଆନ୍ତି। ତାଙ୍କର ଭିନ୍ନ ଫ୍ୟାଶନ ଷ୍ଟାଇଲ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।
ପରାଜୟ ପରେ ଅଲିମ୍ପିକ୍ସରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଅଶ୍ୱିନୀ ପୋନାପ୍ପା । ପ୍ୟାରିସରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍ ନିରାଶ ହେବାପରେ ଅବସର ଘୋଷଣା ।
ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଦ୍ବିତୀୟ ପଦକ । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦ ହାସଲ କଲା ଭାରତ ।
ବଢ଼ିଲା ପଦକ ଆଶା, ପୁଣି ମେଡାଲ ମ୍ୟାଚ୍ ଖେଳିବେ ସୁଟିଂ ଷ୍ଟାର ମନୁ ଭାକର । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର ମେଡାଲ୍ ରାଉଣ୍ଡରେ ମନୁ ଭାକର ଓ ସରବଜୋତ୍ ସିଂହ ।