ରୋପୱେରେ ପାଣି ଭର୍ତ୍ତି କରୁଥିବା ସମୟରେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଗାଡି ଦ୍ରୁତ ଗତିରେ ପଛକୁ ଗଡ଼ିବା ଆରମ୍ଭ କଲା । ଏହି ସମୟରେ ସଜଲିମ୍ ବୁଦ୍ଧି ଖଟାଇ ଗାଡିରୁ ଡେଇଁପଡିଥିଲେ, କିନ୍ତୁ କନଷ୍ଟେବଳ ଅରୁଣ କୁମାର ଗାଡିରୁ ବାହାରି ପାରିନଥିଲେ ।
‘ଗଙ୍ଗା’ କେବଳ ନଦୀ ନୁହେଁ, ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ସହିତ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । ଗଙ୍ଗା ନଦୀ ପ୍ରତି ପ୍ରତିଟି ହିନ୍ଦୁଙ୍କର ରହିଛି ସ୍ବତନ୍ତ୍ର ଆବେଗ । ଖାସ୍ ସେଥିପାଇଁ ଗଙ୍ଗା ସଫେଇ ସଚେତନତା ଅଭିଯାନରେ ବାହାରିଛନ୍ତି ଓଡ଼ିଆ ଝିଅ ଦିପ୍ତୀମୟୀ।
ସମସ୍ତ ଶ୍ରଦ୍ଧାଳୁ ମାଘ ପୂର୍ଣ୍ଣିମା ପାଇଁ ଗଙ୍ଗାରେ ବୁଡ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ପୋଖରୀକୁ ଓଲଟି ପଡ଼ିଥିଲା ।
କର୍କଟ ଭଳି ଭୟଙ୍କର ରୋଗ ପାଇଁ ଡାକ୍ତରୀ ଚିକିତ୍ସା କରିବା ପରିବର୍ତ୍ତେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ୫ ବର୍ଷର ଶିଶୁର ଜୀବନ ଚାଲିଗଲା ।
ଶ୍ରମିକମାନେ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଦାନପୁର ନିଟକରେ ଗଙ୍ଗା ନଦୀରେ ଡଙ୍ଗାଟି ଓଲଟି ପଡ଼ିଥିଲା। ସେହି ସମୟରେ ଡଙ୍ଗାରେ ୫୫ ଜଣ ଶ୍ରମିକ ଥିଲେ।
ପାଖାପାଖି ୩୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଇଞ୍ଜିନ ଚାଳିତ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏବେବି ୫ ଜଣ ଶିଶୁ ନିଖୋଜ ଅଛନ୍ତି।
ହଠାତ୍ ଜଣେ ବୃଦ୍ଧା ବ୍ରିଜ୍ ଉପରୁ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ପ୍ରକୃତରେ ସେ ଅନ୍ୟ କୌଣସି ଉଦ୍ଦେଶ୍ୟରେ ନଦୀକୁ ଡେଇଁ ନଥିଲେ ବରଂ ନଦୀକୁ ଡେଇଁ ସେ ବୁଡ଼ ପକାଇଥିଲେ।